ହାଇକୋର୍ଟ ବିଚାରପତି ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ, ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ନବରଙ୍ଗପୁର : ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ର ଦିନିକିଆ ନବରଙ୍ଗପୁର ଗସ୍ତରେ ଆସି ଜିଲ୍ଲା କୋର୍ଟ ସହ ନବରଙ୍ଗପୁରର କୋର୍ଟ ଗୁଡିକ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ ଜିଲ୍ଲା ଆଇନଜୀବୀ ସଂଘ ସଦସ୍ୟ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା…
Read More...

ବୌଦ୍ଧଜିଲ୍ଲା ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ,୨ା୧୧- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଆଜି ଜିଲ୍ଲାର ଯୁବ ରେଡକ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବୌଦ୍ଧଜିଲ୍ଲାର ୧୬ ଗୋଟି ମହାବିଦ୍ୟାଳୟର ୨୬ ଜଣ ଯୁବରେଡକ୍ରସର ପରାମର୍ଶଦାତା ଏବଂ ଅଧ୍ୟକ୍ଷମାନେ ଅଂଶଗ୍ରହଣ କରି ଜିଲ୍ଲାସ୍ତରରେ ବିଭିନ୍ନ…
Read More...

ଦୁର୍ନୀତି ବିରୋଧରେ ସଚେତନତା ସଭା ଓ ଶପଥ ପାଠ

ବୌଦ୍ଧ,୨ା୧୧ : ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନିତୀ ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଳକର ପୁରୁଣାକଟକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା…
Read More...

ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ : ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା । ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇଦେବେ ସରକାର । ଏ ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଠାରେ ଗ୍ରୁପ…
Read More...

ଫିକିର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି । ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି । ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ…
Read More...

ଟିକାବାଲି କଲେଜ୍‌ରେ ଭିଜିଲାନ୍ସ ସଚେତନା ସପ୍ତାହ ପାଳିତ

ଘୁ ଉଦୟଗିରି : ସ୍ଥାନୀୟ ଏଏମ୍‌ସିଏସ୍‌ ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଭିଜିଲାନ୍ସ ସଚେତନାତ ସପ୍ତାହ ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ସଚେତନ ରହିଲେ ସମାଜକୁ ଦୁର୍ନୀତି ହଟିଯିବ ବୋଲି କହିବା…
Read More...

ଆସନ୍ତା ୧୧ରୁ ବୌଦ୍ଧରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପ୍‌

ବୌଦ୍ଧ,୨ା୧୧- ଆସନ୍ତା ନଭେମ୍ବର ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବୌଦ୍ଧ ଇନଡୋର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚଂପିଆନସିପ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ୟାଡମିଣ୍ଟନ ଆସୋସିଏସନ ବୌଦ୍ଧ ତରଫରୁ ସୂଚନା ଦିଆଯାଇଛି । ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ…
Read More...

କେଡିଏମଏଫ ପକ୍ଷରୁ ମୃତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ନିମନ୍ତେ ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ :ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ଏକ ସାଂଘାତିକ ଦୁର୍ଘଟଣାରେ ଶିକାର ହୋଇଥିବା ଫୁଲବାଣୀର ମୃତ ସାମ୍ବାଦିକ ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମଞ୍ଜୁର ନିମନ୍ତେ କନ୍ଧମାଳ ଜିଲ୍ଲା ମିଡିଆ…
Read More...

ଅର୍ଚ୍ଚନାଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ଭୁବନେଶ୍ୱର : ବ୍ଲାକମେଲର ଅର୍ଚ୍ଚନା ନାଗର ବିରୋଧରେ ଆଜି ମାମଲା କରି ତଦନ୍ତ ଆରମ୍ଭ କଲା ଇଡି । ଅର୍ଚ୍ଚନା ନାଗଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ମାମଲା ରୁଜୁ ହୋଇଛି । ଅର୍ଚ୍ଚନା ନାଗ,ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ,ଖଗେଶ୍ୱର ସାହୁ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ମାମଲା ଇଡି ମାମଲା…
Read More...

ଗଠନ ହେଲା ନନ୍ଦାହାଣ୍ଡି ବ୍ଲକ ସାମ୍ବାଦିକ ସଂଘ

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡ଼ା ଗ୍ରାମର ମହାକାଳୀ ମନ୍ଦିର ପ୍ରାଙ୍ଗଣରେ ନୂତନ ଭାବେ ନନ୍ଦାହାଣ୍ଡି ବ୍ଲକ ସାମ୍ୱାଦିକ ସଂଘ ଗଠନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼ ଯୋଗ ଦେଇଥିଲେ । ସେହିପରି ନୂତନ ଭାବେ ସଭାପତି…
Read More...