ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0 161

ହରଭଙ୍ଗା,୯/୧:- ହରିଶଙ୍କର ତୀର୍ଥ ସାରି ଫେରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଓଡି୦୫ଏଏନ୍‌୦୧୧୪ନମ୍ବର ଥିବା ଶ୍ରୀକ୍ରିଷ୍ଣା ନାମକ ଘରୋଇ ବସଟି ଭଦ୍ରକ ଜିଲ୍ଲାରୁ ୪୫ଜଣ ତୀର୍ଥ ଯାତ୍ରୀ ନେଇ ହରିଶଙ୍କର ଯାତ୍ରା କରି ଘରକୁ ଫେରୁଥିବା ସମୟରେ ହରଭଙ୍ଗା ବ୍ଲକ ବୀରନରସିଂହପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଖସି ପଡିଥିଲା । ଏହି ଦୁର୍ଘଟଣାରେ କିନ୍ତୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

three × four =