Monthly Archives

September 2022

ଲଣ୍ଡନ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଗ୍ରୀଷ୍ମକାଳୀନ ନିବାସ
Read More...

“ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିକାବାଲି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ୍ରମେ ଟିକାବାଲି ଠାରେ "ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ସମସ୍ତ କର୍ମଚାରୀ, ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତି ମା ଓ ଭଉଣୀମାନେ, ସ୍ୱୟଂ
Read More...

ଦେଶରେ ୨୩ ସ୍ଥାନରେ ଏନ୍‌ଆଇଏ ରେଡ୍‌

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌? ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢଉ କରିଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌,ଗୁଣ୍ଟୁର,ନେଲୋର
Read More...

୧୨ଟଙ୍କା ହ୍ରାସ ହୋଇପାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର

ମୁମ୍ୱାଇ,୧୮/୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୩ ମାସ ମଧ୍ୟରେ, ଆନ୍ତର୍ଜାତୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଏବଂ ଡିଜେଲ
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଚା ଦୋକାନୀ

ପୁରୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୁରୀ ପୌର ସଦନ ଛକର ଚା ଦୋକାନୀ ଅକ୍ଷୟ ଜୟ ସିଂହ । ଅକ୍ଷୟ ଏହି ଅବସରରେ କେକ୍‌ କାଟି ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏଥି ସହିତ ସେ ପ୍ରାୟ ୩ହଜାର ରସଗୋଲା ବାଣ୍ଟିବା ସହ ଜନ
Read More...

୧୧ ଦିନିଆ ଆମେରିକା ଗସ୍ତରେ ବୈଦଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ,୧୮/୯ : ୧୧ ଦିନିଆ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜାତିସଂଘର ମହାସଭା ସମେତ ଅନେକ ଗୁରୁତପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ
Read More...

ରାଜ୍ୟସଭା ସାଂସଦ ମୁନା ଖାନଙ୍କ ଘୁ.ଉଦୟଗିରି ଗସ୍ତ, ଉଦଘାଟନ କଲେ ବୈଦ୍ୟୁତିକ ବିଜ୍ଞାପନ ଫଳକ ଓ ପରିଚୟ ଗୃହ

ଘୁ.ଉଦୟଗିରି : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମୁନା ଖାନ ପ୍ରଥମ ଥର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗସ୍ତରେ ଆସିଥିଲେ । ଆଜି ସକାଳ ୧୧.୩୦ ମିନିଟରେ କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପହଞ୍ଚିବା ପରେ ସ୍ଥାନୀୟ ନଗର ସଂଖ୍ୟାଲଘୁ
Read More...

ଖଣି ଦୁର୍ଘଟଣାର ୧୪ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୮/୯: ଚଳିତମାସ ପ୍ରଥମ ସପ୍ତାହରେ ଚୀନ ହେବେଇସ୍ଥିତ ଏକ ଲୁହା ଖଣିରେ ପାଣି ଭରି ଯାଇଥିଲା । ଫଳରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଖଣିରେ ଚଳା ଯାଇଥିବା ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ଆନୁଷ୍ଠାନିକ ଘୋଷଣା କରାଯାଇଛି । ତାଙ୍ଗସାନ ସହର
Read More...

ସାରଙ୍ଗଡିଆନ ଫୁଟବଲ ଲିଗ -୨୦୨୨ ଉଦଘାଟିତ

କ.ନୂଆଗାଁ: କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ ଠାରେ ଗାଲାକ୍ସି ସ୍ପୋର୍ଟସ ଏଣ୍ଡ କଲଚୁରାଲ କ୍ଲବ ପକ୍ଷରୁ ସାରଙ୍ଗଡିଆନ ଫୁଟବଲ ଲିଗ ୨୦୨୨ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ମ୍ୟାଚ କାର୍ଯ୍ୟକ୍ରମକୁ କ.ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ
Read More...

ବୌଦ୍ଧରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁରର ସଭା ଗୃହଠାରେ ପାଳିତ ହୋଇ ଯାଇଛି । ଜେ.ଡି. ହାଇସ୍କୁଲ୍‌ ,ବୌଦ୍ଧର ହିନ୍ଦୀ ଶିକ୍ଷକ ମନଜିତ୍‌ ମୋହନ ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୌଦ୍ଧ ହିନ୍ଦୀ ଶିକ୍ଷକ ସଂଘର ସଭାପତି ତଥା
Read More...