ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା,ସମସ୍ତଙ୍କ ମୃତଦେହ ଉଦ୍ଧାର
କଟକ : ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା। ଶେଷରେ ମିଳିଲା ୪ ଛାତ୍ରଙ୍କ ମୃତଦେହ । ନିଖୋଜ ଛାତ୍ର ଶୁଭମ ସେଠୀର ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ଜଗା ବେହେରାର ମୃତଦେହ ଉଦ୍ଧାର ହୋଇଥିଲା। ଆଜି ସକାଳୁ ଆକାଶ ବାହାଲିଆ ଓ ଚନ୍ଦନ!-->…
Read More...
Read More...