ଦୁର୍ଘଟଣାରେ ୧୭ ମୃତ,୪୫ ଆହତ

ନୂଆଦିଲ୍ଲୀ : ଆଜି ବଡ଼ ଧରଣର ପୃଥକ ସଡ଼କ ଦୁର୍ଘଟଣାରେ ୧୭ ଜଣ ପ୍ରାଣ ହରାଇଛନ୍ତି । ୩୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଲକ୍ଷେ୍ନø ଇଟୌଜାରେ ଟ୍ରାକ୍ଟରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି । ୩୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ସ୍ଥାନୀୟ ପୋଲିସ ଓ
Read More...

ପୌରାଧ୍ୟକ୍ଷାଙ୍କ ଉଦ୍ୟମରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ପୋଖରୀର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ।
Read More...

ମଧ୍ୟାହ୍ନ ଭୋଜନର ସାମାଜିକ ଅଡିଟ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନଭେମ୍ବର ୩୦ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନାର ଏକ ସାମାଜିକ ଅଡିଟ୍‌ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅନୁଯାୟୀ, ସାମାଜିକ ଅଡିଟ୍‌ ବାଧ୍ୟତାମୂଳକ । ଅନେକ ରାଜ୍ୟ ଏକଥା କେନ୍ଦ୍ରକୁ
Read More...

ଆମେ ଆମର ନିଜସ୍ୱ ପ୍ଲାଟଫର୍ମରେ ସିଧାପ୍ରସାରଣ କରିବୁ : ସିଜେଆଇ

ନୂଆଦିଲ୍ଲୀ : ଆମେ କୋର୍ଟର ଶୁଣାଣି ପ୍ରକ୍ରିୟାର ସିଧା ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛୁ । ଆମେ ଆମର ନିଜ ପ୍ଲାଟଫର୍ମ ବା ଚ୍ୟାନେଲରେ ଏହାର ପ୍ରସାରଣ କରିବୁ । ତେବେ ବର୍ତ୍ତମାନ ପାଇଁ ଆମେ ୟୁ-ଟ୍ୟୁବ ବ୍ୟବହାର କରିବୁ । ଆଜି ଏକଥା ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ । ପ୍ରଧାନ ବିଚାରପତି
Read More...

ଦଶପଲ୍ଲା ବ୍ଲକ୍‌ରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର

ଦଶପଲ୍ଲା : ଆଜି ସକାଳ ୧୦ ଘଟିକା ସମୟରେ ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୧୪୮ ଗୋଟି ଅଭିଯୋଗ
Read More...

କନ୍ଧମାଳ ପ୍ରୋଗ୍ରାମ ଅଫିସରଙ୍କୁ ଜାତୀୟ ସେବା ଯୋଜନା ବୀର ଆୱାର୍ଡ

ଫୁଲବାଣୀ,୨୬/୯:- କନ୍ଧମାଳ ଜିଲ୍ଲା ଟିକାବାଲି ଏମ ସି ଏସ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବନମାଳୀ ବେହେରା ଜାତୀୟ ସେବା ଦିବସରେ କୁଳପତି ପ୍ରଫେସର ଡଃ ଗୀତାଞ୍ଜଳି ଦାଶଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଅତିଥି ଭାବରେ ସମାଜସେବୀ ଜଗଦାନନ୍ଦ ପଣ୍ଡା , ପ୍ରଫେସର
Read More...

ମନମୋହନ ସିଂହଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିବସ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ
Read More...

ନବରାତ୍ରୀ ଅବସରରେ ମାଁ ସୁରେଶ୍ୱରୀଙ୍କ କାଳୀ ବେଶ

ସୁବର୍ଣ୍ଣପୁର : ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ସୁବର୍ଣ୍ଣପୁର ସହର ତଥା ଅଷ୍ଟଚଣ୍ଡୀଙ୍କ ପୀଠରେ ମାଁ ଦୁର୍ଗାଙ୍କ ସହ ଦଶମହାବିଦ୍ୟାଙ୍କୁ ପୂଜା ଆରାଧନା ଆରମ୍ଭ ହୋଇଯାଇଅଛି ।ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀଦେବୀ ମାତା ସୁରେଶ୍ୱରୀ ଏହି ସମୟରେ ଦଶମହାବିଦ୍ୟା ଅନୁସାରେ ବେଶ ଧାରଣକରି ଶ୍ରଦ୍ଧାଳୁ
Read More...

ଭିଜିଲାନ୍ସ ଜାଲରେ ଗୁଡଭେଲା ବିଡିଓ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଲାଞ୍ଚ ନେବାବେଳେ ଧରାପଡିଲେ ଗୁଡଭେଲା ବିଡିଓ । ସୂଚନା ଅନୁସାରେ ଜଣେ ଠିକାଦାର ଠାରୁ ୧ଲକ୍ଷ ଅଶୀ ହଜାର ଟଙ୍କା ନେବାବେଳେ ବିନୋଦ କୁମାର ନାଏକ OAS-1(Jr) ଧରାପଡିଛନ୍ତି । ପୁରୁଣା ବାକିଆ ବିଲ ଓ ନୂଆକାମ ପାଇଁ ନାଏକ ଦାବୀ କରିଥିଲେ । ଅଧିକ ତଦନ୍ତ ପାଇଁ ୩ଟି
Read More...

ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସାରଙ୍ଗଡ: ଆଜି ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା କନ୍ଧମାଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଡ କୁଇ ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା
Read More...