କୋଭିଡ ୧୯ ସଂକ୍ରମଣ ରୋକିବା ନିମନ୍ତେ ସେଲ ଆରଏସପିର ଇସ୍ପାତ ସହରାଞ୍ଚଳରେ ବ୍ୟାପକ ବିଶୋଧନ ଅଭିଯାନ ଜାରି
ରାଉରକେଲା :ବୈଶ୍ଵିକ ମହାମାରୀ କୋଭିଡ ୧୯ ସୃଷ୍ଟି କରିଥିବା ବୃହତ ଆହ୍ଵାନ ଦୃଷ୍ଟିରୁ ସେଲ ରାଉରକେଲା ଇସ୍ପାତ କାରଖାନା ଏହି ଭୟାବହ ରୋଗ ସଂକ୍ରମଣର ପ୍ରତିରୋଧ ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି । କାରଖାନାର ସହର ଇଞ୍ଜିନିୟରିଂ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...