ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର
ନୂଆଦିଲ୍ଲୀ : ଦାଦା ସାହେବ ଫାଲକେ ପୁରସ୍କାର ପାଇଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ । ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ସିନେମାରେ ତାଙ୍କର ୪୫!-->…
Read More...
Read More...