Monthly Archives

April 2020

ସାହାଯ୍ୟ ଅପେକ୍ଷାରେ ପଥରିଆ ପରିବାର

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମରୁଆ ପଂଚାୟତ ପାଢେଲ ଠାରେ ସବୁ ବର୍ଷ ପରି ଶିଳ ଶିଳପୁଆ ଇତ୍ୟାଦି ତିଆରି ଓ ବୁଲି ବୁଲି ବିକିବା ପାଇଁ ନୂଆପଡା କୋମନା ସିଆଲଲତି ଓ ଛତିଶଗଡ ବସ୍ତର ଅଂଚଳର 4ଟି ପରିବାର ର 3ଛୋଟଛୁଆ 5ମହିଳା ସମେତ 14 ଜଣ କରୋନା କଟକଣା ହେତୁ ଅସୁବିଧାରେ ଅଛନ୍ତି I ବେପାର
Read More...

ମହିଳାଙ୍କ ସାହାଯ୍ୟ ରେ ପରିବା ଯୋଗାଣ

ସମ୍ବଲପୁର : କରୋନା କଟକଣା ପାଇଁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ କରି ସକ୍ରିୟତା ଦର୍ଶାଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଜାତଟକା ପନିପରିବା ଯୋଗାଇ ଦିଆ ଯାଉଛି ଓ
Read More...

୨୪ ଘଣ୍ଟାରେ ମଲେଣି ୯ ସନ୍ତ୍ରାସବାଦୀ

ନୂଆଦିଲ୍ଲୀ :ଜମ୍ମୁ-କାଶ୍ମୀରର ସୀମାନ୍ତରେ ୨୪ ଘଣ୍ଟାରେ ୯ ସନ୍ତ୍ରାସବାଦୀ ନିହତ ହେଲେଣି ବୋଲି ଆଜି ଭାରତୀୟ ପଦାତିକ ବାହିନୀ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଏହି ସନ୍ତ୍ରାସବାଦୀମାନେ ଦୁଇଟି ପୃଥକ ପୃଥକ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ଯେଉଁଥିରେକି ସନ୍ତ୍ରାସବାଦୀଙ୍କ
Read More...

କରୋନାରୁ ବଞ୍ଚିବାକୁ ପ୍ରିୟଙ୍କା ଦେଲେ ଏହି ଉପଦେଶ

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କରୋନା ଭାଇରସ୍ ବିରୁଦ୍ଧ ଲଢେଇରେ ଅଧିକରୁ ଅଧିକ ପରୀକ୍ଷଣ ହିଁ ସବୁଠୁ ଭଲ ଉପାୟ ବୋଲି କହିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଅଧିକ ପରୀକ୍ଷଣ କରାଯିବା ଦିଗରେ ତତ୍କାଳ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ,
Read More...

ଲକ୍ ଡାଉନର ପ୍ରଭାବ : ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଜୀବିକା ହରାଇଲେ କଳାକାର, ମାନସିକଧାରୀ ହତାଶ

ବୌଦ୍ଧ : ତୈତ୍ରମାସରେ ବୌଦ୍ଧ ଜିଲ୍ଲାର ଗାଁ ଦାଣ୍ଡ ଦୁଲୁକି ଉଠେ ଦଣ୍ଡନୃତ୍ୟର ଷୋହଳ ଖଣ୍ଡ ବାଦ୍ୟର ତାଳେ ତାଳେ । ବିଭିନ୍ନ ଶୈବପୀଠରୁ ଦଣ୍ଡନୃତ୍ୟଦଳ ବାହାରି ଗାଁ ଗାଁରେ ଶୈବ ଓ ଶାକ୍ତ ମତବାଦର ପ୍ରଚାର ପ୍ରସାର କରିବା ସହ ମନୋରଂଜନର ଖୋରକ ଯୋଗାଇ ଆସୁଥିଲେ । ଏକୋଇଶିଆ ଦଣ୍ଡଦଳମାନେ ମାର୍ଚ୍ଚ
Read More...

ବିଧାୟକଙ୍କ ସହଯୋଗରେ ମାସ୍କ୍ ବଣ୍ଟନ

ପାଟଣାଗଡ଼: ବେଲପଡ଼ା ବ୍ଲକରେ ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟାଙ୍କ, ପୁଲିସ୍‌, ଡାକ୍ତରଖାନା, ବ୍ଲକ, ତହସିଲ ଭଳି ଆଦି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସହଯୋଗରେ ମାସ୍କ୍ ବଣ୍ଟନ କରାଯାଇଛି । ଏଥିରେ ଦୁର୍ଯ୍ୟୋଧାନ କୁମ୍ଭାର, ଗରେଶ
Read More...

ଆଜିର ଦିନରେ ପ୍ରଥମ ଶତକ କରିଥିଲେ ଧୋନି

ନୂଆଦିଲ୍ଲୀ: ୨୦୦୫ ମସିହା ଅପ୍ରେଲ୍ ୫ ତାରିଖ କଥା । ଆଜିର ଦିନରେ ବିଶାଖାପାଟଣାର ୱାଇଏସ୍ ରାଜଶେଖର ରେଡ୍ଡୀ କ୍ରିକେଟ୍ ଷ୍ଟାଡ଼ିୟମରେ ଚାଲିଥାଏ ଭାରତ-ପାକିସ୍ତାନ ଛଅଟିକିଆ ଦିନିକିଆ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍ । ସବୁରି ମହଲରେ ଉତ୍ସବା ଓ ଉଦ୍ଦୀପନା ଧୋନିଙ୍କ ବ୍ୟାଟରୁ କିପରି ଶତକ ଦେଖିବେ
Read More...

ଆଇନଭଙ୍ଗ: ୮ମାମଲାରେ ୨୦ଜଣ ଗିରଫ

ସମ୍ବଲପୁର : କରୋନା କଟକଣା ଆଇନ କୁ ସମ୍ପୂର୍ଣ୍ଣ କଡାକଡି ରୂପେ ପାଳନ କରାଇବା ପାଇଁ ପୁଲିସ କଟିବଦ୍ଧ ରହିଛି । ଗତକାଲି ୨୪ଘଣ୍ଟା ମଧ୍ୟରେ ଏହି ନିୟମ ଭାଙ୍ଗିବା ଅଭିଯୋଗ ରେ ୮ଟି ମାମଲା ରୁଜୁ କରିବା ସହିତ ଏଥିରେ ସାମିଲ ୨୦ ଜଣଙ୍କୁ ଗିରଫ କରିଛି । ଏତେ କଟକଣା ସତ୍ତ୍ୱେ ଅକାରଣେ ବାହାରେ
Read More...

ବିଜୁଲୀଖୁଣ୍ଟରେ ପିଟିହୋଇ ବାଇକ ଆରୋହୀ ମୃତ

ସମ୍ବଲପୁର : କରୋନା କଟକଣା ପାଇଁ ଅଧିକାଂଶ ସଡ଼କ ଖାଲି ରହୁଥିବାରୁ କିଛି ଯୁବକ ଦୃତଗତିରେ ବାଇକ ଚଲାଇ ଦୁର୍ଘଟଣାରେ ପଡୁଛନ୍ତି । ଏପରି ଏକ ଅଭାଵନୀୟ ଘଟଣାରେ ଜଣେ ବାଇକ ଚାଲକ ଘଟଣାସ୍ଥଳରେ ପ୍ରାଣ ହରାଇଛି । ସଦର ପୁଲିସ ଥାନା ଅନ୍ତର୍ଗତ ଧନକୌଡା ପାଖରେ ଜାତୀୟ ରାଜମାର୍ଗ ୫୩ରେ ଏହି ଦୁର୍ଘଟଣା
Read More...

ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ,୬ ଜୁଆଡ଼ି ଗିରଫ

ବାଲିଗୁଡ଼ା: ଲକ୍ ଡାଉନ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସର ମହାସିଙ୍ଗି ଜୁଆ ଆଡ୍ଡାରେ ଚଢ଼ାଉ । ଛ ଜଣ ଜୁଆଡ଼ିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ନଗଦ ୪୧୫୦ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ଗୋଟିଏ ସାଇକେଲ ଓ ଚାରୋଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।
Read More...