ଲକଡାଉନ ବେଳେ ୨ଟି ଅଗ୍ନିକାଣ୍ଡ
ସମ୍ବଲପୁର : ଗତକାଲି ସବୁଆଡେ ଲକଡାଉନ ପାଇଁ ସବୁ କିଛି ବନ୍ଦ ଥିବା ସମୟରେ ଦୁଇଟି ପୃଥକ ପୃଥକ ଅଗ୍ନିକାଣ୍ଡ ଘଟିଥିଲା । ସମ୍ବଲପୁର ନଗରୀୟ ଅଞ୍ଚଳରେ ସ୍ଥାନୀୟ ବିଜୟକଲୋନୀ ଠାରେ କାଲି ସନ୍ଧ୍ୟାରେ ଏକ ତିନି ମହଲା ଘର ବାଲକନୀ ରେ ଅଗ୍ନିକାଣ୍ଡ ଯୋଗୁଁ ସେଠାକାର ଲୋକେ ଛାନିଆ ହୋଇ ଯାଇ ଥିଲେ ।!-->…
Read More...
Read More...