ହାତ କାଟିଦେଲେ ଛାତ୍ରୀ

0 95

ଭୁବନେଶ୍ୱର: ଉଚିତ୍ ମୁଲ୍ୟାୟନ ଦାବିରେ ସିଏଏସଇ ସାମନାରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ ଛାତ୍ରୀ ଜଣକ ହାତ କାଟିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

5 × two =