କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ, ୧୧ ମୃତ

0 74

ନୂଆଦିଲ୍ଲୀ: କେରଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଇଡୁକି ଏବଂ କୋଟାୟାମ ଜିଲ୍ଲାରେ ଭୂସ୍ଖଳନ ଘଟିଛି । ବର୍ଷା ସମ୍ବନ୍ଧୀୟ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପ୍ରଭୁ ଆୟାପ୍ପାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ଅକ୍ଟୋବର ୧୭ ଏବଂ ୧୮ ରେ ସାବରିମାଲା ମନ୍ଦିର ପରିଦର୍ଶନ ନକରିବାକୁ ଅନୁରୋଧ କରାଯାଇଛି । ସେହିପରି ପମ୍ବା ନଦୀରେ ଜଳ ସ୍ତର ଏକ ଉଦ୍‌ବେଗଜନକ ସ୍ତରକୁ ବୃଦ୍ଧି ପାଇଛି ।

hiring
hiranchal ad1
Leave A Reply

Your email address will not be published.

5 × 4 =