୧୩.୨ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ ମହାମାରୀ କରୋନା ପୀଡ଼ିତଙ୍କ ସହାୟତା ପାଇଁ ତାଙ୍କ ଦରମାର ୩୦ ପ୍ରତିଶତ ଅର୍ଥାତ୍ ୧୩.୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ମାର୍ଚ୍ଚ ୨୦୨୦ରୁ ଆସନ୍ତା ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ତାଙ୍କ ଦରମାରୁ ୩୦ ପ୍ରତିଶତ ଲେଖାଏଁ!-->…
Read More...
Read More...