ଧୋଇଗଲା ତମିଆଁ-ମୁଦଲସର ଅସ୍ଥାୟୀ ରାସ୍ତା
ବଲାଙ୍ଗୀର: ଧୋଇଗଲା ତମିଆଁ-ମୁଦଲସର ସେତୁ ନିକଟସ୍ଥ ଅସ୍ଥାୟୀ ରାସ୍ତା । ବିଛିନ୍ନ ହେଲେ ୧୨ରୁ ଅଧିକ ଗାଁ ଅଧିବାସୀ । ସୂଚାଇ ଦିଆଯାଏ ଯେ, ନିମ୍ନମାନର କାମ ହେତୁ ଢଳିଥିବା ପୋଲ ମରାମତି ବେଳେ ଭାଙ୍ଗିବା କାରଣରୁ ଶ୍ରମିକ ମୃତ୍ୟୁ ଅଘଟଣ ଘଟିଥିଲା । ୭କୋଟି ପ୍ରାୟ ଅଟକଳରେ ଧାର୍ଯ୍ୟ ସମୟ ସୀମାରେ!-->…
Read More...
Read More...