Monthly Archives

October 2020

ଭୁଶୁଡ଼ିଲା ସୋଲାର ହ୍ୟାଣ୍ଡ ପମ୍ପ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ତିନିଜଣ ଶିଶୁ

କ.ନୂଆଗାଁ- ଏକ ମାସ ହେବ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ପୁରୁଣା ସାହିରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ଦୈନିକ ଦଶ ହଜାର ଲିଟର ବିଶିଷ୍ଟ ସୌର ହ୍ୟାଣ୍ଡ ପମ୍ପ କାମ ଚାଲିଥିଲା । ଗତକାଲି କାମ ସମ୍ପୂର୍ଣ୍ଣ ହେବାପରେ ଆଜି ଟାଙ୍କିରେ ପାଣି ଭର୍ତ୍ତି କରାଯାଇଥିଲା । ହେଲେ କିଛି ସମୟ
Read More...

୫୩ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ

ବୌଦ୍ଧ,୨୪/୧୦ - ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତ ଡିମିରିପାଲି ଷ୍ଟାର କ୍ଲବ୍ ଆନୁକୁଲ୍ୟରେ ଏବର୍ଷ 53ତମ ଶାରଦୀୟ ଦୁର୍ଗାପୂଜା ଆଜି ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ନବମୀ ପୂଜା ରେ ଚଣ୍ଡୀପାଠ ହୋଇଥିଲା ।କର୍ତ୍ତା-ପୂର୍ଣ୍ଣଚଦ୍ର ବାରିକ ଓପ୍ରଭାତି ବାରିକ ଥିବା ବେଳେ ପୂଜକ-କିରଣ
Read More...

ଜହ୍ନାପଙ୍କ ବସଷ୍ଟାଣ୍ଡରେ ଦୁର୍ଗା ପୂଜା ଆରମ୍ଭ

ଜହ୍ନାପଙ୍କ,୨୪/୧୦;ବୌଦ୍ଧ ବ୍ଳକ ଜହ୍ନ।ପଙ୍କ ବସଷ୍ଟାଣ୍ଡ ରେ ମାରୁତି ଯୁବକ ସଂଘ ଓ ଜହ୍ନ।ପଙ୍କ ଗ୍ରାମବାସୀ ଙ୍କ ସହଯୋଗ ରେ ୨୯ ତମ ସାର୍ବଜନୀନ ଦୁର୍ଗା ପୂଜା ଶନିବାର ପୂର୍ବାହ୍ନରେ ଆରମ୍ଭ ହୋଇଛି।ସ୍ଥାନୀୟ ପୋଖରୀରୁ ଗଙ୍ଗ।ମାତାଙ୍କୁ ଆବାହନ କରି ଢୋଲ,ନିଷ।ଣ,ଶଙ୍ଖ,ମହୁରୀ,ଘଣ୍ଟ ବାଜା ରେ
Read More...

ବୌଦ୍ଧ – ପୁଣି 11 କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୨୪/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି 11 କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିନ୍ହଟ 11 ଜଣ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ 1 ଜଣ,
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଯୁବକ ଗୁରୁତର

ବୌଦ୍ଧ/ବlଉଁଶୁଣି- ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ଶଗଡା - ଜମଟାଙ୍ଗୀ ରାସ୍ତାର ମନୁପାଲି ଗ୍ରାମ ପଂଚାୟତ କୁଆଘରା ନିକଟରେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଶଗଡାରୁ ଗୋଟିଏ ନମ୍ବର୍ ବିହୀନ ଗ୍ଲେମୋର୍ ବାଇକ ଯୋଗେ ଜମଟାଙ୍ଗୀ
Read More...

ଜି. ଏମ. ୟୁନିଭରସିଟିର ପି.ଜି. ପରୀକ୍ଷାରେ ବୌଦ୍ଧର ଶାନ୍ତିଲତା ଟପର୍

ବୌଦ୍ଧ,୨୩/୧୦ - ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସଦ୍ୟ ପ୍ରକାଶିତ ପି.ଜି. ପରୀକ୍ଷାରେ ବୌଦ୍ଧ ଜିଲ୍ଲାର ଶାନ୍ତିଲତା ସାହୁ ପଲିଟିକାଲ ସାଇନ୍ସ ବିଭାଗରେ ଟପର ହୋଇଥିବା ଜଣାପଡିଛି l କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଗ୍ରାମର ଶାନ୍ତିଲତା 71. 80 % ନମ୍ବର୍
Read More...

ଡ୍ରେନ ନାହିଁ କି ଚାନ୍ଦିନୀ ନାହିଁ, ଲୋକେ ପିଉଛନ୍ତି ଦୂଷିତ ପାଣି

ବୌଦ୍ଧ,୨୩/୧୦- କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଂଚାୟତର ସାନ ରୁଣ୍ଡି ମହୁଲ ଗ୍ରାମରେ ଥିବା ନଳକୂପର ଚାନ୍ଦିନୀ ଓ ଡ୍ରେନ ନ ଥିବାରୁ ସବୁବେଳେ ନଳକୂଅ ଚାରି ପାଖରେ ପାଣି ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l ଗାଆଁ ଦାଣ୍ଡରେ କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ନଳକୂପର
Read More...

ଆର୍ଥିକ ସଂକଟରେ ଏମ୍‌ବିବିଏସ୍ ଛାତ୍ର : ୨ବର୍ଷ ପରେ ବି ସ୍କଲାରସିପ୍ ମିଳିନି

ଆଠମଲ୍ଲିକ: ପଢିବାର ଇଚ୍ଛା ଥିଲେ ମଧ୍ୟ ବହୁ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଏବଂ ସରକାରୀ ସହାୟତା ନମିଳିବା କାରଣରୁ ପଢା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଠ ପଢିବା ଜାରି ରଖିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡୁଛି । ଏଭଳି ଜଣେ ଛାତ୍ର ହେଉଛନ୍ତି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ
Read More...

ଜାଲ୍ ନମ୍ବର୍ ବୋଲେରୋ ଧକ୍କାରେ ବାଇକ ଆରୋହୀ ଆହତ

ବୌଦ୍ଧ/ବାଉଁଶୁଣି - ଆଜି ଦିନ ପ୍ରାୟ ଘ 11. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ଗୁଦୁଗୁଦା ନିକଟରେ ଜାଲ୍ ନମ୍ବର୍ ଥିବା ଗୋଟିଏ ବଲେରୋ ଧକ୍କାରେ ଜଣେ ବାଇକ ଆରୋହୀ ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସୋନପୁରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଓଡି 27 3888 ବଲେରୋ
Read More...

ସୁବର୍ଣ୍ଣପୁରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ସୋନପୁର : କୋଭିଡ଼ କଟକଣାକୁ ପାଳନ କରି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଶାରଦୀୟ ଦୁର୍ଗାପୂଜା ଆନୁଷ୍ଠିତ ହେଉଛି । ସହରର ବ୍ଲକଛକ, ଘୋଡ଼ାଘାଟପଡା, ଗଡ଼ଭିତର ଦୁର୍ଗା ମନ୍ଦିର, ଟିକିରିପଡା,ବଡ଼ବଜାର ଗୁଣ୍ଡିଚା ମନ୍ଦିର, ତରିଆପଡା,ଅନନ୍ତ ରାମ ନନ୍ଦ ଛକ ,ଦୁର୍ଗା ମଣ୍ଡପ ଓ ଥନାପତିପଡା ରେ ନବରାତ୍ର
Read More...