ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ଉପ-ନିରିକ୍ଷକ ସିଦେ୍ଧଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବାସେଳୀସାହି ଥାନା ଅଧୀନରେ ଥିବା ଶଙ୍କରପୁର ଛକ ଠାରେ ଚଢ଼ାଉକରି ସନ୍ତୋଷ ନାୟକ (୩୯)ଙ୍କୁ ଗିରଫ କରିଛନ୍ତି ।!-->…
Read More...
Read More...