Yearly Archives

2021

‘ସ୍ୱର୍ଗକୁ ସିଡ଼ି’ ଭାଙ୍ଗିବାକୁ ଯୋଜନା କରାଯାଉଛି କାହିଁକି, ଜାଣନ୍ତୁ ଏହାର କାରଣ

ଆମେରିକାର ହାୱାଇ ରାଜ୍ୟରେ ହୋନଲୁଲୁରେ ୩୯୨୨ ଷ୍ଟେପ୍ ଥିବା ଏକ ସିଡ଼ି ରହିଛି । ଯାହା ଲୋକଙ୍କୁ ହେକୁ ଉପତ୍ୟକା ଠାରୁ ୨୪୦୦ ଫୁଟ ଉଚ୍ଚକୁ ନେଇଥାଏ । ‘ସ୍ୱର୍ଗକୁ ସିଡ଼ି’ ନାମରେ ଜଣାଶୁଣା ଏହି ପାର୍ବତ୍ୟ ରାସ୍ତାରେ ଚଢିବା ପାଇଁ ପ୍ରତିବର୍ଷ ଶହ ଶହ ଲୋକ ପହଞ୍ଚନ୍ତି, କିନ୍ତୁ ବର୍ତ୍ତମାନ ଏହି
Read More...

ମରାମତି ପାଇଁ ତିନିଦିନ ବନ୍ଦ ରହିବ ହୀରାକୁଦ ରୋପୱେ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବିହଙ୍ଗମ ଦୃଶ୍ୟ ଉପଭୋଗ କରିବା ଏକ ବିରଳ ଅନୁଭୂତି । ଏଣୁ ଜବାହର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ସଞ୍ଚାଳିତ ରୋପୱେ ସେଠାକୁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ଏକ ମୁଖ୍ୟକେନ୍ଦ୍ର ରୂପେ ଲୋକପ୍ରିୟ । ଏହାର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ
Read More...

ପ୍ରଧାନମନ୍ତ୍ରୀ ପଦ ପାଇଁ ମମତା ଦୃଢ ଦାବିଦାର : ବାବୁଲ ସୁପ୍ରିଓ

କୋଲକତା : ଭାରତୀୟ ଜନତା ପାର୍ଟି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ । ବୌଠକ ପୂର୍ବରୁ ସେ ମମତାଙ୍କୁ ୨୦୨୪ ରେ ବିରୋଧୀଙ୍କ ଚେହେରା ବୋଲି ବର୍ଣ୍ଣନା କରିଛନ୍ତି ।ବାବୁଲ ସୁପ୍ରିଓ
Read More...

କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌

ମାୟୋନିଜ୍‌ ସାଧାରଣତଃ ଖାଦ୍ୟ ଜିନିଷରେ ବ୍ୟବହାର କରାଯାଇଥାଏ। ଏହାକୁ ସ୍ୟାଣ୍ଡଓ୍ଵିଚ୍‌ ଓ ବର୍ଗରରେ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମାୟୋନିଜ୍‌ କେଶର ଅନେକ ସମସ୍ୟାକୁ ବି ଦୂର କରିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ ଏବଂ
Read More...

ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ପ୍ରସାଦ ନାୟକଙ୍କ ପରଲୋକ

ସମ୍ବଲପୁର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ତଥା ଦୈନିକ ଅଗ୍ନିଶିଖାର ମୁଖ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ ୯୭ବର୍ଷ ବୟସରେ ଗତସନ୍ଧ୍ୟା ୭ଟା ସମୟରେ ପରଲୋକ ଘଟିଛି । ଆଜି ସକାଳେ ସ୍ଥାନୀୟ ରାଜଘାଟ ଶ୍ମଶାନରେ ତାଙ୍କ ଦାହ ସଂସ୍କାର ଓ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ
Read More...

ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ
Read More...

ଏହି ଦୁଇ ଖେଳାଳିଙ୍କୁ ବିଜୟର ଶ୍ରେୟ ଦେଲେ ଧୋନୀ

ଦୁବାଇ : ଓପନର ଋତୁରାଜ ଗାଏକ୍ୱାଡ ଅପରାଜିତ ଅର୍ଦ୍ଧଶତକ ଓ ଡ୍ୱେନ ବ୍ରୋଭୋଙ୍କ ତୁଫାନୀ ଇନିଂସ ବଳରେ ଆଇପିଏଲ ୨୦୨୧ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନରେ ହରାଇବା ପରେ ଚେନ୍ନାଇ ସୁପରକିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହିଦୁଇ ବ୍ୟାଟ୍ସମ୍ୟାନଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ସେ
Read More...

ବାରହା ଆକ୍ରମଣରେ ଜଣେ ଗୁରୁତର

ଗଞ୍ଜାମ: ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ଯୋଗୀ ଭୂୟାଁ (୫୦) । ସୂଚନା ପ୍ରକାରେ ଯୋଗୀ ବିଲରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି
Read More...

ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସାମ୍ଭାବ୍ୟ କରୋନାର
Read More...

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ମୃତ୍ୟୁ ରହସ୍ୟ ଉପରି ପରଦା ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଶନିବାର ଦିନ ଡିଏଫଓ ସଂଗ୍ରାମକେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ
Read More...