ଗଙ୍ଗାସାଗରରେ କୋଶଳିଆ ମାଳି ସମାଜର ନୂଆଁଖାଇ ଭେଟଘାଟ

ପାଟଣାଗଡ: ପାଟଣାଗଡ଼ ବ୍ଳକ ଗଙ୍ଗାସାଗର ପଞ୍ଚାୟତ ଗଙ୍ଗାସାଗର ଗ୍ରାମଠାରେ କୋଶଳିଆ ମାଳି ସମାଜର ଇଷ୍ଟ ଦେବ କୋଶଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଳି ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଧାୟକ
Read More...

ତନ୍ତ୍ର ମନ୍ତ୍ର ଦ୍ୱାରା ବଞ୍ଚାଇ ଦେବାର ଆଶା ରଖିଥିଲା…ନବରାତ୍ରୀରେ ଝିଅକୁ ବଳି ଦେଲା ବାପା !

ସୁରାଟ : ଗୁଜୁରାଟର ଗିର୍‌ ସୋମନାଥ ଜିଲ୍ଲାରେ ନରବଳିର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ହୋଇଛି ଯେ ନବରାତ୍ରୀ ସମୟରେ ଜଣେ ପିତା ନିଜର ୧୪ ବର୍ଷର ଝିଅକୁ ବଳିଦାନ ଦେଇଛନ୍ତି । ସେ ତନ୍ତ୍ରମନ୍ତ୍ର ଦ୍ୱାରା ପୁନର୍ଜୀବିତ କରିଦେବେ ବୋଲି ଆଶା କରିଥିଲେ । କିନ୍ତୁ ବଳିଦାନ ଦେବା
Read More...

ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ଗ୍ରାମରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଦିଗହରା ହୋଇଯାଇଛି । ସମଗ୍ର ରାଜ୍ୟରେ ଜନ ସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ସକାଶେ ସରକାର ବସୁଧା ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆର ଉଦୟଗିରି ଗ୍ରାମରେ ବସୁଧା ଯୋଜନାରେ
Read More...

ରାହୁଲଙ୍କ ଅଧିନାୟକତ୍ୱରେ ଖେଳିଲେ ରୋହିତ, ପୁଣି ବିରାଟଙ୍କୁ ବିଶ୍ରାମ

ପର୍ଥ : ଟି -୨୦ ବିଶ୍ୱକପ ୨୦୨୨ ଆରମ୍ଭ ପାଇଁ ମାତ୍ର ତିନି ଦିନ ବାକି ଅଛି । ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆକୁ ପ୍ରଥମ ମ୍ୟାଚ୍‌ ଖେଳିବାକୁ ପଡିବ । ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତିର ଏକ ଅଂଶ ଭାବରେ ଭାରତୀୟ ଦଳ ସରକାରୀ ୱାର୍ମ ଅପ୍‌ ମ୍ୟାଚ୍‌ ପୂର୍ବରୁ ପଶ୍ଚିମ
Read More...

ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାସ୍ତା ଘାଟ ଖାଲଖମାରେ ପରିଣତ ହୋଇ ଯାଇଛି । ଏହି ସମସ୍ୟା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ କିମ୍ବା ଖାଲଖମା ଗୁଡିକ ସମତଳ କରାଯାଉ ନାହିଁ । ଏପରିକି ସହରର ସାହି ଗଳି ରାସ୍ତା ମଧ୍ୟ ଖାଲ ଖମା
Read More...

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆତ୍ମନିର୍ଭର କୃଷକ ଅଭିଯାନ ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର: ସୋନପୁରରେ ଆଜି ଆତ୍ମ ନିର୍ଭର କୃଷକ ଅଭିଯାନ ରଥ ଶୁଭ ଉଦଘାଟନ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି । ଏହା ୧୨ ଅକ୍ଟୋବରରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସଚେତନତାର ବାର୍ତ୍ତା ପହଞ୍ଚାଇବ ।
Read More...

ଉଷା କୋଠୀ ପର୍ବ ଉଦଯାପିତ, ଶେଷ ଦୁଇ ଦିନରେ ଦୁଇଟି ନାଟକ ମଞ୍ଚସ୍ଥ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ବାପୁଜୀ ପେଣ୍ଠଗାଁରେ ପ୍ରତି ପାଞ୍ଚ ବର୍ଷରେ ଥରେ ହେଉଥିବା ବହୁ ପୁରାତନ "ଉଷାକୋଠୀ" ପର୍ବ ଉଦଯାପିତ ହୋଇଯାଇଛି । ଦଶହରା ଦିନଠାରୁ ଆରମ୍ଭ ହେଇଥିବା ଏହି ପର୍ବ ଗୁରୁବାର ଭୋର ସମୟରେ ମା' ଠାକୁରାଣୀ ନିଳୀମାଙ୍କ ଘଟକୁ ଗାଁ ନିକଟ
Read More...

ଇଣ୍ଡିଆନ୍ ଅଫ୍ ଦି ଇୟର’ରେ ସମ୍ମାନିତ ହେଲେ ଅଲୁ ଅର୍ଜୁନ୍

ଅଭିନେତା ଅଲୁ ଅର୍ଜୁନ ସିନେମା ଜଗତରେ ଧମାଲ କରୁଛନ୍ତି । ଦିନକୁ ଦିନକୁ ବଢିବାରେ ଲାଗିଛି ତାଙ୍କ ଲୋକପ୍ରିୟତା। ଅନ୍ୟପକ୍ଷରେ ତାଙ୍କ ହାତରେ ଅନେକ ସମ୍ମାନ ମଧ୍ୟ ସାମିଲ ହୋଇଛି। କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ବାର୍ଷିକ ଭାରତୀୟ ଦିବସ ପ୍ୟାରେଡରେ ଗ୍ରାଣ୍ଡ ମାର୍ଶଲ ଭାବରେ ଦେଶକୁ
Read More...

ଦୁର୍ଘଟଣାରେ ଆହତ ଗୋରୁଗାଈଙ୍କ ଚିକିତ୍ସାରେ ଅବହେଳା କରୁଛି ବିଭାଗ : କାର୍ଯ୍ୟାନୁଷ୍ଠାନ ଦାବି

ସୁବର୍ଣ୍ଣପୁର : ଏବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ଗାଡ଼ି ଧକ୍କାରେ ଆହତ ହେଉଥିବା ଗୋରୁଗାଈଙ୍କ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟ ତରଫରୁ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ଘୋର ବ୍ୟତିକ୍ରମ ଦେଖାଯାଉଛି । ଠିକ ସମୟରେ କେହି ଫୋନ ଉଠାଉନଥିବା
Read More...

ରାଜସ୍ୱ ଆଦାୟ ବେଳେ ରାଜସ୍ୱ ନିରୀକ୍ଷକ ଅଫିସ୍‌ ଖୋଲା, ବାକି ସମୟରେ ଝୁଲୁଛି ତାଲା

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ୍‌ ଲୁହାସିଂହା ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟଳୟରେ ତାଲା ଝୁଲୁଛି । ଖପ୍ରାଖୋଲ ବ୍ଳକ୍‌ ଲୁହା ସିଂହା ଏକ ଉପାନ୍ତ୍ର ଅଞ୍ଚଳ । ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଉପରେ ଲୁହାସିଂହା ଗ୍ରାମ ପଞ୍ଚାୟତର ୭/୮ ଖଣ୍ଡ ଗ୍ରାମ
Read More...