Yearly Archives

2020

ବାଲେଶ୍ଵରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଁଚିଛି। ଆକ୍ରାନ୍ତ ବ୍ୟକ୍ତି ଜଣକ ବାଲେଶ୍ଵର ଜିଲାର ଏବଂ ସେ କଲିକତା ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚୀତ କରାଯାଇଛି।
Read More...

ଚାଷୀ ମୁଣ୍ଡରେ ଚଡକ : ଉଚିତ୍ ମୂଲ୍ୟ ପାଉନି, କେମିତି ସୁଝିବ ଋଣ

ଫୁଲବାଣୀ:ରାଜ୍ୟରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ଏହି ସଂକ୍ରମଣରୁ ବଂଚିବ କେମିତି ବଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଲକଡାଉନ ଭଳି ସମସ୍ୟା ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ବନ୍ଦ ଫଳରେ ଚାଷୀ ନିଜ ଚାଷରୁ ହୋଉଥିବା ଅମଳ କିଭଳି ବଜାରକୁ ଆସିବ
Read More...

ଅନ୍ୟମାନଙ୍କ ପାଇଁ ସୃଷ୍ଟିକଲେ ଉଦାହରଣ : କରୋନା ପାଇଁ ନିଜସାହି ସାନିଟାଇଜ କଲେ ଏମସିସିର ସଦସ୍ୟ

ଢେଙ୍କାନାଳ: ମହାମାରୀ କରୋନା ଜୀବାଣୁ କେତେବେଳେ କେଉଁଆଡେ ଯାଉଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି । କେନ୍ଦ୍ରସରକାର ଓ ରାଜ୍ୟ ସରକାର କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଢେଙ୍କାନାଳ ମଧ୍ୟ ଏହି ଲକ୍ଡାଉନରେ ରହିଛି । ଏହି ସହରକୁ ମହାମାରୀ କରୋନାରୁ
Read More...

ଯାଜପୁରରେ ପୁଣି ୧୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଓଡିଶାରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିଚାଲିଛି । ଯାଜପୁର ଜିଲ୍ଲା ବର୍ତ୍ତମାନ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହି ଜିଲ୍ଲାରୁ ଆଜି ଆଉ ୧୭ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସକାଳେ ୩ଜଣ ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି
Read More...

ସୁପ୍ରିମ୍‌କୋର୍ଟରୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍‌, ତିଆରି ହେବ ନୂଆ ସଂସଦ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ସୁପ୍ରିମ୍‌କୋର୍ଟରୁ ସବୁଜ ସଂକେତ ମିଳିଛି । ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଇବା ପାଇଁ ମାମଲା ଦାଏର ହୋଇଥିଲା । ତେବେ କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି । ଏହି ପ୍ରକଳ୍ପ ଅଧିନରେ ଦେଶର ନୂଆ ସଂସଦ ଭବନ,
Read More...

କରୋନା ପ୍ରକୋପକୁ ନେଇ ବଢ଼ୁଛି କେନ୍ଦ୍ରର ଚିନ୍ତା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟଙ୍କର ଭାବେ ବଢ଼ି ଚାଲିଥିଲା ବେଳେ ଭାରତରେ ମଧ୍ୟ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୯୩ ହଜାର ୮୮୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୭ ହଜାର ୬୩୮କୁ ବୃଦ୍ଧି
Read More...

ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ

ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ଏଫସିଆଇ ନିକଟସ୍ଥ ଚିତ୍ରକୁଟ ସାହିରେ ଗତ ବିଳମ୍ବିତ ରାତ୍ରରେ ଫୁଲବାଣୀର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡିକୁ ଗୁଳିମାଡ ହୋଇଥିବା ଜାଣି ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ।ପୁର୍ବ ଶତୃତା କିମ୍ବା
Read More...

ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି

କ.ନୂଆଗାଁ : ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି କ.ନୂଆଗାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍‌ର ଦେଶ କରୋନା ବିରୁଦ୍ଧରେ ଲଢେଇ ପାଇଁ ଏକଜୁଟ ହୋଇଛନ୍ତି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ କରୋନା ବିରୁଦ୍ଧରେ
Read More...

ତମିଆଁ-ମୁନ୍ଦଲସର ବ୍ରିଜ ଭୁଶିଡିବା ଘଟଣା : ତଦନ୍ତ କଲେ ଦୁଇ ଅଧିକାରୀ

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ-ମୁନ୍ଦଲସର ସୁକତେଲ ବ୍ରିଜ ବୁଧବାର ମରାମତି ବେଳେ ଭାଙ୍ଗି ପଡିଥିଲା । ବ୍ରିଜ ତଳେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତିରେ ହୋଇଛନ୍ତି । ଏହି ବ୍ରିଜ୍ ଭୁଶୁଡି ପଡିବାରୁ ଆଜି
Read More...