Yearly Archives

2020

ଯୁବ କ୍ରିକେଟରଙ୍କୁ ଭଲ ଗୁରୁ ଆବଶ୍ୟକ: ରାଇନା

ନୂଆଦିଲ୍ଲୀ: ଭାରତରେ ବହୁ ପ୍ରତିଭା ସଂପନ୍ନ ଯୁବ କ୍ରିକେଟର ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣ ଏବେବି ଜାତୀୟ ଦଳ ପାଇଁ ଖେଳୁଛନ୍ତି । ସେମାନଙ୍କୁ ଭଲ ଗୁରୁ ଓ ଉପଯୁକ୍ତ ଦିଗଦର୍ଶନ ମିଳିଲେ ସେମାନେ ଜଣେ ଜଣେ ନିର୍ଭରଯୋଗ୍ୟ ଓ ମହାନ କ୍ରିକେଟର ଭାବେ ଉଭା ହୋଇପାରିବେ ବୋଲି କ୍ରିକେଟର
Read More...

ଖର୍ଚ୍ଚ ହେଲାଣି ୧୫ ଲକ୍ଷ, ତଥାପି ଜହ୍ନାପଙ୍କ ଗ୍ରାମବାସୀ ତୃଷାର୍ତ୍ତ

ଜହ୍ନାପଙ୍କ : ଗ୍ରାମାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ପାନୀୟ ଜଳ ପ୍ରକଳ୍ପ କାଗଜକଲମରେ ଠିକ୍‌ଠାକ୍ ଚାଲିଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଥବବା ସାଧାରଣରେ
Read More...

କରୋନା ରିପୋର୍ଟ ଆସିବାରେ ବିଳମ୍ବ ଚିନ୍ତା ବଢ଼ାଉଛି

ସମ୍ବଲପୁର : ଭିମ୍‌ସାର ଠାରେ କୋଭିଡ୍ ଟେଷ୍ଟିଂ କେନ୍ଦ୍ର ଖୋଲିବା ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ପଷ୍ଟୀକରଣ ପରେ ଦୂର ହୋଇଛି; କିନ୍ତୁ ଏଠାରେ ଏହା କାର୍ଯ୍ୟକାରୀ ନହେବା ଯାଏଁ ଲୋକେ ଆଶ୍ୱସ୍ତ ହୋଇପାରୁ ନାହାଁନ୍ତି । ଗତ ମଙ୍ଗଳବାର ଦିନ ମଧ୍ୟ
Read More...

ସପ୍ତାହେ ବିଳମ୍ବରେ ଓଡ଼ିଶାକୁ ଆସିବ ମୌସୁମୀ ! : ପାନୀୟ ଜଳ ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ଜାରିକଲେ ଟୋଲ୍ ଫ୍ରି…

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ମୌସୁମୀ ଆସିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନର ଡିରେକ୍ଟର ଜେନେରାଲ୍ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାଭାବିକ ଭାବେ ଓଡ଼ିଶାକୁ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ପହଞ୍ଚିଥାଏ । କିନ୍ତୁ ଚଳିତ
Read More...

ଲକଡାଉନରେ ବାପା ହରାଇଲେ ଜୀବିକା : ଆର୍ଥିକ ଅନାଟନ ଯୋଗୁଁ ହୋଇପାରୁନି ପୁଅର ଚିକିତ୍ସା

ବୌଦ୍ଧ/ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାଙ୍କପାଳ ଗ୍ରାମର ସୁମନ୍ତ ଗାଇଗୌରିଆ ବୃତ୍ତିରେ ଇଲେକ୍ଟ୍ରିକାଲ ମେକାନିକ୍ । ଛୋଟ ଏକ ଦୋକାନ ଦେଇ ନିଜର ହସଖୁସିର ସଂସାର ଚଳାଇ ଆସୁଥିଲେ । ତାଙ୍କ ପରିବାରକୁ ହଠାତ୍ ଦୁଃଖ ମାଡି ଆସିଲା । ନିଜର ୫ ବର୍ଷର ପୁଅ ଅଭିଷେକ
Read More...

କରୋନା ତ ପଛେ, ଆଗ ଶୋଷରେ ଲୋକେ ମରିଯିବେ !

ସମ୍ବଲପୁର :ଜନସାଧାରଣ ଙ୍କ ମନରେ କରୋନା ଆତଙ୍କ ଘର କରିଗଲାଣି ଓ ସେ ବିଷୟରେ ସଚେତନତା ର ଆଉ ବିଶେଷ ଦରକାର ପଡି ନ ପାରେ କିନ୍ତୁ ସେମାନଙ୍କ ପାଇଁ ଅନ୍ୟ ଅସୁବିଧା ମୁଣ୍ଡବ୍ଯଥାର କାରଣ ହେଲାଣି । କିଛି ଜଳକ୍ଲିଷ୍ଟ ଅଞ୍ଚଳରେ ପିଇବା ପାଣି ର ଘୋର ଅଭାବ ଦେଖା ଦେଇଛି ଓ ସେଠାରେ ପ୍ରଶାସନ ପାଣି
Read More...

ଲକଡାଉନ-୨କୁ ନେଇ ଗାଇଡଲାଇନ ଜାରି : କ’ଣ ରହିବ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ଏହା ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକଡାଉନ ୨.୦କୁ ନେଇ ଆଜି ଗୃହମନ୍ତ୍ରଣାଳୟ କିଛି ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Read More...

ରାଜଧାନୀରେ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ରଣନୀତି : ୬ ବରିଷ୍ଠ ଆଇଏଏସ୍‌ଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରରେ ଏହା ସବୁଠାରୁ ଅଧିକ ସଙ୍ଗୀନ୍ ସ୍ଥିତିରେ ପହଞ୍ଚିଛି । ଏଥିପାଇଁ ରାଜ୍ୟ ସରକାର ରାଜଧାନୀରେ ସଂକ୍ରମଣ ରେକିବାକୁ ଛଅଜଣ ବରିଷ୍ଠ ପ୍ରଶାସକ
Read More...

ଉଦ୍‌ଘାଟିତ ହେଲା କନ୍ଧମାଳ ଜିଲ୍ଲାରେ କୋଭିଡ୍ ଚିକିତ୍ସାଳୟ

ଫୁଲବାଣୀ : ଜିଲ୍ଲା ପ୍ରଶାସନ,କନ୍ଧମାଳ,ଓଡିଶା ଖଣି ନିଗମ ଏବଂ କିମ୍ସ ଅନୁଷ୍ଠାନ, ଭୁବନେଶ୍ୱରଙ୍କର ମିଳିତ ସହଯୋଗରେ କୋଭିଡ୍‌-୧୯ ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଜିଏନଏମ ତାଲିମ କେନ୍ଦ୍ରରେ ଖୋଲାଯାଇଥିବା କୋଭିଡ ଚିକିତ୍ସାଳୟକୁ ଜିଲ୍ଲାପାଳ
Read More...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଗଜପତି ଗ୍ରସ୍ତ

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସି ଟି ଆଓ ପ୍ରଥମେ ମୋହନା ବ୍ଲକ ର କମଳାପୁର ଛକରେ ପହଞ୍ଚି ସେଠାରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟର ପରିଦର୍ଶନ କରିବା ସହିତ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲ ଦରଙ୍କ ସହ ଆଲୋଚନା କରିଥିଲେ।ସେହି ସେଣ୍ଟରରେ ଥିବା ସମସ୍ତ ଆନୁସଙ୍ଗିକ ସୁବିଧାକୁ
Read More...