Monthly Archives

September 2021

ମା’ ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟା ଜଳ

ଆଠଗଡ : ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି ।ଶୁକ୍ରବାର ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ଏହାପରେ ମୁଖଶାଳାକୁ ବନ୍ଦ କରାଯାଇଛି।…
Read More...

ଆସୁଛି ପାର୍ବଣ, ହସୁଛି କାଶତଣ୍ଡି

ପାରଳାଖେମୁଣ୍ଡି : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡଠାରୁ ଆରମ୍ଭ କରି ଚାଷଜମି ନଇପଠା ଯାଏଁ ସବୁଠୁ ଦୋହଲୁ ଥାଏ କାଶତଣ୍ଡି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡିର ସମ୍ଭାର ମଳୟ ପବନରେ ପାର୍ବଣ ୠତୁର ବାସ୍ନା ବାରି ହୋଇ ଗଲାଣି ।…
Read More...

କମୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର: କମୁଛି ଉପରମୁଣ୍ଡରେ ବର୍ଷା । ସେଥପାଇର୍ କମୁଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ନିୟନ୍ତ୍ରଣ ପାଇଁ ୨୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି । ହୀରାକୁଦରୁ ନିଷ୍କାସିତ ହେଉଛି ୪.୮୭ଲକ୍ଷ କୁ୍ୟସେକ ଜଳ । ଏଥିପାଇଁ ମହାନଦୀ ଫୁଲି ଉଠୁଛି,…
Read More...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ପାଟଣାଗଡ଼ : ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ଖେଳିଯାଇଛି । ଗତକାଲି ରାତି ପ୍ରାୟ ୧୦ ଟା…
Read More...

ମାୟାବତୀ ନଦୀରୁ ଅଜଣା ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ଼ : ପାଟଣାଗଡ଼ ସହରକୁ ଦେଇ ଲମ୍ବି ଯାଇଥିବା ମାୟାବତୀ ନଦୀ କୂଳର ବରପଦର ପିଏଚ୍‌ଡି ପାଣି ଟାଙ୍କି ନିକଟରେ ଏକ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଶବ କାହାର କେଉଁଠି ଆସିଲା ତାହା ଜଣାପଡି ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ତଦନ୍ତ…
Read More...

ପଦ୍ମନାଭପୁରରେ ସତ୍ୟ ସାଇବାବାଙ୍କ ଜନ୍ମ ଜୟନ୍ତୀ ପାଳନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମର କରଣ ସାହିରେ ସତ୍ୟ ସାଇବାବାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କାଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ୟୁ . ସୁର୍ଯ୍ୟନାରାୟଣ ରାଓ, ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ସତ୍ୟ…
Read More...

ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର

କଟକ : ମୁଣ୍ଡଳୀ ନିକଟରେ ବଢିଲା ମହାନଦୀ ଜଳସ୍ତର । ମୁଣ୍ଡଳୀରେ ସକେଣ୍ଡ ପିଛା ୬ ଲକ୍ଷ ୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ଜଳସ୍ତର ୮୯.୦୧ ଫୁଟ ରହିଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୭.୨୫ ଫୁଟ । ମୁଣ୍ଡଳୀ ଡାଉନ୍ ଷ୍ଟ୍ରିମରେ ଜଳସ୍ତର…
Read More...

ଭୁବନେଶ୍ୱରର ଏହି ଅଫିସ ୫ ଦିନ ପାଇଁ ବନ୍ଦ

ଭୁବନେଶ୍ୱର : ଭୁବନେଶ୍ୱରର ସବକଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ପାଇଁ ବନ୍ଦ କରାଯାଇଛି । ଉଭୟ ଅଫିସର ୫ ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଉଭୟ ଅଫିସ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ରାଜ୍ୟରେ କରୋନା ସଂକ୍ରମଣ ଜାରି…
Read More...

ସିମିଳି ଗ୍ରାମ ପଞ୍ଚାୟତ ବିଜେଡି ପକ୍ଷରୁ ପ୍ରପୀଡିତମାନଙ୍କୁ ରିଲିଫ ବଣ୍ଟନ

କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାଣିଘେରରେ ରହିଥିବା ପ୍ରପୀଡିତ ଓ ଅସହାୟ ବ୍ୟକ୍ତିମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ସିମିଳି ଗ୍ରାମପଞ୍ଚାୟତ ବିଜେଡି ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ…
Read More...

୭୭ ବର୍ଷରେ ବି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ପଞ୍ଚାୟତ,ପାଇଲିପଡା ଗ୍ରାମ ଉସ୍ତପଲି ସାହିର ଏଭଳି ଏକଘଟଣା ନଜରକୁ ଆସିଛି । ସେହି ଗ୍ରାମର ମହରଗ ମହାନ୍ତି ନାମକ ଜଣେ ବୃଦ୍ଧ ୭୭ବର୍ଷ ଅତିକ୍ରମ କରିବାକୁ ଗଲାଣି କିନ୍ତୁ ସରକାରଙ୍କ ନଜର ପଡିନି ତାଙ୍କରି ଉପରେ । ଯୋଜନା ମାଳମାଳ ହେଲେ ବୃଦ୍ଧଙ୍କ…
Read More...