Monthly Archives

September 2020

କନ୍ଧମାଳରେ ପୁଣି ୮୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୮୪୪ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୩୩୭ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ବୌଦ୍ଧ-କୋଭିଡ୍‌ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବୌଦ୍ଧ,୧୩/୯ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ନିଜ ଘର ହରଭଙ୍ଗା ବ୍ଲକ ମାଉଳିସିଙ୍ଗାରେ ହୋମ୍‌ ଆଇସୋଲେସନରେ ଥିବା ଜଣେ ଯୁବକ ଗତ ରାତିରେ ଗୁରୁତର
Read More...

ଚର୍ଚ୍ଚାରେ ଲୋଇସଂହା ବିଧାୟକ ଡ. ମହାଲିଙ୍ଗ

ବଲାଙ୍ଗୀର,୧୩/୯- ବିଧାନସଭା ଅଧିବେଶନକୁ ଆଉ ଅଳ୍ପ ବାକି ଅଛି । ଏହି ଅଧିବେଶନ ପୂର୍ବରୁ ଲୋଇସଂହା ନିର୍ବାଚନ ମଣ୍ଡଳୀର ସାମୂହିକ ସମସ୍ୟା ଯାହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ହେଲେ ଜନସାଧାରଣ ଉପକୃତ ହେବେ,ବୁଦ୍ଧିଜୀବୀଙ୍କ ଠାରୁ ପ୍ରସ୍ତାବ, ପରାମର୍ଶ ଲୋଡିଛନ୍ତି ଲୋଇସଂହା ବିଧାୟକ
Read More...

ବୌଦ୍ଧ- କୋଭିଡ୍‌ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ବୌଦ୍ଧ,୧୩/୯ - ବୌଦ୍ଧ କୋଭିଡ ଡାକ୍ତରଖାନାରେ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇ ନିଜ ଘର ହରଭଙ୍ଗା ବ୍ଲକ ମାଉଳିସିଙ୍ଗାରେ ହୋମ୍‌ ଆଇସୋଲେସନରେ ଥିବା ଜଣେ ଯୁବକ କୌଣସି କାରଣରୁ ଗତ
Read More...

୩ଟି ନଳକୂପ ଅଚଳ : ପାନୀୟ ଜଳ ପାଇଁ ଗାଁ ଲୋକେ ହନ୍ତସନ୍ତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମୁଣ୍ଡୋମହୁଲ ଗାଁରେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗ୍ରାମର ଜନସଂଖ୍ୟା ପ୍ରାୟ ଏକହଜାରରୁ ଅଧିକ ଥିବାବେଳେ ଗ୍ରାମରେ ମାତ୍ର ୪ଟି ନଳକୂପ ଅଛି । କିନ୍ତୁ ଏବେ ତିନୋଟି ନଳକୂପ ଖରାପ ଥିବାରୁ ପାନୀୟ
Read More...

୧୪୧ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୧୪୧ ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ ସ୍ଥିତି ଗମ୍ଭୀର ଆଡକୁ ଗତିକରୁଛି । ଇତି ମଧ୍ୟରେ ଗତକାଲି ୩ ଜଣଙ୍କ କରୋନା ଯୋଗୁଁ ମୃତ୍ୟୁ ସତ୍ତ୍ୱେ ପ୍ରଶାସନିକ ସ୍ତରରେ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୧୬ରେ ଅଟକି ରହିଛି । ଏପର୍ଯ୍ୟନ୍ତ ତାଜା
Read More...

ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷାରେ ସଫଳତା

ପାରଳାଖେମୁଣ୍ଡି : ସଦ୍ୟ ପ୍ରକାଶିତ ଜେଇଇ ମେନ୍ ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ବିଦ୍ୟାଳୟର ୮ ଜଣ ଛାତ୍ର ଛାତ୍ରୀ ଜେଇଇ ଆଡ଼ଭାନ୍ସ ପାଇଁ କୃତକାର୍ଯ୍ୟ ହାସଲ କରିଛନ୍ତି । ଚଳିତ ବର୍ଷ ଜେଇଇ
Read More...

ବୌଦ୍ଧ: ଆଜି ନୂତନ ୬୧ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୩/୯ - ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜିର ୬୧ ଜଣ ନୂତନ ପଜିଟିଭକୁ ମିଶାଇ ଜିଲ୍ଲାରେ ଆଜି ସୁଦ୍ଧା ୧୦୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଆଜି ଯେଉଁ ୬୧ ଜଣ
Read More...

ବିଜେଡି ମହିଳା ପର୍ଯ୍ୟବେକ୍ଷକଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି,୧୩/୯- ଗଜପତି ଜିଲ୍ଲାକୁ ବିଜେଡିର ମହିଳା ପର୍ଯ୍ୟବେକ୍ଷକ ବାସନ୍ତୀ ମହାପାତ୍ର ଗଜପତି ଗସ୍ତ କରିଛନ୍ତି । ଗଜପତିର କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଗୁମ୍ମା ବ୍ଳକ ଗସ୍ତ କରି ସେଠାକାର ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ଆଲୋଚନା କରିଛନ୍ତି ।
Read More...

ମୋଟର କର୍ମଚାରୀ ସଂଘର ସଭାପତି ହେଲେ ନୃସିଂହ ଚରଣ ପଟ୍ଟନାୟକ

ପାରଳାଖେମୁଣ୍ଡି,୧୩/୯- ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘର ନୂତନ ସଭାପତି ଭାବେ ପୂର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ ଚୟନ ହୋଇଛନ୍ତି । ପୂର୍ବତନ ସଭାପତି ପି କ୍ରିଷ୍ଣାଙ୍କ ଦେହାନ୍ତ ପରେ ଏହି ପଦବୀଟି ଖାଲି ପଡିଥିଲା । ଏହି କାର୍ଯ୍ୟକ୍ରମରେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗ
Read More...