Monthly Archives

April 2020

ବୌଦ୍ଧଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ

ବୈାଦ୍ଧ: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟସରକାର ଯେଭଳିଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି । ଏଥିରେ ସହଯୋଗ କରିବାପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଆଗକୁ ଆସିଛନ୍ତି । କେବଳ କ୍ରିକେଟ ନୁହେଁ ଜନମଙ୍ଗଳ ସାମାଜିକ କାର୍ଯ୍ୟରେ
Read More...

ମେଘାଳୟ ସରକାରଙ୍କ ଅଜବ ନିଷ୍ପତ୍ତି. ଲକ୍‌ଡାଉନ୍ ବେଳେ ଖୋଲିଲା ମଦ ଦୋକାନ

ଶିଲଂ : କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ସମୟରେ ସମସ୍ତ ପ୍ରକାର କାର୍ଯ୍ୟକଳାପ ବନ୍ଦ ରହିଛି । ଏହି ସମୟରେ ମେଘାଳୟ ସରକାର ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମଦ ଦୋକାନ ଏବଂ ବଣ୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶନାମା ଅନୁଯାୟୀ
Read More...

ପାଞ୍ଚଜଣ ନିୟମ ଉଲ୍ଲଂଘନକାରୀ ଗିରଫ

ବାଲିଗୁଡ଼ା: ଲକ୍ ଡାଉନ୍ ନିୟମ ଉଲ୍ଲଂଘନ କରି ପାଞ୍ଚଜଣ ଗିରଫ । ତୁମୁଡ଼ିବନ୍ଧ ଥାନା ମାତୃ ଗାଁ ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବାବେଳେ ପାଞ୍ଚ ଜଣକୁ ଗିରଫ କରିଛି ପୋଲିସ୍ । ମହାମାରୀ କରୋନା ମୁକାବିଲା ନେଇ ସାରାଦେଶରେ ଲକ୍ ଡାଉନ୍ ଜାରି ରହିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ
Read More...

ମାସ୍କ ତିଆରି କରୁଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ

ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱୟଂ ସହାୟକ ଜରିଆରେ ମାସ୍କ ତିଆରି ଚାଲିଛି।ବର୍ତ୍ତମାନ ମାସ୍କ ର ଆବଶ୍ୟକତା ଦୃଷ୍ଟିରୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି।ସହରରେ ସ୍ୱସ୍ତିକ ଗ୍ରୁପ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ
Read More...

୫ ଛେଳି ହଠାତ ମରିଗଲେ, ଅଜଣା ରୋଗ ଆଶଙ୍କା

ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତ ର ମହୁଲମୁଣ୍ଡା ଗାଁରେ ଏକ ଘରେ ଏକାସଙ୍ଗେ ପାଞ୍ଚଟି ଛେଳି ମରିଯିବାରୁ ଗାଁ ଲୋକେ କୌଣସି ଅଜଣା ରୋଗ ନା ରେ ଆତଙ୍କିତ ରହିଛନ୍ତି । ଏହି ବିଷୟରେ ନିକଟସ୍ଥ ଗୌଡପାଲି ଫାଣ୍ଡିକୁ ସୂଚନା ଦିଆ ଯାଇଛି, କିନ୍ତୁ ଅନୁଧ୍ୟାନ ପାଇଁ
Read More...

ସାମାଜିକ ଦୂରତା ପାଳନ କରି ବାହାରିଲା ବରଯାତ୍ରୀ, ବିନା ପଣ୍ଡିତରେ ହେଲା ବାହାଘର

ଏବେ ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ଅବସରରେ ମଧ୍ୟ କେତେକ ଲୋକ ନିଜ ଜୀବନକୁ ରଙ୍ଗୀନ କରିବାରେ ବ୍ୟସ୍ତ ଅଛନ୍ତି । ଏମିତି ଏକ ମାମଲା ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଶାଜାପୁରର କାଛିବାଣ୍ଡା କ୍ଷେତ୍ରରେ ରହୁଥିବା ଭାବନା ଏବଂ
Read More...

ଲକ୍‌ଡାଉନ୍ ନିୟମରେ ସାମାନ୍ୟ କୋହଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଲକ୍‌ଡାଉନ୍ ସମୟରେ କୃଷି କାର୍ଯ୍ୟ ପାଇଁ କେତେକ କୋହଳ ଲାଗୁ କରିଛନ୍ତି । ଏହି ସମୟରେ ସମସ୍ତ କୃଷି କାର୍ଯ୍ୟ ତଥା ମନରେଗା କାର୍ଯ୍ୟ ଚାଲୁ ରହିବ । କେନ୍ଦୁପତ୍ର ତୋଳା ସଂଗ୍ରହ ଓ ବିକ୍ରୟ, ପଶୁ ଖାଦ୍ୟ ଯୋଗାଣ, ବିଜୁ ପକ୍କା ଘର ନିର୍ମାଣ, ବନୀକରଣ, ଜନ୍ତୁଙ୍କ ପାଇଁ
Read More...

ଲକଡାଉନ ବେଳେ ଲୋକଙ୍କ ସେବାରେ ଟିମ ହ୍ୟୁମାନିଟି : ସହାୟତାର ହାତ ବଢାଇଲେ ଏସଡିପିଓ ଏବଂ ଥାନା ଅଧିକାରୀ

ଫୁଲବାଣୀ:ଲକ୍‌ଡ଼ାଉନ୍ ଯୋଗୁଁ ଏବେ ବହୁ ଅସହାୟଙ୍କ ସାହାରା ଅନେକ ପାଲଟିଛନ୍ତି । ବର୍ତମାନ ପରିସ୍ଥିତିରେ ସମସ୍ତ ସମସ୍ତଙ୍କୁ ସହାୟତା କରୁଥିବା ବେଳେ ଫୁଲବାଣୀ ପୌର ପରିଷଦ ପକ୍ଷରୁ ସହରର ମାତ୍ର ୩୦ ଜଣଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ଏଭଳି ସ୍ଥଳେ ବହୁ ଅସହାୟ,ଗରୀବ ଓ ଯାଜାବର ମାନେ
Read More...

ଓଡ଼ିଶାବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭକାମନା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାବାସୀଙ୍କୁ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ସେ ଏହି ଅବସରରେ ଓଡ଼ିଶାବାସୀ ବର୍ଷ ସାରା ଖୁସିରେ ରୁହନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରହୁ ବୋଲି ପ୍ରାର୍ଥନା କରିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ମହାବିଷୁବ
Read More...

ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ନିୟମ ହେଲା କୋହଳ

ଭୁବନେଶ୍ୱର: ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କର ନିର୍ଦ୍ଦେଶକ୍ରମେ ଆଜି ସକାଳୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳରେ କଣ୍ଟେନେମେଣ୍ଟ ନିୟମକୁ ଆଂଶିକ କୋହଳ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦାସ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ବିଦ୍ୟୁତ୍ ସାମଗ୍ରୀ ଦୋକାନ, ବହି
Read More...