Monthly Archives

June 2022

କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍

କଟକ : କଂଗ୍ରେସକୁ ଝଟ୍‌କା । ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍ । ବାରବାଟୀ-କଟକ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍ ।ତେବେ ଇସ୍ତଫା ଦେବା ପରେ ମହମ୍ମଦ ମୋକିମଙ୍କ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ, । ଦଳରେ ଆଲୋଚନା ହେବା ଉଚିତ୍ । ଏନେଇ ଗଣମାଧ୍ୟମରେ ଚର୍ଚ୍ଚା…
Read More...

ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଲେ ତିନି ଠାକୁର । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ବଞ୍ଚିତ ଥିବା ଭକ୍ତଙ୍କୁ ହଠାତ ଯେପରି ଚାତକ ବର୍ଷାକୁ ଚାହିଁ ରହିଲା ପରି ଭକ୍ତ ମାନେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଏକ ଲୟରେ ଚାହିଁ…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ : ଗୁରୁବାର ଦିନ ହେବାକୁ ଥିବା ଆସ୍ଥାଭୋଟର ସମ୍ମୁଖୀନ ହେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ ଅଢେଇ ବର୍ଷ ଧରି ଶାସନ କରୁଥିବା ମହାବିକାଶ ଅଘାଡି (ଏମଭିଏ) ସରକାରର ପତନ ହୋଇଛି । ବୁଧବାର ରାତିରେ ଏକ…
Read More...

ଉଦ୍ଧବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ଗୁରୁବାର ହେବ ଆସ୍ଥା ଭୋଟ

ନୂଆଦିଲ୍ଲୀ : ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି…
Read More...

ଆସନ୍ତାକାଲି ହେବ କୋଇଲାଞ୍ଚଳରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ

ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ଦ୍ୱାରା ପରିଚାଳିତ କୋଇଲାଞ୍ଚଳରେ ଆସନ୍ତାକାଲି (ଗୁରୁବାର) ଦିନ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟିତ ହେବ । ଆଜି କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଏବିଷୟରେ ସୂଚନା ଦିଆଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ…
Read More...

ଭାରତକୁ ଝଟକା : ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାଦ୍‌ ପଡ଼ିଲେ ରୋହିତ

ଲଣ୍ଡନ: ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ମ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବାବେଳେ ତାପୂର୍ବରୁ ଭାରତକୁ ଝଟକା ଲାଗିଛି । ପୂରା ମ୍ୟାଚରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମଣ କାରଣରୁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି…
Read More...

ଶ୍ରୀଜୀଉଙ୍କ ନେତ୍ର ଲାଗି ଓ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ନେତ୍ର ଲାଗି ଉତ୍ସବ ଓ ନବଯୌବନ ନୀତି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ରହିଥିବା ଫଳରେ ଗତ ଦୁଇ ବର୍ଷ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଶ୍ରୀଜୀଉଙ୍କ ଦେବସ୍ନାନଠାରୁ…
Read More...

ଜିଲାପାଳଙ୍କୁ ଭେଟିଲେ କୁଇ ସମାଜ ସେବା ସମିତି ସଦସ୍ୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ ସହ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ…
Read More...

କିର୍ତ୍ତୀପୁରଠାରେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୟୁରଉଡାଣ ଜିପିର କିର୍ତ୍ତୀପୁର ଗ୍ରାମଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି । ଏକ୍ସନ ଏଡ଼ ଭୁବନେଶ୍ୱର ଓ ରେଆର ସୁବର୍ଣ୍ଣପୁରର ଆର୍ଥିକ ସହଯୋଗରେ…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର : ଓଡ଼ିଶାର ବରପୁତ୍ର,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସ ନବରଙ୍ଗପୁରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଠା ଜଳସେଚନ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ…
Read More...