ଭୁବନେଶ୍ୱର : ଲକ୍ଡାଉନ୍ ନିୟମ ଭାଙ୍ଗି ଗତକାଲି ସକାଳୁ ଆଜି ସକାଳ ମଧ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଟୁଇଟ୍ ଯୋଗେ ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍-୧୯ ନିୟମ ଭାଙ୍ଗି ୬ଟି ମାମଲା ରୁଜୁ ହୋଇଥିଲା ବେଳେ ହୋମ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ୧୦ଟି ମାମଲା ରୁଜୁ ହୋଇଛି । ଏଣୁ ଲୋକେ ନିୟମ ନଭଙ୍ଗିବା ପାଇଁ ସେ ଅନୁରୋଧ କରିଛନ୍ତି ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)