Monthly Archives

April 2020

ପାରଳା ପୌରପରିଷଦ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ

ଲକଡାଉନ ଯୋଗୁଁ ବୁଲା ଗାଈ ଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡିଛି ଏହି ଆଶଙ୍କା ଦୁର କରିବା ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବୁଲା ଗାଈ ଗୋରୁ ମାନଙ୍କୁ ପନିପରିବା ଓ କୁକୁର ମାନଙ୍କୁ ବିସ୍କୁଟ ପ୍ରଦାନ କରା ଯାଉଛି।ପାରଳା ପୌରପରିଷଦର କାର୍ଯ୍ୟ ନିର୍ବାହୀ
Read More...

କୋଇଲା ଟ୍ରକ୍ ଜବତ ଘଟଣା : ପୁଲିସକୁ ସୂଚନା ଦେଇଥିବା ସନ୍ଦେହରେ ଆକ୍ରମଣ

ବୌଦ୍ଧ : ଗତ ବୁଧବାର ଦିନ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଂଚଳରୁ ଦୁଇଟି କୋଇଲା ବୋଝେଇ ଟ୍ରକ୍ ଜବତ ହୋଇ ଉଭୟ ଟ୍ରକର ଡ୍ରାଇଭର ଅଟକ ହେବା ମାମଲା ଭିନ୍ନ ମୋଡ ନେଇଛି । କୋଇଲା ଚୋରାଚାଲାଣ ହେଉଥିବା ସଂପର୍କରେ ପୁଲିସକୁ ସୂଚନା ଦେଇଥିବା ସନ୍ଦେହ କରି ବାଉଁଶୁଣୀ ଥାନା ସଂପର୍କରେ ପୁଲିସକୁ
Read More...

ରାଜ୍ୟବାସୀଙ୍କୁ ଗଜପତି ମହାରାଜାଙ୍କ ବାର୍ତ୍ତା

ଭୁବନେଶ୍ୱର : ରଜ୍ୟାବାସୀଙ୍କ ଉଦ୍ଦେଶ୍ୟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ସମୟକୁ ବୃଦ୍ଧି କରିଥିବାରୁ ଆମେ ସମସ୍ତେ ସମସ୍ତ ସରକାରୀ ନିୟମକୁ ମାନି ଚଳିବା । ଆନ୍ତରିକତା ସହ ଆମେ ଏହାକୁ ମାନିଲେ ପ୍ରଭୁ
Read More...

ଶିତଳାପଲ୍ଲୀ କୋଭିଡ୍‌-୧୯ ହସ୍ପିଟାଲ ଲୋକାର୍ପିତ

ଭୁବନେଶ୍ୱର: ୨୦୦ ଶଯ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ଶିତଳାପଲ୍ଳୀ କୋଭିଡ୍‌-୧୯ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି । ଟାଟାଷ୍ଟିଲ୍ ମେଡ଼ିକା ହସ୍ପିଟାଲକୁ ଗଂଜାମ ଜିଲ୍ଲପାଳ ଲୋକାର୍ପିତ କରିଥିଲେ । କରୋନା ପୀଡ଼ିତଙ୍କ ପାଇଁ ଆଜିଠାରୁ ଉତ୍ସର୍ଗିକୃତ ସେବା ଯୋଗାଇବେ । ଡାକ୍ତର, ସେବିକା, ଏଥିପାଇଁ
Read More...

କୋଭିଡ୍‌-୧୯ ନେଇ ଆଡଭାଇଜରି ଜାରି କଲା କ୍ରାଇମବ୍ରାଞ୍ଚ୍‌

ଭୁବନେଶ୍ୱର: କୋଭିଡ୍‌-୧୯ର ଭୟାବହତା ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ହେଉଥିବା ବିଭିନ୍ନ ଫେକ୍ (ଜାଲ୍‌) ଖବର ପରିପ୍ରେକ୍ଷୀରେ ଜନମତ ବିଭ୍ରାନ୍ତ ହେଉଥିବାରୁ ରାଜ୍ୟ କ୍ରାଇମବ୍ରାଞ୍ଚ୍ ସାମାଜିକ ଗଣମାଧ୍ୟମମାନଙ୍କ ଉଦ୍ଦେଶ୍ୟରେ ଆଡଭାଇଜରି (ମାର୍ଗଦର୍ଶିକା) ଜାରି କରିଛି ।
Read More...

ବିବାହର ୧୫ଦିନ ପରେ କରୋନା ଯୁଦ୍ଧକୁ ଓହ୍ଲାଇଲେ ନର୍ସ, ଭିଡିଓ କଲିଂରେ ଦେଖନ୍ତି ପତିଙ୍କ ମୁହଁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ତା'ର କାୟାବିସ୍ତାର ଆରମ୍ଭ କରିସାରିଲାଣି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଏ ପର୍ଯ୍ୟନ୍ତ ପାଖାପାଖି ୬୪୧୨ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ୧୯୯ଲୋକଙ୍କ ଜୀବନ ଯାଇଛି । କରୋନାକୁ ହରାଇବା
Read More...

କୋଭିଡ୍‌-୧୯ ପାଇଁ ଶୁଭଲକ୍ଷ୍ମୀ ପକ୍ଷରୁ ୫୦ ହଜାର ମାସ୍କ୍ ପ୍ରସ୍ତୁତି

ଝାରସୁଗୁଡ଼ା : କରୋନା ଭୂତାଣୁ ସଂକ୍ରମଣ ପାଇଁ ଦେଶବ୍ୟାପି ଅନେକ ସର୍ତକତା ଅବଲମ୍ବନ କରାଯାଉଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ଝାରସୁଗୁଡ଼ା ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷା ପାଇଁ ବେଦାନ୍ତ ଲିଃ ରିୟୁଜେବୁଲ୍ ମାସ୍କ୍ ତିଆରି କରୁଛି । କମ୍ପାନୀ ପ୍ରୋତ୍ସାହିତ ଶୁଭଲକ୍ଷ୍ମୀ ସମବାୟ
Read More...

ବିବାହ କରିବାର ଅର୍ଥ କ୍ୟାରିୟର ଶେଷ ନୁହେଁ

ବଲିଉଡର ଜଣେ ଅଭିନେତ୍ରୀ ବିବାହ କରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଗଲା ବୋଲି ଭାବିବା ଠିକ୍ ନୁହେଁ । ପୂର୍ବରୁ ବିବାହ ପରେ ଅନେକ ଅଭିନେତ୍ରୀ ବଲିଉଡକୁ କମ୍ ବ୍ୟାକ୍ କରିଛନ୍ତି, ଏବଂ ସଫଳ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି କାଜୋଲ । ପୁଣି ଥରେ କାଜୋଲ ବଲିଉଡ୍‌ରେ ଜୋରଦାର ଏଣ୍ଟ୍ରି
Read More...

କୋଭିଡ ନମୁନା ରିପୋର୍ଟ ଆସିବାରେ ବିଳମ୍ବ ଚିନ୍ତା ବଢାଉଛି

ସମ୍ୱଲପୁର:କରୋନା ପ୍ରକୋପରେ ସମଗ୍ର ବିଶ୍ବ ଥରହର ହେଉଛି ଓ ସେହି ଅନୁସାରେ ଏଠାରେ ମଧ୍ୟ ସବୁଆଡେ ଭୟ ର ବାତାବରଣ ରହିଛି । ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି ଓ ଏଠାରେ ସମଗ୍ର ପଶ୍ଚିମାଞ୍ଚଳ ପାଇଁ ଭିମସାର ହିଁ ଏକମାତ୍ର ଶାହା ଓ ଭରୋସା ହୋଇଛି । ଟିକିଏ ଶଙ୍କା ହେଲେ ଲୋକେ
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୌଦ୍ଧ ବିଧାୟକଙ୍କ ୩ମାସର ଦରମା ପ୍ରଦାନ

ବୈାଦ୍ଧ:ଆଜି ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ୩ମାସର ଦରମା ୧ଲକ୍ଷ ୫ହଜାର ଟଙ୍କା କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଅମାତ ରାଜ୍ୟସରକାରଙ୍କ ବିଭିନ୍ନ ସହାୟତା ସାଧାରଣଲୋକଙ୍କ ନିକଟରେ ପହଞ୍ଚିପାରିବ
Read More...