Monthly Archives

September 2022

ମହାପ୍ରଭୁଙ୍କ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୁରୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଗତକାଲି ପୁରୀ ଗସ୍ତରେ ଆସି ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।ସକାଳୁ ଶ୍ରୀ ନଡ୍ଡାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ
Read More...

ମୂକ ବଧିର ‌ଟେଷ୍ଟ କ୍ରିକେଟ୍‌ : ବେଙ୍ଗଲଠୁ ହାରିଲା ଓଡ଼ିଶା

ଭୁବନେଶ୍ବର : ଓଡ଼ିଶା ମୂକ ବଧିର କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ଭୁବନେଶ୍ବରସ୍ଥିତ ହାଇଟେକ୍‌ ପଡ଼ିଆରେ ଖେଳାଯାଇଥିବା ବେଙ୍ଗଲ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଓଡ଼ିଶା ପାଳି ଓ ୫ ରନ୍‌ରେ ହାରି ଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୭୮ ରନ୍‌ କରିଥିଲା। ଜବାବରେ ‌ଭ୍ରମଣକାରୀ
Read More...

ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କେ ଝାଲରସିଂ ଠାରେ ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପକୁ ରିବନ କାଟି ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା । ପ୍ରଥମ ପ୍ରକଳ୍ପଟି ହେଲା କ୍ଷୁଦ୍ର କୁକୁଡ଼ା ଚିଆଁ କେନ୍ଦ୍ର ଯାହା
Read More...

ସାନକଲଙ୍ଗାପାଲିରେ ପାଳିତ ହେଲା କୋସଲି ସଂସ୍କୃତି ଦିନ

ପାଟଣାଗଡ: କୋଶଲି ରାମାୟଣର ରଚୟିତା କୋସଲି ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଦିନ କୋସଲି ସଂସ୍କୃତି ଦିନ ତାଙ୍କ ଜନ୍ମ ପୀଠ ବାଲିପଟା ପଞ୍ଚାୟତ ଅନ୍ତର୍ଗତ ସାନକଲଙ୍ଗାପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ହଳଦିଆ ତେଲି ଜୁଆନ କୁଟୁମର ସଭାପତି କ୍ଷୀରୋଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ
Read More...

ଭିଜିଲାନ୍ସ ପଞ୍ଝାରେ ପାଟଣାଗଡ଼ ଓ ପରୁଆଭାଡି ବିଟ୍‌ ଫରେଷ୍ଟ ଗାର୍ଡ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନ ବିଭାଗ ରେଞ୍ଜ ପାଟଣାଗଡ ସେକସନ ଅନ୍ତର୍ଗତ ପାଟଣାଗଡ଼ ଓ ପରୁଆଭାଡି ବିଟ୍‌ ଫରେଷ୍ଟଗାର୍ଡ ଲକ୍ଷ୍ମୀନାରାୟଣ ସ୍ୱାଇଁ ବନସୁରକ୍ଷା ସମିତିର ଜଣେ ସଭାପତିଙ୍କଠାରୁ ସନ୍ଧ୍ୟା ୫ଟା ସମୟରେ ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ
Read More...

ପୁରୀ ଜେଲରେ କଏଦୀଙ୍କ ଆତ୍ମହତ୍ୟା

ପୁରୀ : ପୁରୀ ଜେଲରେ ପୁଣି ଜଣେ କଏଦୀ ଆତ୍ମାହତ୍ୟା ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ହେଲେ ଶିବ ପ୍ରସାଦ ଭୋଇ, ତାଙ୍କର ଘର ସତ୍ୟବାଦୀ ଥାନା ବିଶ୍ୱନାଥପୁରରେ ବୋଲି ସୂଚନା ମିଳିଛି । ତାଙ୍କୁ ଥାନା ପକ୍ଷରୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର
Read More...

ସିବିଆଇର ‘ଅପରେସନ୍‌ ଗରୁଡ’:
୧୨୭ ମାମଲା ରୁଜୁ,୧୭୫ଜଣ ଗିରଫ

ଚେନ୍ନାଇ: ବେଆଇନ ଡ୍ରଗ୍‌ ଚୋରାଚାଲାଣ ନେଟ୍‌ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍‌ ଗରୁଡ’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି । ୧୭୫ଜଣଙ୍କୁ ଗିରଫ କରାଯାଇଚି । ଆଜି ପ୍ରକାଶିତ ସିବିଆଇ ରିପୋର୍ଟରୁ ଏହା
Read More...

ସୋନିଆଙ୍କୁ କ୍ଷମା ମାଗି ନିର୍ବାଚନରୁ ଓହରିଲେ ଗେହଲଟ

ନୂଆଦିଲ୍ଲୀ,୨୯/୯ : କଂଗ୍ରେସ ରାଜନୀତି ଏବେ ବେଶ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଜୟପୁରରେ ଯାହା ଘଟିଗଲା,ସେଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟରେ ଭୁଲ ମାଗିବା ସହ ସଭାପତି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ :
ସବୁ ମହିଳାଙ୍କର ଅଛି ଗର୍ଭପାତର ଅଧିକାର

ନୂଆଦିଲ୍ଲୀ: ମହିଳା ଅଧିକାରକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଭାରତରେ ବସବାସ କରୁଥିବା ସମସ୍ତ ମହିଳାଙ୍କର ସୁରକ୍ଷିତ ଓ ଆଇନଗତ ଉପାୟରେ ଗର୍ଭପାତ କରିବାର ଅଧିକାର ରହିଛି । ଏଥିରୁ ସେମାନଙ୍କୁ କେହି ବଞ୍ଚିତ
Read More...

ନୂଆ ନିୟମ : ଏଣିକି ବର୍ଷକୁ ମିଳିବ ୧୫ଟି ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ ୨୯ ।୯: ଘରୋଇ ଗ୍ୟାସ୍‌ ସିଲିଣ୍ଡର ସଂଖ୍ୟାକୁ ନେଇ ଆସିଛି ନିୟମ । ଘରୋଇ ଗ୍ରାହକଙ୍କ ଲାଗି ବାର୍ଷିକ ସିଲିଣ୍ଡର ସଂଖ୍ୟା ଧାର୍ଯ୍ୟ ହୋଇଛି । ନୂଆ ନିୟମ ଅନୁସାରେ,ଗ୍ରାହକ ବର୍ଷକରେ ଅତି ବେଶିରେ ୧୫ଟି ସିଲିଣ୍ଡର ନେଇ ପାରିବେ । କୌଣସି ଗ୍ରାହକଙ୍କୁ ବର୍ଷକରେ ୧୫ଟି ସିଲିଣ୍ଡରରୁ
Read More...