Yearly Archives

2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୭୬ ଜଣ ଲୋକାଲ୍‌
Read More...

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଷଷ୍ଠ ପୁରାତନ ଛାତ୍ର ସମ୍ମିଳନୀ

ଗଜପତି,୨୪/୧୦- ପାରଳାଖେମୁଣ୍ଡି ଶିଳ୍ପାଞ୍ଚଳରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଷଷ୍ଠତମ ପୁରାତନ ଛାତ୍ର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମ୍ପାଦକ ଗୌରହରି ପଟନାୟକ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ
Read More...

ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ

ବୌଦ୍ଧ/ବାଉଁଶୁଣୀ,୨୪/୧୦- ବୌଦ୍ଧଜିଲ୍ଲା ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆସନ୍ତାକାଲିଠାରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଥିବାବେଳେ ପାଠପଢା ସମ୍ବନ୍ଧୀୟ ଏକ ଅଭିଭାବକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଦଧିବାମନ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

ଆସନ୍ତା ୨୫ ଓ ୨୬ରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍‌

ପୁରୀ,୨୪/୧୦- ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ କୁସ୍ତି ଚମ୍ପିୟନସିପ୍‌ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଜାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି ଚମ୍ପିୟନସିପ୍‌ ଆୟୋଜନ
Read More...

ଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ବୌଦ୍ଧ,୨୪/୧୦:-ବୌଦ୍ଧବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିତାମାତା ଓ ଶିକ୍ଷକ ସଂଘ ବୈଠକ ଛାତ୍ର ଅଭିଭାବକ ରଙ୍କଧର କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଶିକ୍ଷା ଷ୍ଟାଣ୍ଡିଙ୍ଗ କମିଟିର ଉପାଧ୍ୟକ୍ଷ ଧନଞ୍ଜୟ ପ୍ରଧାନ, ଷ୍ଟାଣ୍ଡିଙ୍ଗ କମିଟି
Read More...

କବି ନୃସିଂହାନନ୍ଦ ମହାପାତ୍ର ସମ୍ୱର୍ଦ୍ଧିତ

ଫୁଲବାଣୀ,୨୪/୧୦- କନ୍ଧମାଳର ସୁନାମଧନ୍ୟ ସାହିତ୍ୟିକ, ସଂଗଠକ, ସମାଜସେବୀ, ଶିକ୍ଷାବିତ ଶ୍ରୀ ନୃସିଂହାନନ୍ଦ ମହାପାତ୍ରଙ୍କୁ ଝାରସୁଗୁଡାର ଭାରତରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ ତାର ପସ୍ତକ ଉନ୍ମୋଚନ ଉତ୍ସବ ଓ ସାହିତ୍ୟ ଆସର ଅବସରରେ ସମ୍ୱର୍ଦ୍ଧନା କରିଛି । ଓଡିଶା ସାହିତ୍ୟ ଏକାଡେମୀର
Read More...

ବୌଦ୍ଧ ବିଧାୟକଙ୍କ ଦ୍ୱାରା ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

ବୌଦ୍ଧ,୨୪ା୧୦ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରାରେ ଆଜି ସନ୍ଧ୍ୟାରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ହରିଜନ ସାହିରେ ଗୋଷ୍ଠି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ପାଣି ପଞ୍ଚାୟତ ସଭାପତି ଅରୁଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକ ଅମାତଙ୍କ ସମେତ ସରପଞ୍ଚ
Read More...

ବିଧାନସଭା ସଦାଚାର କମିଟିର ଦୁଇଦିନିଆ ବୌଦ୍ଧ ଗସ୍ତ

ବୌଦ୍ଧ,୨୪ା୧୦ : ଓଡିଶା ବିଧାନସଭା ସଦାଚାର କମିଟିର ଏକ ପ୍ରତିନିଧିମଣ୍ଡଳୀ ଗତ ୨୩ ତାରିଖ ଦିନ ସନ୍ଧ୍ୟାରେ ବୌଦ୍ଧ ଅତିଥିଭବନଠାରେ ପହଞ୍ଚିଥିଲେ । ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଏହି ପ୍ରତିନିଧି ମଣ୍ଡଳୀ ଜିଲା ସଂଗ୍ରହାଳୟ ବୁଲି ଦେଖିଥିଲେ । ଆଜିସକାଳେ
Read More...

ନବରଙ୍ଗପୁର କଂଗ୍ରେସ ସଂସଦୀୟ କ୍ଷେତ୍ରକୁ ରାହୁ ଗ୍ରାସ

ନବରଙ୍ଗପୁର : ସୂର୍ଯ୍ୟାଲୋକ ପରି ତେଜୀୟମାନ ନବରଙ୍ଗପୁର କଂଗ୍ରେସ ସଂସଦୀୟ କ୍ଷେତ୍ର ୧୯୯୯ ମସିହା ଲୋକସଭା ନିର୍ବାଚନଠାରୁ ତେଜ ହ୍ରାସ ହେବା ଆରମ୍ଭ ହୋଇ ଧିରେ ଧିରେ ମଳିନ ପଡ଼ିବା ପରେ ଆଜି ଶେଷ ପ୍ରଦୀପ ଲିଭିଯାଇ ଘନ ଅନ୍ଧକାର ଭିତରେ ଦିଗହରା ହୋଇଯାଇଛି । ପୂର୍ବତନ କଂଗ୍ରେସ ସାଂସଦ ୨୦୧୪ ଓ
Read More...

ଖୋଲିଲା ଆଖୁବାଡ଼ିରୁ ଗୋବିନ୍ଦ ଧରାପଡ଼ିବାର ରହସ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେକୁ ଗିରଫ କରାଯାଇଥିବାବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ
Read More...