Yearly Archives

2020

ଚୀନରୁ ଆସିଲା ୬ଲକ୍ଷ ଟେଷ୍ଟକିଟ୍‌

ନୂଆଦିଲ୍ଲୀ: ଭାରତର ଅନୁରୋଧ କ୍ରମେ ଚୀନ ସରକାର ୬ଲକ୍ଷରୁ ଅଧିକ ଟେଷ୍ଟକିଟ୍ ପଠାଇଛି । ଆଜି ଏହି କିଟ୍ ଭାରତରେ ପହଞ୍ଚିଛି । ଏହାଛଡା ୧ଲକ୍ଷ ଆର୍‌ଏନ୍‌ଏ କିଟ୍ ମଧ୍ୟ ଆସିଛି । ଦେଶରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା
Read More...

୧୦୮ ଦେଶକୁ ମେଡିସିନ ପଠାଇଲା ଭାରତ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ ଲାଗି ରହିଥିବା କରୋନା ଭାଇରସ ସଂକ୍ରମଣର ମୁକାବିଲା ପାଇଁ ଭାରତ ବର୍ତ୍ତମାନ ପ୍ରାଣକର୍ତ୍ତା ସାଜିଛି । ସଂକ୍ରମଣର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା କ୍ଲୋରୋକୁଇନ୍ ଓ ପାରାସିଟାମଲ ବଟିକା ବହୁ ପରିମାଣରେ ଭାରତ ବିଭିନ୍ନ ଦେଶକୁ ପଠାଉଛି । ବର୍ତ୍ତମାନ ସୁଦ୍ଧା
Read More...

ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଘଟଣା ଅତି ନିନ୍ଦନୀୟ: ସଲମନ୍‌

ମୁମ୍ବାଇ: ସାରା ବିଶ୍ୱ ଏବେ ମହାମାରୀ କରୋନାରେ ଆକ୍ରାନ୍ତ । ଏହି ମହାମାରୀ କରୋନାକୁ ହଟାଇବା ପାଇଁ ଏକମାତ୍ର ମୂଳ ଅସ୍ତ୍ର ହେଉଛି ଲକ୍‌ଡାଉନ୍ । ଏହି ଲକ୍‌ଡାଉନ୍ ସମୟରେ ସରକାରଙ୍କ ଦ୍ୱାରା ଜାରି ନିୟମକୁ ଉଲ୍ଲଙ୍ଘନ କରିବା, ବାହାରେ ବିନା କାରଣରେ ଭ୍ରମଣ କରିବା, ଡାକ୍ତରଖାନାମାନଙ୍କରେ
Read More...

ନାଟକ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

ବୈାଦ୍ଧ,:ଆଜି ବୌଦ୍ଧର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଙ୍ଗାଧର ମେହେର ବୁଟୁପାଲି ତରଫରୁ କରୋନାକୁ ନେଇ ନାଟକ ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରରେ ଚାଲିଥିବା ଅସ୍ଥାୟୀ ବଜାର ଛାପାଖାନା ପଡିଆ ଓ ବସଷ୍ଟାଣ୍ଡ ଠାରେ ଏହି ନାଟକ ପରିବେଷଣ କରାଯାଇଥିଲା । ପ୍ରଦର୍ଶିତ
Read More...

କେନ୍ଦୁଝର, ବାଲେଶ୍ୱର ଓ ବାରିପଦା କୋଭିଡ୍ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ: ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି…

ଭୁବନେଶ୍ୱର : ରେକର୍ଡ଼ ସମୟ ମଧ୍ୟରେ ତିନି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବାରୁ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଏହି ତିନି ହସ୍ପିଟାଲ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲା ପ୍ରଶାସନ ଓ
Read More...

ପୃଥକ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ବୁଧବାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁଣ୍ଡିଆ ଥାନାର କୁଣ୍ଡେଇ ଡିହା ଅଞ୍ଚଳରେ ଏକ ମୋଟର
Read More...

ବାରିପଦା କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ

ବାରିପଦା:୫-ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୁରୁବାର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବାରିପଦା ସ୍ଥିତ କୋଭିଡ ହସ୍ପିଟାଲର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।
Read More...

କରୋନା ମୁକାବିଲା ପାଇଁ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଶେଷ, ଅଧିକ ଲୋକବଳ ଓ ଚିକିତ୍ସା ସୁବିଧା ବଢ଼ାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କରୋନା ମୁକାବିଲା ନେଇ ଏହି ମନ୍ତ୍ରୀସ୍ତରୀୟ ବୈଠକ ଶେଷ ହେବା ପରେ ବୈଠକ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଅଧିକ କରୋନା
Read More...

୧୯ରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁର କୋଭିଡ୍ ହସ୍ପିଟାଲ

ସମ୍ବଲପୁର : ଏଠାକାର ଜିଲ୍ଲା ସଦର ହସ୍ପିଟାଲକୁ ଏକ କୋଭିଡ୍ ହସ୍ପିଟାଲ୍ ରୂପେ ପରିବର୍ତ୍ତନ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଦାଏର ମାମଲାର ଗତକାଲି ପ୍ରଥମ ଶୁଣାଣି ହୋଇଥିଲା । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା ଓ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ
Read More...

ହାତୀପାଲି ଗ୍ରାମରେ ପାନୀୟଜଳ ପ୍ରକଳ୍ପ ଅଚଳ

ବୈାଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ଗ୍ରାମପଞ୍ଚାୟତରେ ହାତୀପାଲି ଗ୍ରାମରେ ୨୦୧୮ମସିହାରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓ ଜାତୀୟ ଗ୍ରାମୀଣ ପାନୀୟଜଳ କାର୍ଯ୍ୟକ୍ରମ ଜରିଆରେ ଆଉ ଏକ ପ୍ରକଳ୍ପ ନିର୍ମାଣ ହୋଇଥିଲା । ସୌରରଶ୍ମି ଚାଳିତ ଏହି ପ୍ରକଳ୍ପକୁ ଭିଟେକ ଇଞ୍ଜିନିୟର୍ସ
Read More...