Yearly Archives

2020

ମାସ୍କ୍ ବାଣ୍ଟିବା ସହିତ ସଚେତନତା କଲେ ଅନନ୍ୟା ବାଳିକା ସଙ୍ଘ

ଫୁଲବାଣୀ : ସମ୍ପ୍ରତି କରୋନା ମହାମାରୀର ମୁକାବିଲା କରିବା ପାଇଁ ଏକମାତ୍ର ନିଜେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରିବା । ଏହି ପରିପ୍ରେକ୍ଷୀରେ ନିଜ ଅଂଚଳରେ ସଚେତନତାର ବାର୍ତା ବାଂଟିବା ପାଇଁ ଆଗେଇ ଆସିଛି କ.ନୂଆଗାଁ ବ୍ଲକ୍‌ର ଅନନ୍ୟା ବାଳିକା ମହାସଂଘ । ମହାସଂଘର ସଦସ୍ୟା ମାନେ
Read More...

ରାସନ ବଣ୍ଟନ, ସାମାଜିକ ଦୂରତା ପାଳନର ସମୀକ୍ଷା କଲେ ଜିଲ୍ଲାପାଳ

ଭଦ୍ରକ : ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଆଜି ତିହିଡ଼ି ବ୍ଳକ ଗସ୍ତ କରି କୋବିଡ଼ ୧୯ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଯୋଜନାର ସଫଳ ରୂପାୟନର ସମୀକ୍ଷା କରିଛନ୍ତି । ସରକାର ହିତାଧିକାରୀଙ୍କୁ ଦେଇଥିବା ୩ ମାସର ରାସନ ସାମଗ୍ରୀ ଲୋକଙ୍କ ପାଖରେ ଠିକ୍ ଭାବେ
Read More...

ବୌଦ୍ଧ ଜିଲ୍ଲା : ସବୁଠି ଚାଲିଛି ମାକଡ଼ ବିହା, ବନ ବିଭାଗର ସାଧନ ଅଭାବ

ବୌଦ୍ଧ: ବୌଦ୍ଧଜିଲ୍ଲାର ସବୁ ଜଙ୍ଗଲରେ ଲାଗିଛି ନିଆଁ । ଧୂଆଁ ଆଚ୍ଛାଦିତ ହୋଇଯାଉଛି ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ । ବୈଶାଖ ମାସର ଖରାତାତି ସାଙ୍ଗକୁ ଜଙ୍ଗଲରେ ଲାଗିଥିବା ନିଆଁର ଉତ୍ତାପରେ ଅସହ୍ୟ ହୋଇପଡୁଛି ଜନଜୀବନ । ପୋଡିଯାଇ ନଷ୍ଟ ହୋଇଯାଉଛି ଅନେକ ବୃକ୍ଷଲତା, ଅସହାୟ ବନ୍ୟପ୍ରାଣୀ ।
Read More...

ମାସ୍କ୍ ପିନ୍ଧିବାକୁ ମନା କରିବାରୁ ବାପା କଲେ ଏଭଳି ଜଘନ୍ୟ କାଣ୍ଡ

କୋଲକାତା: ସାରା ବିଶ୍ୱ କରୋନା ପାଇଁ ଥରହର । ଏହି ସମୟରେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶକୁ ମଇ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ରେ ରଖାଯାଇଛି । ଏହି ଲକ୍‌ଡାଉନ୍ ସମୟରେ ଯେଉଁମାନେ ବି ଅତି ଆବଶ୍ୟକ କାର୍ଯ୍ୟ ପାଇଁ ବାହାରକୁ
Read More...

ପୌରପରିଷଦ ପକ୍ଷରୁ street vendors ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଗଜପତି ଜିଲ୍ଲା ପାରଳା ପୌରପରିଷଦ ପକ୍ଷରୁ ପଞ୍ଜିକୃତ ହୋଇଥିବା street vendors ମାନଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୌରପରିଷଦ ପକ୍ଷରୁ 3000ଟଙ୍କାର ସହାୟତା ରାଶି ଜିଲ୍ଲା ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିଛନ୍ତି।
Read More...

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ : ଆଜି ସକାଳେ ବୌଦ୍ଧ ଥାନା କାସଲପୁରଗ୍ରାମ ନିକଟରୁ ଏକ ଅର୍ଦ୍ଧଦଗ୍ଧ ଶବ ବୌଦ୍ଧ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । କୌଣସି ବ୍ୟକ୍ତି ହତ୍ୟା କଲାପରେ ଶବକୁ ପୋଡି ଦେଇଥିବା ସନ୍ଦେହ କରାଯାଉଛି । ମିଳିଥିବା ତଥ୍ୟ ଅନୁଯାୟୀ ମୃତକ ହେଉଛନ୍ତି, କାସଲପୁର ଗ୍ରାମର ଶଙ୍କର ଗୁରୁଙ୍କ ପୁତ୍ର
Read More...

ମାନବ ସୁରକ୍ଷା ଅଧିକାର ସଙ୍ଗଠନ ଅନୁଗୋଳ ଏବଂ ବିଶ୍ୱ ଯୁବକେନ୍ଦ୍ର ତରଫରୁ ସଚେତନା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ

ରାଜକିଶୋରନଗର:ମାନବ ସୁରକ୍ଷା ଅଧିକାର ସଙ୍ଗଠନ ଅନୁଗୋଳ ଏବଂ ବିଶ୍ୱ ଯୁବକେନ୍ଦ୍ର ବଣିନାଳୀ ମିଳିତ ସହଯୋଗରେ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ୧୬ ଓ ୧୮ ତାରିଖ ଦୁଇଟି ପର୍ଯ୍ୟାୟରେ କିଶୋରନଗର ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ବଇଣ୍ଡା ଓ ଧଉରପାଳରେ ସାମଜସେବୀ ଅର୍ଜୁନ ସାହୁଙ୍କ ସଚେନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ

ରାଜକିଶୋରନଗର,:କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପୁଲିସ୍ ଫାଣ୍ଡି, ଷ୍ଟେଟ୍‌ବ୍ୟାଙ୍କ, ବଜାର ଓ ଧଡରପାଳ ଗ୍ରାମରେ ସମାଜ ସେବୀ ଅର୍ଜୁନ ସାହୁ ଲୋକ ମାନଙ୍କୁ ଫେସ୍ ମାସ୍କ, ସାବୁନ୍‌, ଗୋବ୍ଲସ ଓ ସାନିଟାଇଜର ପ୍ରଭୃତି ବଣ୍ଟନ କରିବା ସହିତ କରୋନା ଭୁତାଣୁ
Read More...

ସଂକଳ୍ପ ଫାଉଣ୍ଡେସନ୍ ର ସ୍ବାଗତଯୋଗ୍ୟ ପଦକ୍ଷେପ :ପ୍ରତିଦିନ ଶହଶହ ଅସହାୟ ଙ୍କୁ ଯୋଗାଉଛନ୍ତି ରନ୍ଧାଖାଦ୍ୟ

ବାଲିଗୁଡ଼ା: ସଂକଳ୍ପ ଫାଉଣ୍ଡେସନ୍ ର ସ୍ବାଗତଯୋଗ୍ୟ ପଦକ୍ଷେପ । ଗତ ୧୦ ତାରିଖରୁ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ଅଞ୍ଚଳର ଶହଶହ ଅସହାୟ ଗରିବ ଲୋକଙ୍କ ସମେତ ଜୀବଜନ୍ତୁଙ୍କୁ ମଧ୍ୟ ଯୋଗାଉଛନ୍ତି ରନ୍ଧାଖାଦ୍ୟ । ଗୋଟିଏପଟେ ମହାମାରୀ କୋରନା ଯୋଗୁଁ ସାରାଦେଶରେ ଜାରି ହୋଇଛି ଲକ୍ ଡାଉନ୍ ।
Read More...

ମହାରାଜାଙ୍କ ବାଳକ ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ

କୋରନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଷକେତୁ ଦାସ,ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ 69,400 ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର
Read More...