Yearly Archives

2020

ବୌଦ୍ଧ ସହରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବୌଦ୍ଧ,୩୧/୧୦ - କୋଭିଡ କଟକଣାରେ ବୌଦ୍ଧ ସହରରେ ୩ ଗୋଟି ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହର ଏନ.ଏ. ସି. ଛକସ୍ଥିତ ଲକ୍ଷ୍ମୀ ବଜାର ତରଫରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ପ୍ରମୋଦ ପରିଡା ବସିଥିବା ବେଳେ ପୂଜକ
Read More...

ପାରଳାଖେମୁଣ୍ଡି ଗୌରୀ ଆମ୍ମା ପୂଜା ଆରମ୍ଭ

ପାରଳାଖେମୁଣ୍ଡି,୩୧/୧୦- ଗଜପତି ଜିଲ୍ଲାରେ ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ସକାଶେ ସହରର ମୂର୍ତ୍ତି କାରିଗରମାନେ ମୂର୍ତ୍ତିନିର୍ମାଣ ଚାଲିଥିବାର ଦେଖିବାକୁ ମିଳିଛି । ସହରର କଟିକିଆ ସାହି ଚିତ୍ରକାର ସାହିର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଜିଲ୍ଲାର ପୁରପଲ୍ଲୀରେ
Read More...

ଗଜପତିରେ ଆଜି ୮ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୩୧/୧୦- ଗଜପତିରେ ଆଜି ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଳକରୁ ଜଣେ, ମୋହନା ବ୍ଳକରୁ ୨ ଜଣ, ରାୟଗଡ ବ୍ଲକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ
Read More...

ଆଜି ବୌଦ୍ଧ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୨୫୭୨

ବୌଦ୍ଧ,୩୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ
Read More...

ଇନ୍ଦିରାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ

ପାରଳାଖେମୁଣ୍ଡି,୩୧/୧୦ - ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟଳୟରେ ପୂର୍ବତ୍ତନ ପ୍ରଧାନମନ୍ତୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମହନା ବିଧାୟକ ଦାଶରଥି ଗମାଙ୍ଗ, ଜାଖବ
Read More...

ପ୍ରବୀଣ ତୁମେ ଗଲା ପରେ… ସ୍ମରଣିକା ଉନ୍ମଚିତ

ବିଶିଷ୍ଟ ନାଟ୍ୟକାର ମଞ୍ଚ ନିର୍ଦ୍ଦେଶକ କଳାକାର ପ୍ରବୀଣ ପଣ୍ଡା ଙ୍କ ସ୍ମୁତି ଉଦ୍ଦେଶ ରେ ପାରଳାଖେମୁଣ୍ଡର କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ ସ୍ମରଣିକା ଉନ୍ମଚିତ ହୋଇଯାଇଛି। ସ୍ବର୍ଗତ ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର, ନିର୍ଦ୍ଦେଶକ, ସାଂସ୍କୃତିକ ସଂଗଠକ ଥିଲେ। ଆଜି ତାଙ୍କ
Read More...

ରାଜ୍ୟରେ ଚିହ୍ନଟ ହେଲେ ୧୪୭୦ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଛି । ଏନେଇ
Read More...

ଶିକ୍ଷାଧିକାରୀ ସନାତନ ଗାଆଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ପୁରୁଣାକଟକ କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ସନାତନ ଗାଆଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ରେ ବର୍ତ୍ତମାନର ବିଇଓ ଧ୍ରୁବ ଚରଣ
Read More...

ପ୍ରବାସୀଙ୍କୁ ମିଳିଲାନି କାମ ରାଜ୍ୟ ବାହାରକୁ ଯାଉଛନ୍ତି ପ୍ରବାସୀ

ଦାରିଙ୍ଗବାଡ଼ି,୩୧/୧୦: ମହାମାରୀ କରୋନା ସମୟରେ ନିଜ ନିଜ ଗାଁ କୁ ଫେରିଥିବା ପ୍ରବାସୀ ନିଜ ଅଂଚଳରେ କାମ ନପାଇ ପୁଣି କାମ କରିବା ପାଇଁ ବାହାରରାଜ୍ୟ କୁ ଯାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ କାମ ଦେବାରେ ଫେଲ ହୋଇଥିବା ଯୋଗୁଁ ପ୍ରବାସୀ ପୁଣି ନିଜର ପରିବାର କୁ ପ୍ରତିପୋଷଣ
Read More...

ଗୋରୁ ଗୁହାଳ ନିର୍ମାଣ ନାମରେ ବ୍ୟାପକ ମନରେଗା ଅର୍ଥ ହେରଫେର୍

ବୌଦ୍ଧ,୩୧/୧୦ - ଜିଲ୍ଲାରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗୋରୁଗୁହାଳ ନିର୍ମାଣ ପାଇଁ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି l ଶ୍ରମିକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟ ହୋଇଥିବାବେଳେ
Read More...