ଟେଲି ନିର୍ଦ୍ଦେଶକ ଏବେ ପରିବା ବିକାଳି
ମୁମ୍ବାଇ: ଏହି ଶିରୋନାମା ଦେଖି ଅନେକ ପାଠକ ଆଶ୍ଚର୍ଯ୍ୟ ହୋଇପାରନ୍ତି; କିନ୍ତୁ ଏହା ନିରାଟ ସତ୍ୟ । କରୋନା ପରିସ୍ଥିତି ବହୁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ଯେଉଁମାନେ କି ହଜାର ହଜାର , ଲକ୍ଷ ଲକ୍ଷ ଟଙ୍କା!-->…
Read More...
Read More...