Yearly Archives

2020

ବୌଦ୍ଧରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ବୌଦ୍ଧ,୨୭/୧୧: କୋଭିଡ କଟକଣା ମଧ୍ୟରେ ବୌଦ୍ଧରେ ଶ୍ରୀଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଗତକାଲି ରାତିରୁ ସମସ୍ତ ବିଧିବ୍ୟବସ୍ଥା କରାଯାଇଥିଲା । ଆଜି ପ୍ରାତଃ ସମୟରୁ ତିନିଠାକୁର ଶ୍ରୀବଳଭଦ୍ର, ମା ସୁଭଦ୍ରା, ବଡଠାକୁର
Read More...

ଗଜପତି ଜିଲ୍ଲାରେ ପ୍ରଥମ, ଶିକ୍ଷକଙ୍କୁ ମିଳିଲା ଆଗୁଆ ପେନସନ

ପାରଳାଖେମୁଣ୍ଡି,୨୭/୧୧- ଚଳିତମାସ ୩୦ ତାରିଖରେ ମହାରାଜାଙ୍କ ବାଳକ ଉଚ୍ଚ଼ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମନାଥ ପଣ୍ଡା ଅବସର ଗ୍ରହଣ କରିବେ । ଅବସର ପୂର୍ବରୁ ଉକ୍ତ ଶିକ୍ଷକଙ୍କୁ ଫାଇନାଲ ପେନସନ ପତ୍ର କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଫାଇନାଲ
Read More...

ବନ ବିଭାଗ ପକ୍ଷରୁ ବେଆଇନ କରତକଳ ଉପରେ କାର୍ଯ୍ୟାନୁଷ୍ଠାନ ଚଢ଼ାଉରେ କରତକଳ ସହିତ ଲକ୍ଷାଧିକ ଟଙ୍କାର କାଠ ଜବତ

ସମ୍ବଲପୁର,୨୭/୧୧- ନଗର ମଝିରେ ବେଆଇନ କରତକଳ ଗୁଡିକ ଚାଲୁ ରହିଛି ଓ ସେମାନଙ୍କ ଉପରେ ବାରମ୍ବାର ଚଢ଼ାଉ ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଉନାହିଁ । ଏପରିକି ଗତ ଡିସେମ୍ବର ମାସରୁ ଏପର୍ଯ୍ୟନ୍ତ ସ୍ଥାନୀୟ ଫାର୍ମରୋଡ଼, ଚେରୁଆପଡା ଓ କମଲିବଜାର
Read More...

ଉଜୁଡି ଯାଉଛି ଗ୍ରାମ୍ୟ ଜଙ୍ଗଲ, ବନ ସୁରକ୍ଷା ପାଇଁ ଦାବି !

ବୌଦ୍ଧ,୨୭/୧୧ - ବୌଦ୍ଧବ୍ଲକ୍‌ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଗ୍ରାମ ଜଙ୍ଗଲ ଦିନକୁଦିନ କ୍ଷୟ ହେଉଥିବା ବେଳେ ବନ ବିଭାଗ ନିଦାବିଷ୍ଣୁ ପାଲଟିଛି । ପ୍ରାୟ ୩୦ ବର୍ଷ ହେଲା ଗ୍ରାମବାସୀ ଉକ୍ତ ଜଙ୍ଗଲକୁ ସୁରକ୍ଷା ଦେଇଥିଲେ । ବହୁ ମୂଲ୍ୟବାନ୍‌ ଗଛ ଯଥା ଶାଳ,
Read More...

୪ ବର୍ଷ ପରେବି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ବି.ଏସ.ଏନ. ଏଲ. ଟାୱାର

ବୌଦ୍ଧ,୨୭/୧୧ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ଗ୍ରାମ ଠାରେ ଚାରିବର୍ଷ ହେଲା ଉପାନ୍ତ ଅଞ୍ଚଳରେ ସଞ୍ଚାର ବ୍ୟବସ୍ଥା ଯୋଗାଇ ଦେବାପାଇଁ ଗୋଟିଏ ବି.ଏସ.ଏନ.ଏଲ. ଟାୱାର ସ୍ଥାପନ କରାଯାଇଥିଲା । ଇତିମଧ୍ୟରେ ୪ବର୍ଷ ବିତି ଯାଇଥିଲେ ମଧ୍ୟ ଉକ୍ତ ଟାୱାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ
Read More...

ଜବରଦଖଲରେ ଯାତ୍ରୀ ବିଶ୍ରାମଗାର

ବୌଦ୍ଧ/ଜହ୍ନାପଙ୍କ,୨୬/୧୧ - ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା
Read More...

ଯାତ୍ରୀ ବିଶ୍ରାମାଗାର ପୁନଃରୁଦ୍ଧାର ଦାବି

ବୌଦ୍ଧ/ଜହ୍ନାପଙ୍କ ,୨୬/୨୧- ବୌଦ୍ଧ ବଲାଙ୍ଗିର ଜାତୀୟ ରାଜପଥ 57 ର ସାହାଜପାଲ ରାସ୍ତା କଡରେ ଥିବା ଯାତ୍ରୀ ବିଶ୍ରାମଗାର ଜବରଦଖଲ ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2018 ମସିହାରେ ପଞ୍ଚାୟତ ପକ୍ଷରୁ ଏଠାରେ ଦୀର୍ଘ 10 ବର୍ଷ ତଳେ ନିର୍ମାଣ କରାଯାଇଥିବା
Read More...

ବିଡ଼ିଓଙ୍କ ବଦଳି ଦାବିରେ ୨୩ଦିନରେ ପହଞ୍ଚିଲା ଜନପ୍ରତିନିଧିଙ୍କ ଧାରଣା ପ୍ରଶାସନର ନିଘା ନାହିଁ କାର୍ଯ୍ୟାଳୟର ମୁଖ୍ୟ…

ବାଲିଗୁଡ଼ା,୨୬/୧୧ : ଯୋର୍‌ ଧରିଲା ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀ । ବିଡ଼ିଓଙ୍କ ବଦଳି ଦାବିରେ ଗତ ୩ ତାରିଖରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜନ ପ୍ରତିନିଧି । ଆଜକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ଦ୍‌ର ପ୍ରଭାବ, ଜୀବନଯାତ୍ରା ଠପ୍‌

ସୋନପୁର,୨୬/୧୧- କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନରେ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଅନୁଭୂତ ହୋଇଛି । ଏଥିପାଇଁ ସମସ୍ତ ଗାଡିମୋଟର ଚଳାଚଳ ,ଦୋକାନ ବଜାର, ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ,ସମସ୍ତ ବ୍ୟାଙ୍କ, ପୋଷ୍ଟ୍‌ ଅଫିସ
Read More...

ସମ୍ବଲପୁର ଜିଲ୍ଲାରେ ଆଜି ନୂଆ ୧୫ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଗତ କିଛି ଦିନ ହେଲା ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ କ୍ରମଶଃ ପଶମିତ ହେବା ଦେଖାଯାଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଏହି ଜିଲ୍ଲାରେ ମୋଟ ୧୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ
Read More...