Yearly Archives

2021

ଡ୍ୟାନ୍ସ କରୁଥିବା ବେଳେ ଚାଲିଗଲା ଡାକ୍ତରଙ୍କ ଜୀବନ

ଭୋପାଳ : ଭୋପାଳରେ ଡାକ୍ତରଙ୍କ ମୃତ୍ୟୁର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଡାକ୍ତର ଜଣକ ଏକ ପାର୍ଟୀରେ ଯୋଗଦେବାକୁ ଆସିଥିଲେ । ଏଠାରେ ନାଚିବାବେଳେ ସେ ହଠାତ୍‌ ଖସିପଡିଥିଲେ । ପାର୍ଟିରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ
Read More...

“ମୋତେ କିସ୍‌ କର’ ଏମିତି କହି ଯୁବକଙ୍କୁ ଗୁଳି ମାରିଦେଲେ ମହିଳା

ୱାସିଂଟନ : "ମୋତେ କିସ୍‌ କର' କହି ଯୁବକଙ୍କୁ ଜଣେ ଗୁଳି ମାରି ଦେଇଥିବା ଖବର ସାମ୍ନାକୁ ଆସିଛି । ଯେତେବେଳେ ଦମ୍ପତିଙ୍କ ଜୀବନରେ ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରି ହୋଇଥାଏ, ସେତେବେଳେ କିଛି ନା କିଛି ଅଘଟଣ ନିହାତି ଘଟିଥାଏ । ଦମ୍ପତି ପରସ୍ପରଠାରୁ ଅଲଗା ହୁଅନ୍ତି ଅଥବା ତୃତୀୟ
Read More...

ମାଟିତଳୁ ବାହାରିଲା ମମିତାଙ୍କ ଚେନ, ପାଉଁଜି ଓ ବ୍ୟାଗ

ଭୁବନେଶ୍ୱର : ମାଟି ତଳେ ଯେଉଁ ଶବ ବାହାରିଛି ତାହା କାହାର ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ତେବେ ମାଟି ତଳୁ ଯେଉଁ ଚେନ, ପାଉଁଜି ଓ ବ୍ୟାଗ ମିଳିଥିଲା ତାହା ମମିତା ମେହେରଙ୍କର ବୋଲି ସ୍ପଷ୍ଟ ହୋଇଛି । ତାଙ୍କ ପରିବାର ଲୋକେ ଏହା ଚିହ୍ନଟ କରିଛନ୍ତି । ମହାଲିଙ୍ଗ
Read More...

ଷୋହଳ ସୁଆଙ୍ଗ ଦଣ୍ଡନାଟ ଏବେ ନୂଆଁ ରୂପରେ

ସୁବର୍ଣ୍ଣପୁର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ପକ୍ଷରୁ ଲୋକକଳାର ପୁନଃଉଦ୍ଧାର ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ମହାନ ହୃଦୟସ୍ପର୍ଶୀ ଲୋକକଳା ଷୋହଘ ସୁଆଙ୍ଗ ଦଣ୍ଡନାଟ ଏବେ ନୂଆଁରୂପରେ । ସୁବର୍ଣ୍ଣପୁର ଜିଲ୍ଲାର ଲୋକନୃତ୍ୟ
Read More...

ଗର୍ଭବତୀ ମହିଳାଙ୍କ ପେଟରୁ ବାହାରିଲା ୧୯କେଜି ଟ୍ୟୁମର

ଅଗରତାଲା : ତ୍ରିପୁରାରେ ୨୬ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ପେଟରୁ ୧୯ କିଲୋଗ୍ରାମ ଟ୍ୟୁମର ବାହାର କରାଯାଇଛି । ଏ ବିଷୟରେ ଗର୍ଭବତୀ ମହିଳାଙ୍କର କୌଣସି ଧାରଣା ନଥିଲା ଯେ ଶିଶୁ ସହିତ ତାଙ୍କ ପେଟରେ ଏକ ଟ୍ୟୁମର ଅଛି । ଏହାକୁ ଡାକ୍ତରମାନେ ଚିହ୍ନଟ କରିବା ସହ ସଫଳତାର ସହ ବାହାର କରିଛନ୍ତି
Read More...

ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ

ଭୁବନେଶ୍ୱର: ଆଜି ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଜଗତଜନନୀ ମା' ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ସାଧାରଣତ ଓଡିଆ ପରମ୍ପରାରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନ
Read More...

ଚୀନ୍‌ର ତାଲିବାନ ନିୟମ : ପିଲା ଭୁଲ କଲେ ଦଣ୍ଡ ଭୋଗିବେ ପିତାମାତା

ବେଜିଂ : ଚୀନ ସରକାର ଏକ ନୂଆ ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ନିୟମ ଅନୁଯାୟୀ ପିଲାମାନଙ୍କର ଭୁଲ ପାଇଁ ପିତାମାତାଙ୍କୁ ଦଣ୍ଡ ଭୋଗିବାକୁ ପଡିବ । ଚୀନ୍‌ର ସଂସଦ ଶିକ୍ଷା ପ୍ରୋତ୍ସାହନ ଆଇନର ଏକ ଡ୍ରାଫ୍ଟ ଉପରେ ବିଚାର କରିବ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର
Read More...

ସେନା ଗୁଳିରେ ୬ ଆତଙ୍କୀ ନିହତ

ଜମ୍ମୁ : ଗତ କିଛି ଦିନ ହେବ କାଶ୍ମୀରରେ ସାଧାରଣ ନାଗରିକ ଏବଂ ସୈନିକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀଙ୍କୁ ସେନା ଉପଯୁକ୍ତ ଜବାବ ଦେଇଛି । ମଙ୍ଗଳବାର ଦିନ ସେନା ରାଜୌରୀ ଜଙ୍ଗଲରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା ୬ଜଣ ଆତଙ୍କବାଦୀଙ୍କୁ ଗୁଳି କରି ନିହତ କରିଛି
Read More...

ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର ଷ୍ଟାଇଲ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଛବି ସେୟାର କରିଥାନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ଶିଳ୍ପା ଶେଟ୍ଟୀ ମଧ୍ୟ ତାଙ୍କର ପ୍ରତ୍ୟେକ ଚିତ୍ର ସହିତ କିଛି ବାର୍ତ୍ତା ଦେଇଥାନ୍ତି । ସମ୍ପ୍ରତି ଶିଳ୍ପା ତାଙ୍କ
Read More...

ଷ୍ଟାଡିୟମ ଖୋଳୁଖୋଳୁ ବାହାରିଲା ମୃତଦେହ, ମମିତାଙ୍କ ନା ଆଉ କାହାର ସ୍ପଷ୍ଟ ହୋଇନି

ବଲାଙ୍ଗୀର: କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ୍‌ରୁ ଆଜି ସକାଳେ ଖୋଳାଖୋଳି ଆରମ୍ଭ ହୋଇଥିବା ବେଳେ ମାତ୍ର ୩ ଘଣ୍ଟା ପରେ ଉଦ୍ଧାର ହେଲା ଏକ ଦଗ୍ଧ ମୃତଦେହ। ମୃତଦେହଟି ନଷ୍ଟ ହୋଇଯାଇଥିବା ବେଳେ ଏହା କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ
Read More...