Yearly Archives

2022

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ନଡ୍ଡା ପୁଣି ଓଡ଼ିଶା ଗସ୍ତରେ ଆସିବେ। ଏନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ତାଙ୍କର ସୂଚନା ଅନୁଯାୟୀ, ବିଜେପି
Read More...

ନାଜାଲ ଭ୍ୟାକସିନକୁ ଅନୁମତି

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି ମିଳିଛି ।  ବୁଷ୍ଟର ଡୋଜ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।  ଆଜିଠାରୁ କୋୱିନ ଆପରେ ଏହା ଉପଲବ୍ଧ ହେବା ନେଇ ସୂଚନା ମିଳିଛି ।  ପ୍ରଥମ ପର୍ଯ୍ୟାୟରେ ଏହା ଘରୋଇ ହସ୍ପିଟାଲରେ
Read More...

ଦେଶରେ କରୋନା ଡର, ନୂଆ ବର୍ଷ ପାଇଁ ଆସିବ ଗାଇଡଲାଇନ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଡର । କିଛି ଦିନର ନିରବତା ପରେ କରୋନା ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି । କରୋନାକୁ ରୋକିବା ପାଇଁ ସମୀକ୍ଷା ଆରମ୍ଭ ହୋଇଯାଇଥିବାବେଳେ ସାମାଜିକ ଦୂରତା, ଟିକାକରଣ ଓ ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଆଗକୁ ଆସୁଛି ନୂଆ ବର୍ଷ । ତେଣୁ
Read More...

୨୭ରେ ବରଗଡ଼ ଧନୁଯାତ୍ରା

ବରଗଡ଼: ଆସନ୍ତା ୨୭ ତାରିଖରେ ବରଗଡ଼ ଧନୁଯାତ୍ରା। ଆଉ ଦିନ କେଇଟା ରହିଥିବା ବେଳେ, କଳାକାରଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ମାନେ ଦିନରାତି ଏକ କରିଦେଇ ରିହର୍ସାଲ କରୁଛନ୍ତି। ରିହର୍ସାଲର ଅନ୍ତିମ ପର୍ଯ୍ୟାୟରେ କୃଷ୍ଣ ବଳରାମଙ୍କ ସହ
Read More...

ରାମାନୁଜନ୍‌ ଗଣିତ କ୍ଳବ ତରଫରୁ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହେନ୍ଦ୍ର ଗିରୀ ଉଚ୍ଚ ବିଦ୍ୟାଳୟରେ ରାମାନୁଜନ୍‌ ଗଣିତ କ୍ଳବ ତରଫରୁ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମାନୁଜନ୍‌ଙ୍କ ଜୀବନୀ, କୃତିତ୍ୱ ଗଣିତ ପ୍ରତି ଅବଦାନ ଓ ବିଦ୍ୟାଳୟ ସ୍ତରରେ
Read More...

ଭୋପାଳରେ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ କନ୍ଧମାଳର କମାଲ୍‌, ସମସ୍ତଙ୍କୁ ପଛରେ ପକାଇ ହେଲା ନମ୍ବରୱାନ୍‌

ବାଲିଗୁଡ଼ା: ଭୋପାଳରେ କନ୍ଧମାଳର ଆଦିବାସୀ ଯୁବକ ଯୁବତୀଙ୍କ କାମାଲ୍‌ । ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କଲା କନ୍ଧମାଳ ଟିମ୍‌ । ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଦ୍ୱାରା ମାଓ ପ୍ରବଣ ଅଞ୍ଚଳରେ ୧୪ତମ ଆଦିବାସୀ
Read More...

ଦାରିଙ୍ଗବାଡ଼ିରେ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ପାଳନ
ଯୁବଶକ୍ତି ଏକାଠି ହେଲେ ସବୁ ସମ୍ଭବ: ମୁଖ୍ୟ ଅତିଥି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଅନ୍ତରଙ୍ଗ ଯୁବ ମହାସଙ୍ଘ ତରଫରୁ ୧୫ତମ ଅନ୍ତରଙ୍ଗ ଯୁବ ମହୋତ୍ସବ ୨୦୨୨ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ଅନ୍ତରଙ୍ଗ ଯୁବ ମହାସଙ୍ଘ ସଭାପତି ଦିଲୀପ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ
Read More...

ଶସ୍ତା ହେଲା ପାରାସିଟାମଲ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ ଶସ୍ତା ହେଲା ମେଡିସିନ୍‌ । କ୍ୟାନସର, ମଧୁମେହ, ଜ୍ୱର ଓ ହେପାଟାଇଟିସ୍‌ ଭଳି ରୋଗର ଚିିକିତ୍ସା ପାଇଁ ଆବଶ୍ୟକ ହେଉଥିବା ମେଡିସିନ୍‌ ଶସ୍ତା ହୋଇଛି । ପୂୂୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍‌ ଏବେ ୪୦ ପ୍ରତିଶତ ଶସ୍ତାରେ ମିଳିବ । ଜ୍ୱରରେ ପଡିଥିବାବେଳେ କାମରେ
Read More...

ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ ନିମନ୍ତେ ସର୍ବଦଳୀୟ ବୈଠକ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ

ଭୁବନେଶ୍ୱର :୨୦୨୩ ପୁରୁଷ ବିଶ୍ୱକପ୍‌ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍‌ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର ସଫଳତା
Read More...

ମାସ୍କ ପନ୍ଧିବାକୁ ସାଂସଦଙ୍କୁ ନିବେଦନ କଲେ ବାଚସ୍ପତି

ନୂଆଦିଲ୍ଲୀ,୨୨/୧୨ : ଚାଇନାରେ କରୋନା ଭାଇରସର ଆତଙ୍କ ପରେ ଭାରତରେ ସତର୍କତା ମଧ୍ୟ ବୃଦ୍ଧି କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ଭିଡ଼ରେ ମାସ୍କ ପିନ୍ଧିବା ଏବଂ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ମଧ୍ୟ ଏ
Read More...