Monthly Archives

April 2020

କୋହଲି-ର୍ଡିଭିଲିୟର୍ସଙ୍କ ମିଳିତ ଭାରତ-ଦକ୍ଷିଣ ଆଫ୍ରିକା ଏକାଦଶରେ ଧୋନିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ବାଙ୍ଗାଲୋର : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଆଇପିଏଲ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ସାଥୀ ଏବି ଡି\'ଭିଲିୟର୍ସଙ୍କ ଉଦ୍ୟମରେ ଉଭୟ ଦେଶର ଖେଳାଳିଙ୍କୁ ନେଇ ଗଠିତ ୧୧ ଜଣିଆ ଦଳରେ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ ଭାବେ ବଛାଯାଇଛି । ଏହି ଦଳରେ ଭାରତର ସାତ ଜଣ ସାମିଲ୍ ହୋଇଥିଲା ବେଳେ
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନିଗୋଟି ପଜିଟିଭ ଚିହ୍ନଟ : ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଜି ଆଉ ତିନିଗୋଟି କୋଭିଡ -19 ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ
Read More...

ଅଖିମୁଠି ଅନୁକୂଳ କଲେ ଲୋଇସିଂହା ବିଧାୟକ

ବଲାଙ୍ଗୀର: ପଶ୍ଚିମଓଡିଶା ଏକ କୃଷିଭିତ୍ତିକ ଅଂଚଳ ଭାବେ ଜଣାଶୁଣା । କୃଷିର ଆଦ୍ୟପର୍ବ କୁହାଯାଉଥିବା ଅକ୍ଷୟ ତୃତୀୟ ତଥା ଅଖି ମୁଠି ଅନୁକୂଳ ଆଜି ଲକଡାଉନ ପାଇଁ ବିଶେଷ ଆଡମ୍ବର ସହକାର ପାଳନ ହୋଇପାରିନାହିଁ । କିନ୍ତୁ ଆବଶ୍ୟକ ସ୍ଥଳେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ପର୍ବକୁ
Read More...

୭୪ ଜଣ ଯାଯାବର ଶ୍ରେଣୀର ଲୋକଙ୍କୁ ସାହାଯ୍ୟର ହାତ

ଫୁଲବାଣୀ :କରୋନା ମହାମାରୀ ବିଶ୍ୱରେ ଦିନକୁ ଦିନ ଆତଙ୍କ ଖେଳାଇ ଅଧିକ ରୁୃ ଅଧିକ ଲୋକଙ୍କୁ ବ୍ୟପିବାରେ ଲାଗିଛି । କନ୍ଧମାଳ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୌଣସି ସଂକ୍ରମଣ ହୋଇ ନାହିଁ ।ଏହା ଭୟାବହତା ନ ବ୍ୟାପିବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ୱାଡ,ଜି.ଉଦୟଗିରି ସ୍ୱେଛାସେବୀ ମହାସଂଘ (ପିଏଜି)
Read More...

୪୫ଦିନ ହେଲା ପଲିଥିନ ତଳେ କଟୁଛି ଜୀବନ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ସୁରାଦେଇ ଗ୍ରାମରେ ଦୀର୍ଘ୧୦ବର୍ଷ ଧରି ବସବାସ କରି ରହିଆସୁଥିବା ୩୭ପରିବାରଙ୍କ ଘରକୁ ମାର୍ଚ୍ଚ ମାସ ୭ ତାରିଖରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା ।ଯେଉଁ ପରିବାର ସେଠାରେ ଘର କରି ରହୁଥିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଗୋଟିଏ
Read More...

ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ଅକ୍ଷୟ ତୃତୀୟ ପାଳିତ

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ କୃଷକ ସଂଘର ଅଧ୍ୟକ୍ଷ ତଥା ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ସଂଘ କାର୍ଯ୍ୟାଳୟରେ ଯୋଗ ଦେଇ ସଂଘର
Read More...

କପିଲ୍ କହିଲେ କ’ଣ ପାଇଁ ମୁଁ ଲଣ୍ଡା ହେଲି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ ଘରେ ରହି କିଏ ବେଶ ପୋଷାକରେ ତ ଆଉ କିଏ ନିଜ ନିଜ ପୁଅ, ଝିଅ, ସ୍ତ୍ରୀଙ୍କ ସହିତ ଦିନ କାଟୁଛନ୍ତି । କିନ୍ତୁ ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ କିଛିଦିନ ହେବ ଟିକିଏ ନୂଆ ଲୁକ୍‌ରେ ନଜରକୁ ଆସୁଛନ୍ତି । ନିଜେ ଲଣ୍ଡା ହୋଇ ସୋଶିଆଲ୍ ମିଡ଼ିଆରେ ଏହି ନୂଆ
Read More...

ରେଘାମୁଣ୍ଡାର ଦେଢଶୁର-ଭାଇବୋହୁ ପଥର

ରାଜ୍ୟ ରାଜପଥ ୪୧ନଂ ମନମୁଣ୍ଡା-ବାଲିଗୁଡା ରାସ୍ତାରେ ଆମ୍ବଗାଁ ଛକଠାରୁ ପ୍ରାୟ ୭କିମି ଦୂରରେ ରହିଛି ରେଘାମୁଣ୍ଡା ଗାଁ । ଏହି ଗ୍ରାମରେ ଥିବା ଏକ ଲଣ୍ଡା ପାହାଡ ଉପରେ ରହିଛି ଦେଢଶୁର-ଭାଇବୋହୁ ପଥର । ଏହି ଦୁଇପଥର ଆଧାରରେ ପାହାଡର ନାମକରଣ ମଧ୍ୟ ଦେଢଶୁର-ଭାଇବୋହୁ ପାହାଡ ନାମରେ ନାମିତ ।
Read More...

ଓଡ଼ିଶା ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ଗୁଜୁରାଟରେ ଥିବା ଓଡ଼ିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଅଣାଯିବ

ଭୁବନେଶ୍ୱର: ଗୁଜୁରାଟରେ କାମ କରୁଥିବା ଶ୍ରମିକମାନଙ୍କୁ ନିରାପଦରେ ଓଡ଼ିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ
Read More...

ବଙ୍ଗାଳୀ ମିସ୍ତ୍ରୀଙ୍କ ଉପରେ ନଜର ରଖାଯିବାକୁ ଦାବି

ବୌଦ୍ଧ: କୋଲକତା ତଥା ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନଙ୍କଠାରେ କରୋନା ଭୂତାଣୁ ମିଳିବାପରେ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କରୋନା ରୋଗୀସଂଖ୍ୟା ରାଜ୍ୟରେ ବୃଦ୍ଧି ପାଇଛି । ପଶ୍ଚିମବଙ୍ଗର ସୀମାରୁ ବୌଦ୍ଧଜିଲ୍ଲା ନିରାପଦ ଦୂରତାରେ ଥିଲେ ମଧ୍ୟ ଅସ୍ଥାୟୀ ଭାବେ ବୌଦ୍ଧ ଜିଲ୍ଲାରେ ରହି
Read More...