ଲାଲକିଲା ଆକ୍ରମଣ ମାମଲା :
ଅସଫାକର ଫାଶୀ ଦଣ୍ଡାଦେଶ କାଏମ
ନୂଆଦିଲ୍ଲୀ: ୨୦୦୦ ମସିହାରେ ହୋଇଥିବା ଲାଲକିଲା ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ଆରିଫ ଓରଫ ଅସଫାକର ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଅସଫାକର ପୂନର୍ବିଚାର ଆବେଦନକୁ ଆଜି ସର୍ବୋଚ ଅଦାଲତ ଖାରଜ କରିଦେଇଛନ୍ତି । ୨୨ ଡିସେମ୍ବର ୨୦୦୦ ମସିହାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା!-->…
Read More...
Read More...