୬ରୁ ୧୨ ପିଲାଙ୍କୁ କୋଭାକ୍ସିନ ଟିକା

0 37

ଭୁବନେଶ୍ୱର: ଆଗକୁ କରୋନାର ଚତୁର୍ଥ ଲହର ଆସିବାକୁ ଅଛି । ଏନେଇ ସବୁଠି ଭୟର ବାତାବରଣ । ତେବେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ୬ରୁ ୧୨ ବର୍ଷର ପିଲାମାନଙ୍କ ଟିକାକରଣ ସମ୍ପର୍କରେ ଏହି ବଡ଼ ଖବର ସାମନାକୁ ଆସିଛି । ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନ ଏଣିକି ଉପରୋକ୍ତ ବର୍ଗର ପିଲାଙ୍କୁ ଦିଆଯିବା ପାଇଁ ଅନୁମତି ମିଳିଛି । 

hiranchal ad1
Leave A Reply

Your email address will not be published.

4 × four =