Monthly Archives

December 2021

ବିଧାନସଭାରେ ପୁଣି ମମିତା ତାତି; ଆଜି ବି ଚାଲିପାରିଲାନି ଗୃହ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର ୦୪।୧୨ : ଆଜି ବି ଚାଲିପାରିଲାନି ଗୃହ । ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହୋହାଲ୍ଲା, ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ଗୃହ ଭିତରେ ପୂଜକ ବେଶରେ ପ୍ରତିବାଦ କଲେ ତାରାବାହିନୀ ପତି । ତାରା ବାହିନୀ ପତିଙ୍କ ପୂଜକ ବେଶ ସାଙ୍ଗକୁ ବିରୋଧୀଙ୍କ ଘଣ୍ଟମାଡରେ
Read More...

ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ୍‌’, ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି

ଭୁବନେଶ୍ବର ୦୪।୧୨ : ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ୍‌’ । କାଲି ପୁରୀ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ “ଜୱାଦ” ଯାହା ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି । ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ । ପରେ ଉତ୍ତର ଉତ୍ତର -ପୁର୍ବ ଦିଗକୁ ଗତି ପରିବର୍ତ୍ତନ
Read More...

ସୁନାମଧନ୍ୟ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ବାବାଜୀ ଦାସଙ୍କ ପରଲୋକ

ପାଟଣାଗଡ ୦୪।୧୨ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଫଟାମୁଣ୍ଡା ପଞ୍ଚାୟତ ପାଣ୍ଡେସରା ଗ୍ରାମର ସୁନାମଧନ୍ୟ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ବାବାଜୀ ଦାସ( ୭୮) ବୟସରେ ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ସେ ଜଣେ ଶାନ୍ତ ଶିଷ୍ଟ ମେଳାପୀ
Read More...

ଏନ. ଓ୍ବାଇ. କେ ପକ୍ଷରୁ କମ୍ପ୍ୟୁଟର ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ ୦୪।୧୨ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଆର. ଏମ. ସି କମ୍ପ୍ୟୁଟର କେନ୍ଦ୍ର ଫୁଲବାଣୀ ଠାରେ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ଅମ୍ବିକା ୟୁଥ ଆସୋସିଏସନ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ତିନି ମାସିଆ କମ୍ପ୍ୟୁଟର ଶିକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ
Read More...

ୟୁଥ୍ ଫର୍ ଆକ୍ସନର କନ୍ଧମାଳ ଜିଲ୍ଲା ଟିମ୍ ଘୋଷଣା

ଫୁଲବାଣୀ ୦୪।୧୨ : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଗଢି ଉଠିଥିବା ଅଣରାଜନୈତିକ ସଂଗଠନ ୟୁଥ ଫର୍ ଆକ୍ସନ୍ ବହୁ କମ୍ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଆଜି ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ସଭାପତି ଅଂଶୁମାନ
Read More...

ଜଣେ ଲୁଟେରା ଗିରଫ, ୩ଜଣ ଫେରାର; ଲୁଟ୍ ହୋଇଥିବା ୧ଲକ୍ଷ ଟଙ୍କା ଉଦ୍ଧାର

ବାଲିଗୁଡ଼ା ୦୪।୧୨ : ଲୁଟେରା ଗ୍ୟାଙ୍ଗରୁ ଜଣେ ଗିରଫ, ୩ଜଣ ଫେରାର । ଲୁଟ୍ ହୋଇଥିବା ଏକଲକ୍ଷ ଟଙ୍କା ଜବତ । ସୂଚନା ପ୍ରକାରେ ରୁତୁଙ୍ଗିଆ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାଲିଗୁଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଅଟୋରେ ଗାଁକୁ ଯାଉଥିବା ବେଳେ ଚାରିଜଣ ଲୁଟେରା ସେମାନଙ୍କୁ
Read More...

ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ କରୋନା

ଭୁବନେଶ୍ୱର ୦୪।୧୨ : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୦୪।୧୨: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୭୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮
Read More...

ଆସୁଛି ବାତ୍ୟା ‘ଜୱାଦ’,ଶନିବାର ୧୯ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଜୱାଦ’। ରବିବାର ଏହା ପୁରୀ ଜିଲ୍ଲା ଉପକୂଳ ଦେଇ ଅତିକ୍ରମ କରିପାରେ। ତେବେ ଆସନ୍ତାକାଲିଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ସରକାର ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି।ଆସନ୍ତାକାଲି ଅର୍ଥାତ ୪ ତାରିଖ ଶନିବାର
Read More...

କୋର୍ଟରେ ନିଲମ୍ବନ ଆଦେଶକୁ ଚ୍ୟାଲେଞ୍ଜ କରିବେ ପରମବୀର ସିଂ

ମୁମ୍ବାଇ: ଗୁରୁବାର ଦିନ ମହାରାଷ୍ଟ ସରକାର ଦେଇଥିବା ନିଲମ୍ବନ ଆଦେଶକୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଚ୍ୟାଲେଞ୍ଜ କରିବେ । ପରମବୀର ସିଂ ଏହି ପ୍ରସଙ୍ଗରେ ତାଙ୍କ ଓକିଲଙ୍କ ସହ ପରାମର୍ଶ କରୁଛନ୍ତି । ପରମବୀର ସିଂ ଶୁକ୍ରବାର ଦିନ କହିଛନ୍ତି ଯେ, ମହାରାଷ୍ଟ୍ର ସରକାର
Read More...