Monthly Archives

April 2020

ବାତିଲ୍ ହେଲା ସମସ୍ତ ହକି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହାପରେ ହକି ଇଣ୍ଡିଆ ତା\'ର ସମସ୍ତ କ୍ରୀଡା ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ସମସ୍ତ ନ୍ୟାସନାଲ ଚାମ୍ପିଅନସିପ ବାତିଲ ହେବା ସଂପର୍କରେ ହକି ଇଣ୍ଡିଆର
Read More...

ଏହି ସବୁ ବିଷୟ ଉପରେ ଗୁଗଲ ସର୍ବାଧିକ ସର୍ଚ୍ଚ କରିଛନ୍ତି ଭାରତୀୟ

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱରେ କୋରନା ଭାଇରସ ସଂକ୍ରମଣକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଇଣ୍ଟରନେଟ, ସୋସିଆଲ ମିଡିଆ ଓ ନ୍ୟୁଜ ଚ୍ୟାନେଲ ଗୁଡିକରେ ପ୍ରସାରିତ ହେଉଥିବା ସମସ୍ତ ନ୍ୟୁଜ୍ ମଧ୍ୟରେ କରୋନା ସଂପର୍କିତ ଖବରର ମାତ୍ରା ସର୍ବାଧିକ । କେବଳ ସେତିକି ନୁହେଁ, ଲୋକମାନେ
Read More...

ପୂଜାରା ଭାରତୀୟ କ୍ରିକେଟର ନୂଆ ପାଚେରୀ : ଲିଓନ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟରେ ୱାଲ୍ ବା ପାଚେରୀ କଥା ଉଠିଲେ ସାଧାରଣତଃ ରାହୁଲ ଦ୍ରାବିଡଙ୍କ ନାମ ଆଗକୁ ଆସେ । ବିଶ୍ୱ କ୍ରିକେଟରେ ଦ୍ରାବିଡ ଏହି ମାନ୍ୟତା ପାଇଛନ୍ତି । ତେବେ ଭାରତୀୟ କ୍ରିକେଟରେ ଏବେ ଆଉ ଜଣେ କ୍ରିକେଟର ନୂଆ ପାଚେରୀ ଭାବେ ଚର୍ଚ୍ଚିତ ହୋଇଛନ୍ତି । ସେ ହେଉଛନ୍ତି
Read More...

କରୋନାର ପ୍ରଭାବ : ୮ଲକ୍ଷ କୋଟି କ୍ଷତି ସହିଲାଣି ଭାରତ

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଉପରେ ଲକଡାଉନ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଯେଉଁଥିପାଇଁ ବିଭିନ୍ନ କ୍ଷେତ୍ରରେ ବିପୁଳ ପରିମାଣର ଆର୍ଥିକ କ୍ଷତି ଘଟିଛି । ପ୍ରଥମ ପର୍ଯ୍ୟାୟର ଲକଡାଉନ ସମୟରେ ପ୍ରାୟ ୮ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଏହାର ଭରଣା କିପରି ଭାବରେ ହେବ ତାହାକୁ ନେଇ
Read More...

ଆସନ୍ତା ସପ୍ତାହ ସୁଦ୍ଧା ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ଲକ୍ଷ୍ୟ

ଭୁବନେଶ୍ୱର : ଆସନ୍ତା ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଅପ୍ରେଲ୍ ଶେଷ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ଛଅ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯାଇପାରିବ । ବ୍ରହ୍ମପୁର
Read More...

ନଦୀ ମଝିର ଗାଁ, ସଂସ୍କୃତି ତା’ର ଅତି ନିଆରା

ବୈାଦ୍ଧ:ସମୁଦ୍ର ମଧ୍ୟରେ ହଜାର ଦ୍ୱୀପପୁଞ୍ଜ ରହିଛି ଓ ସେଠାରେ ଲୋକେ ବସବାସ କରୁଥିବା ଜାଣିଛୁ ମାତ୍ର ନଦୀମଝିରେ ଗାଆଁଟିଏ ଓ ସେଥିରେ ହଜାରେରୁ ଅଧିକ ଲୋକ ବସବାସ କରିବା କଥା ଅନେକ ଲୋକ ଜାଣିନଥିବେ । ନଦୀମଝିରେ ଥିବା ଏପରି ଏକ ଭୂଖଣ୍ଡ ମର୍ଜାକୁଦ ଓ ତାହା ବୌଦ୍ଧଜିଲ୍ଲାରେ ବଉଦ ସହର ମଧ୍ୟରେ
Read More...

ନଭେମ୍ବରରୁ ସମ୍ପୂର୍ଣ୍ଣ ଦୂର ହୋଇଯିବ କରୋନା !

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଗତକାଲି ରାଜ୍ୟରେ ନୂଆ ପାଞ୍ଜି ପ୍ରଚଳିତ ହୋଇଥିଲା । ଏହି ପରମ୍ପରା ଓଡ଼ିଶାରେ ବହୁଦିନରୁ ଚଳି ଆସୁଥିବା ବେଳେ ଶ୍ରୀମନ୍ଦିରରେ ନୂଆ ପାଞ୍ଜି ଚଳିବାର ପରମ୍ପରା ମଧ୍ୟ ରହିଅଛି । ନୂଆ ଜାତୀୟ ଖଡ଼ିରତ୍ନ ପଞ୍ଜିକା ଅନୁଯାୟୀ ଆସନ୍ତା
Read More...

ଉଦଘାଟିତ ହେଲା ବଲାଙ୍ଗିରଠାରେ କିମ୍ସ ପରିଚାଳିତ କୋଭିଡ ହସ୍ପିଟାଲ

କୋଭିଡ ରୋଗୀ ଆଜି ଯାଏ ଚିହ୍ନଟ ହୋଇନାହିଁ ବଲାଙ୍ଗିର ଜିଲ୍ଲାରେ ତଥାପି ପ୍ରଶାସନ ଯେକୌଣସି ପରିସ୍ଥିତି ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ I ସ୍ଥାନୀୟ କିସ ପରିସରରେ 10ଟି ICU 10ଟି SUJ ବେଡ ସହ ଭେଣ୍ଟିଲେଟର ଆଦି ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ଚିକିତ୍ସା ସୁବିଧା ସହ ଜିଲ୍ଲାରେ କୋଭିଡ
Read More...

ବାହାର ରାଜ୍ୟର ୧୮୦ ଯୁବକ ଯୁବତୀ ୪ ଦିନ ହେଲା ଭୋକରେ

ଫୁଲବାଣୀ :ସମଗ୍ର କନ୍ଧମାଳ ଜିଲାରେ ଲକଡାଉନ ଅବସରରେ ଜିଲାର ବିଭିନ୍ନ ଯାଗାରେ ଘରେ ବନ୍ଦ ହୋଇ ରହିଥିବା ଅସହାୟ ଏବଂ ଗରିବ ଶେଣୀର ଲୋକଙ୍କୁ ତଥା ବାହାର ରାଜ୍ୟରୁ ଆସି ଜିଲାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କୁ ସେମାନଙ୍କ ରୋଜଗାର ବନ୍ଦ ଥିବାରୁ ସେମାନଙ୍କୁ ସରକାରଙ୍କ ତରଫରୁ
Read More...

ବାଲି ଚୋରା ଚାଲାଣ, ରାଜସ୍ୱ ବିଭାଗ ନିରବଦ୍ରଷ୍ଟା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ କନଗାଁ ନିକଟସ୍ଥ ଓ ଲୁହାସିଂହା ପଞ୍ଚାୟତ କୁସୁମ କାନୀ ଗ୍ରାମ ପାଖରେ ଥିବା ସୁକତେଲ ନଦୀ ପୋଡ଼ ମୁଣ୍ଡ ଧୁବାଚୋଟ ଘାଟରୁ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ସୂଚନାୋଯାଗ୍ୟ, ବର୍ତ୍ତମାନ ସାରା
Read More...