ଶ୍ରୀମନ୍ଦିର ଗରୁଡ ସ୍ତମ୍ବକୁ ଛୁଇଁ ପାରିବେନି ଭକ୍ତ !
ପୁରୀ : ଶ୍ରୀମନ୍ଦିର ଗରୁଡ ସ୍ତମ୍ବକୁ ଛୁଇଁ ପାରିବେନି ଭକ୍ତ । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରକୁ ଆସି ଦୂରଦୂରାନ୍ତର ଭକ୍ତ ପ୍ରଥମେ ଗରୁଡସ୍ତମ୍ବକୁ ସ୍ପର୍ଶ କରି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରୁଥିଲା କିନ୍ତୁ ଏଥିରୁ ବଞ୍ଚିତ ହେବେ ଭକ୍ତଗଣ । ଏ ହେଉଛି ଗରୁଡ ସ୍ତମ୍ବ ଚାରିପଟଜ ଏସ୍ଏସ୍!-->…
Read More...
Read More...