Monthly Archives

April 2020

କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ କୋଭିଡ୍‌-୧୯ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଆଜିଠାରୁ କୋଭିଡ୍‌-୧୯ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ସମ୍ ହସ୍ପିଟାଲ ସହାୟତାରେ କେନ୍ଦ୍ରାପଡ଼ାରେ ଦୁଇଟି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ଏଥି ମଧ୍ୟରୁ ଗୋଟିକରେ ସ୍ୱତନ୍ତ୍ର ଭାବେ କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ସୁବିଧା
Read More...

ଓଡ଼ିଆ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଓଡ଼ିଶାର ଅଗଣିତ ଭାଇଭଉଣୀ ଓ ପ୍ରବାସୀ ଓଡ଼ିଆମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମାରୁ
Read More...

କରୋନା ମୁକାବିଲା ପାଇଁ ନିଜର ସଞ୍ଚିତ ଅର୍ଥକୁ ଦାନ କଲେ ଦଶମ ଶ୍ରେଣୀ ଛାତ୍ରୀ କୁମକୁମ୍‌

ସୋନପୁର : କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଶକ୍ତି ଅନୁସାରେ ଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିରେ ଉଦବୁଦ୍ଧ ହୋଇ ବୀରମହାରାଜାପୁର ସୁବଳୟା ଗ୍ରାମର ସରସ୍ୱତୀ ଶିଶୁ
Read More...

ଭଗବାନ ଭରଷା : ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ !

ବୌଦ୍ଧ : ମହାମାରୀ କରୋନା ପାଇଁ ସରକାର ଲକଡାଉନ ଘୋଷଣା କରି ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ, ପୁଲିସ ଓ ସାମାଜିକ କର୍ମୀମାନେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ଲକଡାଉନ ଆରମ୍ଭରୁ ସଚେତନ କରାଇ ଆସୁଛନ୍ତି । ଅମାନିଆ
Read More...

ଗଜପତି ପୋଲିସର ଦିବାରାତ୍ର ପଇଁତରା

ଗଜପତି ଜିଲ୍ଲାରେ ଲକ ଡାଉନକୁ ଆଜି 20 ଦିନ ରେ ପହଞ୍ଚିଛି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଲକ ଡାଉନକୁ ଗଜପତି ଜିଲ୍ଲାରେ ବେଶ କଡାକଡି କରାଯାଇଛି। ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ସାରା ଜିଲ୍ଲାରେ ଦିବା ରାତ୍ରି ପଇଁତରା ମାରୁଛନ୍ତି।ତେଣୁ ସକାଳ 10ଟା ପରେ
Read More...

ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତାଙ୍କ ମହାନତା : ଅନୁଷ୍ଠାନର ୧୭ଜଣ କର୍ମଚାରୀଙ୍କୁ ଦେଲେ ଆର୍ଥିକ ସହାୟତା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶିକ୍ଷା ନିକେତନ ନାମକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ରାଜ କିଶୋର ପାଢ଼ୀଙ୍କ ମହାନତା । ଲକ୍ ଡାଉନ୍ ପରିସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଫଳରେ ଅନୁଷ୍ଠାନରେ କର୍ମଚାରୀ ମାନଙ୍କ ପରିବାର ପ୍ରତିପୋଷଣରେ ବାଧା ଉପୁଜୁଛି ।
Read More...

୪୦୦ ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ :୨୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ପାଲୁଙ୍କିଆ ଅଞ୍ଚଳରେ ୪୦୦ଲିଟର ମହୁଲ ପୋଚ ନଷ୍ଟ କରିଛି ପୋଲିସ୍ । ଏଥିସହିତ ୨୦ ଲିଟର ଦେଶୀମଦ ସହ ଜଣକୁ ଗିରଫ କରିଛି ପୋଲିସ । ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ନେଇ ସାରାଦେଶରେ ଲକ୍ ଡାଉନ୍ ଜାରି ହୋଇଥିବାବେଳେ
Read More...

ବୃଦ୍ଧି ପାଉଛି ଦୂରଦର୍ଶନର ଦର୍ଶକ ସଂଖ୍ୟା , କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନର ଲକଡାଉନ ସମୟରେ ଲୋକଙ୍କୁ ବାହାରକୁ ନଯିବା ଲାଗି ଏକ ଅଭିନବ ପଦକ୍ଷେପ ସ୍ୱରୂପ ସରକାର ଦୂରଦର୍ଶନରେ ରାମନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ଏବଂ ବିଆର୍ ଚୋପ୍ରାଙ୍କ ନିର୍ଦ୍ଦେଶିତ "ମହାଭାରତ'ର ପୁନଃ ପ୍ରସାରଣ କରାଇଛନ୍ତି । ମାର୍ଚ୍ଚ ୨୮ରୁ ରାମାୟଣର ପ୍ରସାରଣ
Read More...

ମୁଣ୍ଡରେ ଛୋଟଛୋଟ ଚୁଟି କାହିଁକି ରଖନ୍ତି ଧାୱନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ କ୍ରିକେଟର ଶିଖର ଧାୱନଙ୍କ ଚେହେରା ଯେମିତି ସ୍ୱତନ୍ତ୍ର ତାଙ୍କର ବ୍ୟାଟିଂ ଶୈଳୀ ମଧ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ । ସେ ସବୁବେଳେ ତାଙ୍କର ସ୍ୱତନ୍ତ୍ର ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବିଶେଷକରି ତାଙ୍କର ହେୟାର ଷ୍ଟାଇଲ
Read More...

ଏବେବି ଅତୁଟ ରହିଛି କୋହଲିଙ୍କ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲିଙ୍କର ଏକ ବିଶ୍ୱରେକର୍ଡ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ହୋଇଛି । ୨୦୧୬ରେ କୋହଲି ସବୁ ଫର୍ମାଟରେ ୬୦୦ରୁ ଅଧିକ ରନ୍ କରିଥିଲେ । ଯାହାକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ ଅତିକ୍ରମ କରିବାରେ ସଫଳ ହୋଇନାହାନ୍ତି । ସେହିବର୍ଷ କୋହଲି
Read More...