Monthly Archives

April 2020

ବିଶ୍ୱକପ ୨୦୨୨ ଆୟୋଜନ ପାଇଁ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା କତ୍ତାର

କତ୍ତାର: କତ୍ତାରରେ ବିଶ୍ୱକପ୍ ଫୁଟବଲ ୨୦୨୨ ଆୟୋଜନ ପାଇଁ ଫିଫାକୁ ଏହି ଦେଶ ଲାଞ୍ଚ ଦେଇଥିଲା ବୋଲି ଗୁରୁତର ଅଭିଯୋଗ ଆସିଥିଲା । ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କତ୍ତାର ଜାତୀୟ ଫୁଟବଲ ସଂଘ ଏବଂ ସରକାର ତାହାକୁ ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି ଯେ, ଦେଶକୁ ବଦନାମ କରିବା
Read More...

ନବଜାତ ଶିଶୁଙ୍କ ନା “କରୋନା, ଲକଡାଉନ ଓ କୋଭିଡ୍‌’

କୋଲକତା: ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ସମୟ ଚାଲିଛି । ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ନବଜାତ ଶିଶୁଙ୍କର ନାମକରଣ ନେଇ ଖୁବ ଚର୍ଚ୍ଚାରେ । ଏହି କରୋନା ଓ ଲକଡାଉନ ସମୟକୁ
Read More...

୩୪୬୫୩ କଳାକାରଙ୍କୁ ଆଗୁଆ ଭତ୍ତା ଦେବେ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪୬୫୩ଜଣ କଳାକାରଙ୍କୁ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହିପରି ୪ ମାସର ପେନସନ୍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ
Read More...

ଚାଷୀଙ୍କ ପାଇଁ କୋହଳ ହେଲା ଲକଡାଉନ

ବୌଦ୍ଧ : କରୋନା ଯୋଗୁଁ ସରକାର ଲକଡାଉନ ଘୋଷଣା କରିବା ପରେ ସବୁଠାରୁ ଅଧିକ କ୍ଷତି ସହୁଥିଲେ ରାଜ୍ୟର ଚାଷୀମାନେ । ନିଜର ଉତ୍ପାଦିତ କୃଷି ସାମଗ୍ରୀର ବିକ୍ରିବଟା, ବଜାର ସୁବିଧା ଓ ପରିବହନ କ୍ଷେତ୍ରରେ ଲକଡାଉନର କଟକଣା ଯୋଗୁଁ ଚାଷୀମାନଙ୍କ ମୁଣ୍ଡରେ ଅଦିନଚଡକ ପଡିଥିଲା । ଚାଷୀମାନଙ୍କ
Read More...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ !

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ବୈଠକରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ କରାଯିବ । ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ
Read More...

କୋଭିଡ୍‌-୧୯ ପରିଚାଳନାର ସ୍ଥିତି ପରଖିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ୱର : ରାଜ୍ୟରେ ମାଡ଼ି ଚାଲିଥିବା କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି । ସେଠାରେ ସେ ଦୁହେଁ କୋଭିଡ୍‌-୧୯ର
Read More...

ସର୍ବ ଧର୍ମ ସମନ୍ୱୟର ଗାଥା ଗାଏ ବାର ଶହ ବର୍ଷର ପ୍ରାଚୀନ ସ୍ଥାପତ୍ୟ

ବୌଦ୍ଧ ସହର ମଧ୍ୟରେ ଜାତୀୟ ରାଜପଥ ନଂ.୫୭ର ପାଶ୍ୱର୍ରେ ରହିଛି ନବମ ଶତାଦ୍ଦୀର ପ୍ରାଚୀନ କିର୍ତ୍ତୀ ଶ୍ରୀ ରାମନାଥ । ଏହା ସୋମବଂଶୀମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦେଇଥାନ୍ତି । ଏକଦା ଶ୍ରୀରାମନାଥ ମନ୍ଦିର ପରିସରରେ ୧୧ଗୋଟି ପ୍ରାଚୀନ ମନ୍ଦିର ରହିଥିଲା । ଏକାଦଶ
Read More...

ଭଦ୍ରକ ବିଧାୟକ ଅନୁଧ୍ୟାନ କଲେ ଲକ୍‌ଡାଉନ୍‌ ସ୍ଥିତି

ଭଦ୍ରକ : ଭଦ୍ରକ ପୌରାଞ୍ଚଳରେ ଆଜି ସଖାଳେ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ଖୋଲା ହେଉଥିବା ମାର୍କେଟ ଗସ୍ତ କରି ସାମାଜିକ ଦୂରତ୍ୱ ଉପରେ ତନଖି କରିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି
Read More...

ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ଗଜପତି ଜିଲ୍ଲା ରାମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ61 ବର୍ଷ ହୋଇଥିଲା ମଙ୍ଗଳବାରେ ଭାରତ ପାଇକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବିଶାଖାପାଟଣା ନିଆଯାଉଥିବା ସମୟରେ ଶ୍ରୀକାକୁଲମ ନିକଟରେ ମୃତ୍ୟୁ ହୋଇଥିଲା।ସ୍ବର୍ଗତ ଭରତ
Read More...

କରୋନା କଥା – 3 : ୱୁହାନ୍ ଲକଡାଉନ ଫର୍ମୁଲା!

ମାରାତ୍ମକ ଚାଇନିଜ୍ ଭାଇରସ୍ କରୋନା ମହାମାରୀ COVID-19 ର ଉତ୍ପତ୍ତି ସହର ଚାଇନାର ୱୁହାନ୍ ବୋଲି ସମସ୍ତେ ଜାଣନ୍ତି ! କରୋନା ପାଇଁ କୁଖ୍ୟାତ ଓ ଚାଇନାର ପ୍ରମୁଖ ସହରମାନଙ୍କ ଭିତରେ ଅନ୍ୟତମ ୱୁହାନ୍ ରେ ଗତ ଏପ୍ରିଲ୍ 8, 2020ରୁ 11 ନିୟୁତ ବାସିନ୍ଦା 76 ଦିନ ପାଇଁ ଘରେ ବନ୍ଦ ରହିବା ପରେ ଗତ
Read More...