ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ତାରା ବେଶ
ସୁବର୍ଣ୍ଣପୁର: ନବରାତ୍ରୀର ଦ୍ୱିତୀୟ ଦିନରେ ଆଜି ଇଷ୍ଟଦେବୀ ମାଁ ସୁରେଶ୍ୱରୀ ତାରାବେଶରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି । ତାରା ହେଉଛନ୍ତି ତନ୍ତ୍ରପୂଜାର ମୁଖ୍ୟଦେବୀ । ସେଥିପାଇଁ ଏହି ସମୟରେ ମାଆଙ୍କୁ ଏହି ରୂପରେ ବିଧିପୂର୍ବକ ପୂଜାର୍ଚ୍ଚନା ତଥାଦର୍ଶନ କଲେ ଆର୍ଥିକ ସ୍ୱଚ୍ଛଳତା ଓ!-->…
Read More...
Read More...