Monthly Archives

September 2021

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ

ଅହମ୍ମଦାବାଦ: ଭୁପେନ୍ଦ୍ର ପଟେଲ ଗୁଜୁରାଟର ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଗୁଜୁରାଟର 17 ତମ ମୁଖ୍ୟମନ୍ତ୍ରୀ ଭାବରେ ପଟେଲ ଶପଥ ଗ୍ରହଣ କରିଛନ୍ତି।
Read More...

ପାଣିରେ କାହିଁକି ଭାସେ ମୃତ ଶରୀର ? ଜାଣନ୍ତୁ ଏହାର କାରଣ

ଆପଣ ମାନେ କେବେ ଭାବିଛନ୍ତି କି ଶବ ପାଣିରେ ଭାସେ କାହିଁକି? କିନ୍ତୁ ଆପଣ ମାନେ କେବେ ନା କେବେ ପାଣିରେ ପହଁରିଥିବେ ନିଶ୍ଚୟ ସେହି ସମୟରେ ଆପଣ ମାନେ ଭାସନ୍ତି ନାହିଁ । ହେଲେ ଜଣେ ବ୍ୟକ୍ତିର ମୃତ ଅବସ୍ଥାରେ କାହିଁକି ପାଣିରେ ଭାସିବାକୁ ଲାଗେ ? ତେବେ ଆଜି ଆମେ ଏହାର କାରଣ ସମ୍ପର୍କରେ
Read More...

ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱତୀୟ କ୍ୟାମ୍ପସ ପାଚେରୀ

ଚଣ୍ଡିଖୋଲ: ଚଣ୍ଡିଖୋଲ ନିକଟସ୍ଥ ସିହାଠାରେ ନବନିର୍ମିତ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଚେରୀ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ରବିବାର ରାତିରେ ଲଘୁଚାପ ବର୍ଷା ସମୟରେ ପାଚେରୀ ଭୁଷୁଡି ପଡିଛି । କ୍ୟାମ୍ପସ ନିର୍ମାଣ
Read More...

ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡିରେ ଲଗାଣ ବର୍ଷା : ଡାଇଭର୍ସନର ଉଭୟ ପାର୍ଶ୍ୱର ମାଟି ଧଶିଲା,ମରାମତି କାର୍ଯ୍ୟ ଜାରି

ଦାରିଙ୍ଗବାଡି: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷାରେ ବେହାଲ ହୋଇଛି । ସମଗ୍ର ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେତୁ ପରିସ୍ଥିତି ଶୋଚନୀୟ ହୋଇପଡିଛି । କନ୍ଧମାଳ ଜିଲ୍ଲା ଅରେଞ୍ଜ ଜୋନରେ ଥିଲେ ସୁଦ୍ଧା ୨ଦିନ ଧରି ଲଗାଣ
Read More...

ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଅନୁଚିତ ଜାଣନ୍ତୁ

ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଉଚିତ ନୁହେଁ ଜାଣନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଘରେ ତୁଳସୀ ଗଛ
Read More...

ବୌଦ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଜିଲ୍ଲାରେ ୩୯୬ ମି.ମି ବର୍ଷା ରେକର୍ଡ

ବୌଦ୍ଧ,୧୩/୯- ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରାରାତି ବର୍ଷା ହୋଇଥିବାବେଳେ ଆଜି ସକାଳେ ମଧ୍ୟ ବହୁ ଜୋରରେ ବର୍ଷା ହୋଇଥିଲା । ଏତେ ଜୋରରେ ବର୍ଷା ହୋଇଥିଲା ଯେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇନଥିଲା ।
Read More...

ସିମନବାଡ଼ି ନାଏବ ସରପଞ୍ଚ ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିବା ଘଟଣା : ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶ୍ରମ…

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଉର୍ଦ୍ଧ୍ୱ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ କରିବାର ୯ ମାସ
Read More...

ନାଳରେ ଭାସିଗଲେ ଚାଷୀ

ଖୋର୍ଦ୍ଧା: ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି । ନୂଆପଡ଼ା ପଞ୍ଚାୟତ ମୋରମରସିଂ
Read More...

୧୭ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ । ବର୍ଷା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ
Read More...

ସିଏସ୍‌କେକୁ ଲାଗିପାରେ ବଡ ଝଟକ, ଏହି ଖେଳାଳି ହେଲେ ଆହତ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆସନ୍ତା ୧୯ ରେ ପୁନଃ ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଭେଟିବ । କିନ୍ତୁ ଦ୍ୱିତୀୟ ଚରଣର ପ୍ରଥମ ମ୍ୟାଚ୍‌
Read More...