Yearly Archives

2020

ଲକଡାଉନ ବୃଦ୍ଧି ସପକ୍ଷରେ ୭୭ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ କମୁନଥିବାରୁ ତାହା ଉଭୟ କେନ୍ଦ୍ର ସରକାର ଓ ସବୁ ରାଜ୍ୟ ସରକାର ପାଇଁ ସବୁଠୁ ବଡ ଚିନ୍ତାର କାରଣ ହୋଇଛି । ସଂକ୍ରମଣ ବଢୁଥିବାରୁ ସରକାର ଲକଡାଉନ ଅବଧି ବୃଦ୍ଧି କରିବା ଉପରେ ବର୍ତ୍ତମାନ ବିଚାର କରୁଛନ୍ତି । ଏହାରି ମଧ୍ୟରେ ଲକଡାଉନକୁ ନେଇ ଏକ ସର୍ଭେ
Read More...

ଆକଶ ଚୋପ୍ରାଙ୍କ ସର୍ବକାଳୀନ ଟି-୨୦ ଟିମ୍ : ସ୍ଥାନ ପାଇଥିବା ଖେଳାଳି ଖେଳିନାହାନ୍ତି ଟି-୨୦ ମ୍ୟାଚ୍‌

ମୁମ୍ବାଇ: ଭାରତର ପୂର୍ବତନ ସଫଳ ବ୍ୟାଟ୍ସମ୍ୟାନ ତଥା ପରବର୍ତ୍ତୀ ସମୟର ଭାଷ୍ୟକାର ଆକାଶ ଚୋପ୍ରା ତାଙ୍କର ସର୍ବକାଳୀନ ଟି-୨୦ ଟିମ ଘୋଷଣା କରିଛନ୍ତି । ତେବେ ଯେଉଁ ବିଷୟକୁ ନେଇ ଏହି ଟିମ ଉପରେ ଚର୍ଚ୍ଚା ହେଉଛି ତାହା ହେଉଛି ଖେଳାଳି ଚୟନ । ସବୁଠୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଯେ, ଆକାଶ ଚୋପ୍ରା
Read More...

ଗୋଟିଏ ନାଁରେ ଦୁଇ ଖେଳାଳି

ମୁମ୍ବାଇ,: ଭାରତ ପାଇଁ ଏଭଳି ଦୁଇଜଣ କ୍ରିକେଟର ଖେଳିଛନ୍ତି ଯାହାଙ୍କ ନାମ ସମାନ । ସେହି ନାମଟି ହେଉଛି "ରବିନ ସିଂ' । ତ୍ରିନିଦାଦରେ ଜନ୍ମିତ ରବିନ ସିଂ ଭାରତ ପାଇଁ ୧୯୮୯ ମସିହାରେ ତାଙ୍କର ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ୧୯୯୮ରେ ମଧ୍ୟ ତାଙ୍କର ଟେଷ୍ଟ ଡେବ୍ୟୁ ମ୍ୟାଚ୍ ଖେଳିବା ପାଇଁ ସୁଯୋଗ
Read More...

ପୂର୍ବତନ ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ମୃତ୍ୟୁ

ଜୋହାନ୍ସବର୍ଗ: ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ଦକ୍ଷିଣ ଆଫ୍ରିକାର ଜ୍ୟାକି ଡୁ ପ୍ରେଜ୍ ଗତକାଲି ମୃତ୍ୟୁବରଣ କରିଛନ୍ତି । ତାଙ୍କର ହାର୍ଟ ସମସ୍ୟା କିଛିଦିନ ହେଲା ଦେଖାଦେଇଥିଲା । ଗତକାଲି ସେ ନିଜ ସହର ଜିମ୍ବାୱେର ହରାରେଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । କ୍ରିକେଟ୍
Read More...

ଢେଙ୍କାନାଳ ସହରବାସୀଙ୍କୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ନିବେଦନ

ଢେଙ୍କାନାଳ :ସାରା ଦେଶରେ କରୋନା ର ସଂକ୍ରମଣ ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ଏହାର ପଜେଟିଭ୍ ସଂଖ୍ୟା ୪୪ରେ ପହଞ୍ଚିଛି । ଢେଙ୍କାନାଲ ଜିଲ୍ଲାରେ ପ୍ରଥମ କରି ଜଣେ ମହିଳାଙ୍କ ଠାରେ କରୋନା ପଜେଟିଭ୍ ରହିଥିବା ସଂପର୍କରେ ଜଣାପଡିବା ପରେ ସହର ବାସି ଚିନ୍ତାରେ
Read More...

ଗ୍ରାମାଞ୍ଚଳରେ କରୋନା ସମ୍ପର୍କରେ ସଚେତନ କଲେ ପୂର୍ବତନ ବିଜେପି ସଭାପତି

ଭଦ୍ରକ: କରୋନା ମହାମାରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ର ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟପ୍ରଣାଳୀ କୁ ଅନେକ ଦେଶ ପ୍ରଶଂସା କରୁଛନ୍ତି ।ଏହି ସମୟରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତାକୁ ଗ୍ରାମାଞ୍ଚଳରେ ଥିବା ଆଦିବାସୀଙ୍କ ପାଖରେ ପହଞ୍ଚାଇବାକୁ ଅଣ୍ଟା
Read More...

ଗଜପତି ଏସ୍‌ପିଙ୍କ ନିର୍ଦ୍ଦେଶ: ନୋ ମାସ୍କ୍‌, ନୋ ପେଟ୍ରୋଲ, ଡିଜେଲ୍‌

ପାରଳାଖେମୁଣ୍ଡି: କରୋନା ଆକ୍ରାନ୍ତରୁ ଲୋକଙ୍କୁ ସୁରକ୍ଷା ରଖିବା ପାଇଁ ଆଜିଠାରୁ ବାହାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍କ୍ ବ୍ୟବହାର କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ଗଜପତି ଜିଲ୍ଲାରେ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଗଜପତି
Read More...

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧିରେ ଅଙ୍କୁଶ ଲଗାଇବାକୁ ଦାବି

ବୌଦ୍ଧ : କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ସମସ୍ତ ଜିଲ୍ଲା ପ୍ରଶାସନ ମଧ୍ୟ ଲକଡାଉନ ଗାଇଡ୍ ଲାଇନକୁ ଜନସାଧାରଣ ପାଳନ କରିବା ପାଇଁ ବାରମ୍ବାର ଆହ୍ୱାନ ଦେବା ସହ ସଚେତନତା ସୃଷ୍ଟି କରିଚାଲିଛି । ଅମାନିଆ ଲୋକଙ୍କୁ ସବାଡ୍ କରିବା ପାଇଁ ପ୍ରଶାସନ ଓ ପୁଲିସ
Read More...

ତ୍ରିପୂରା ରାଜ୍ୟରୁ ଆସିଥିବା ମିନାବଜାର କର୍ମଚାରୀଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ

ଓ ଆର ଡିଏ ବନବାସୀ କଳା ସାଂସ୍କୃତିକ ବିକାଶ ପରିଷଦ ଓ ବିଜୁ ଯୁବ ବାହିନୀ ଅନୁଷ୍ଟାନ ଟିକାବାଲି ରୟାଲ ଯୁବକ ସଂଘ ଟିିପାରିଗାଁ ଓ ଦଳଗୋବିନ୍ଦ ଯୁବକ ସଂଘ ଛତିଝାର ଙ୍କ ମିଳିତ ଉଦ୍ୟମ ସହିତ ସମାଜ ସେବୀ କ୍ରିଷ୍ଟା ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଟିକାବାଲି, ଛାତିଝାର ଓ ଆଖ ପାଖ ଗ୍ରାମରେ ଖାଦ୍ୟ
Read More...

ମାନବିକତାର ମହତ୍ୱ ଦେଖାଇଲେ ସ୍ୱେଚ୍ଛାସେବୀ ପ୍ରିୟଦର୍ଶନୀ

ଫୁଲବାଣୀ :ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ କୋରୋନା କୋକୁଆ ଭୟ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ପାଇଁ ଭାରତରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଛି । ସେହିପରି ଓଡ଼ିଶାରେ ଆଜି ଆଗାମୀ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ହୋଇଛି ।
Read More...