Monthly Archives

September 2021

ଦାଦିଙ୍କୁ ହେଲା ପ୍ରେମ ଜ୍ବର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : କୁହାଯାଏ ପ୍ରେମ ଅନ୍ଧ ଏବଂ ଶାଶ୍ବତ। ପ୍ରେମ ପାଇଁ କୌଣସି ବୟସ କିମ୍ବା ସୀମା ସରହଦ ନଥାଏ। ପ୍ରେମୀ ଯୁଗଳଙ୍କୁ କୌଣସି ଜାତି କିମ୍ବା ଧର୍ମ ବାନ୍ଧି ରଖି ପାରେନାହିଁ। ଏମିତି ଅନେକ ଉଦାହରଣ ଦେଖିବାକୁ ମିଳେ । କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏ, ସମସ୍ତଙ୍କର
Read More...

ଅଧିକ ଗେଟ୍‌ ଖୋଲିବାରୁ ମହାନଦୀ ଜଳସ୍ତର ବୃଦ୍ଧି: ଚିନ୍ତା ବଢ଼ାଉଛି ତୁହାକୁ ତୁହା ବର୍ଷା

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ୨୮ଟି ଖୋଲି ନିଷ୍କାସନ ଫଳରେ ଆଜି ମଧ୍ୟାହ୍ନ ସୁଦ୍ଧା ମହାନଦୀରେ ପ୍ରାୟ ୪.୮ ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡ ବନ୍ୟାଜଳ ପ୍ରବାହିତ ହେଉ ଥିଲା ଓ ଏଥି ଯୋଗୁଁ ଏଠାକାର ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ସେହି ସମୟରେ ଜଳଭଣ୍ଡାର ଭିତରକୁ
Read More...

ହତ୍ୟା ଓ ଲୁଟ ଘଟଣା : ଅଭିଯୁକ୍ତ ଗିରଫ ଦାବିରେ ବଙ୍ଗୁମୁଣ୍ଡା ବନ୍ଦ ସହ ଥାନା ଘେରାଓ

ଜଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ବଙ୍ଗୁମୁଣ୍ଡା ଜମିଦାରପଡ଼ା କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ପତ୍ନୀ ମଞ୍ଜୁଲତା ଜୈନଙ୍କ ହତ୍ୟା ଓ ଭଉଣୀ କାନକୁମାରୀ ଜୈନକୁ ଗୁରୁତର ଆହତ କରି ଦୁର୍ବୃତ୍ତ ଲୁଟ କରି ଫେରାର ମାରିଥିଲେ । ଯାହାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା ଓ
Read More...

ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ପ୍ରଥମ ଥର ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗିରକ

ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍‌ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗିରକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ
Read More...

ଜନପ୍ରତିନିଧିଙ୍କ ଆମରଣ ଅନଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଅରାଜକତା । ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ । ବ୍ଲକ୍‌ ସହକାରୀ ଯନ୍ତ୍ରୀ ବବୃବାହାନ ବେହେରା ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ବିରୋଧରେ ସଂଗିନ ଅଭିଯୋଗ ଆଣିଛନ୍ତି ଜନ ପ୍ରତିନିଧି । ବିଧାୟକ ଓ ସହକାରୀ ଯନ୍ତ୍ରୀ ମନମୁଖୀ
Read More...

ସ୍ୱିଗି ବୟ ଚିକୁନ ଗିରଫ

ଭୁବନେଶ୍ୱର: ମିଛ ଅପହରଣର ନାଟକ ରଚିଥିବା ସ୍ୱିଗ ବୟ ଶେଷ ଗିରଫ ହୋଇଛି । ଧଉଳି ପୁଲିସ ତାକୁ ଗିରଫ କରିଥିବା ଜଣାପଡିଛି । ବାନ୍ଧବୀଙ୍କ ସହ ଚିକୁନଙ୍କୁ ଆଜି ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ ଉଭୟଙ୍କୁ ପଚରାଉଚରା କରିଛି । ବାନ୍ଧବୀ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ
Read More...

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ସାମଗ୍ରୀ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଠାବ ହେଲା ମାଓ ଶିବିର । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ନକ୍ସଲମାନେ ଏକ ବଡ ଧରଣର କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।  ଏହାପରେ ଏସଓଜି, ଡିଭିଏଫ ଓ ସିଆରପିଏଫ ବାହିନୀ ପକ୍ଷରୁ
Read More...

ସନ୍ଧ୍ୟାରେ ମୁଣ୍ଡଳି ଛୁଇଁବ ହୀରାକୁଦ ଜଳ

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚିବ । ମୁଣ୍ଡଳି ପରିଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ।ସେ କହିଛନ୍ତି ଯେ, ଏବେ ମୁଣ୍ଡଳିରେ ଜଳସ୍ତର ଖସୁଛି । ତଳ ମୁଣ୍ଡରେ ଆଉ ବର୍ଷା ନାହିଁ । ମୁଣ୍ଡଳିରେ ସର୍ବାଧିକ ୬.୪୩ ଲକ୍ଷ
Read More...

ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକଙ୍କ ହୃଦଘାତରେ ମୃତ୍ୟୁ

ବୌଦ୍ଧ,୧୬/୯– ଗତକାଲି ରାତିରେ ବୌଦ୍ଧ ସମବାୟ ବ୍ୟାଙ୍କ ସଂପାଦକ ମନମୋହନ ବେହେରାଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯେ ଗତକାଲି ସେ ସ୍ୱାଭାବିକ ଭାବେ ଅଫିସରେ କାମ କରିଥିଲେ । ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ବୌଦ୍ଧ ମେଡିକାଲ
Read More...

ଗାଁ ସ୍କୁଲରେ ପଢୁଥିବା ୨ଛାତ୍ର କୋଟିପତି ହୋଇଗଲେ, କେମିତି ଜାଣନ୍ତୁ

ପାଟନା : ଶୀର୍ଷକ ପଢି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଇଥିବେ, କିନ୍ତୁ ଏହା ସତ । ଏମିତି ଏକ ଘଟଣା ଘଟିଛି ବିହାରର କାଟିହାରର ଆଜାମନଗର ବ୍ଲକ୍‌ ପାଷ୍ଟିଆ ଗ୍ରାମରେ । ଏହି ଗ୍ରାମର ଦୁଇ ଛାତ୍ର ଏବେ ଗାଁ ସ୍କୁଲରେ ଅଧ୍ୟାୟନ କରୁଛନ୍ତି । ଏମାନଙ୍କ ପାଖରେ ନା ଅଛି ସ୍କ୍ରାଚ୍‌ କୁପନ ନା
Read More...