Yearly Archives

2022

ଆଜି ଭାରତ-ଜିମ୍ବାୱେ ପ୍ରଥମ ଦିନିକିଆ

ମୁମ୍ବାଇ : ଆଜିଠୁ ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଲୋକେଶ ରାହୁଲଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ଅଭ୍ୟାସ ଚଳାଇଛି । ଘରୋଇ ଦଳ ମଧ୍ୟ ପ୍ରସ୍ତୁତ । ନିକଟରେ ବାଂଲାଦେଶକୁ ହରାଇବା ପରେ ଜିମ୍ବାୱେ ଦଳର ମନୋବଳ ଦୃଢ ରହିଛି ।…
Read More...

ଉଚ୍ଚ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହୀରାକୁଦ ଡ଼୍ୟାମ ପ୍ରତି ବିପଦ ଆଶଙ୍କା

ସମ୍ବଲପୁର: ଆଜକୁ ଚାରିଦିନ ହୋଇଗଲା ହୀରାକୁଦର ଜଳସ୍ତର ନିର୍ଦ୍ଧାରିତ ସୀମାରୁ ୧୦ ଫୁଟ ଊର୍ଦ୍ଧ୍ୱ ରହିଆସୁଥିବାରୁ ଏହାର ବିସ୍ତୃତ ମାଟିବନ୍ଧ ପ୍ରତି ବିପଦ ଆଶଂକା କରାଯାଉଛି । ବିଶ୍ୱପ୍ରସିଦ୍ଧ ଏହି ନଦୀବନ୍ଧ ନିର୍ମାଣ ପରଠାରୁ ଏଠାକାର ଜଳସ୍ତର କେତେବେଳେ କେମିତି ରହିବ ଏହା ନିର୍ଦ୍ଧାରିତ…
Read More...

ଆସୁଛି ଆଉ ଏକ ଲଘୁଚାପ : ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡ଼ିଶାକୁ ପୁଣି ମାଡ଼ି ଆସୁଛି ବର୍ଷା। ଦକ୍ଷିଣ ମିଆଁମାର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଶୁକ୍ରବାର ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପ୍ରଭାବରେ ଆଜି ଓ…
Read More...

ବୋଲେରୋ ସହ ୧୩୨ କେଜି ଗଞ୍ଜେଇ ଜବତ

ଫୁଲବାଣୀ : ଅବକାରୀ ବିଭାଗର ୬ ଜଣିଆ ସ୍କ୍ୱାଡ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଞ୍ଜେଇ ଜବତ କରିଛି । ତେବେ ଗଞ୍ଜେଇ ମାଫିଆ ମାନେ ଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁ ପୂର୍ବରୁ ସୂଚନା…
Read More...

ତୁର୍ଲ୍ଲା ଗାଁରେ ଚଢଉ ;୨୫୫ ଲିଟର ଦେଶୀ ମଦ ଜବତ , ୩ ଗିରଫ

ଖପ୍ରାଖୋଲ/ପାଟଣାଗଡ: ପାଟଣାଗଡ ଅବକାରୀ ବିଭାଗ ଖପ୍ରାଖୋଲ ଥାନା ଅନ୍ତର୍ଗତ ତୁର୍ଲ୍ଲା ଗାଁରେ ଚଢାଉ କରି ୨୫୫ ଲିଟର ଦେଶୀ ମଦ ଜବତ କରି ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶୋଭକର ବରିହା, ଅନଙ୍ଗ ବରିହା ଓ ଗୁଣ ସାଗର ବରିହା । ଶୋଭକର ବରିହାଙ୍କଠାରୁ ୮୦ ଲିଟର, ଅନଙ୍ଗ…
Read More...

ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

ବୌଦ୍ଧ,୧୭/୮: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ…
Read More...

ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲରେ ସ୍ୱାଧୀନତା ଦିବସ

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଚିତ୍ର କଳା ଅନୁଷ୍ଠାନ (ଏକେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ) ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହେବା ସହ ଏକ ଚିତ୍ର କଳାପ୍ରଦର୍ଶନୀ ପାଳନ ହୋଇଯାଇଛି । ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟବଲ ସଂଘର ସଭାପତି କୁମୁଦ ରଞ୍ଜନ ମେହେର…
Read More...

ଦୟା ନଦୀରେ ବନ୍ୟା, ଦୁର୍ଦ୍ଦଶାରେ ପିପିଲି ଓ ଡେଲାଙ୍ଗ ବ୍ଲକବାସୀ

ପୁରୀ : ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦଗୁଡିକରେ ବନ୍ୟା ଆସିଛି । ଦାୟା ନଦୀର ଉଦବୃତ୍‌ ବନ୍ୟାଜଳ ପିପିଲି ଅଂଚଳରେ ପଶିଚି । ଭାରତୀ ପୁର, ପାଣିଦୋଳ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ଦୟା ନଦୀର ବନ୍ୟାଜଳ ପଶିଯାଇଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ଖାଇବା ପିଇବା ସବୁ ବନ୍ଦ୍‌ । ଛୋଟ…
Read More...

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ସୁବିଧା ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷକମାନଙ୍କ ପାଇଁ ସ୍ୱଳ୍ପ ମିଆଦି ଋଣ ପରିଶୋଧ ପାଇଁ ସୁଧ ସବଭେନ୍ସନ୍‌ ଯୋଜନା ପ୍ରସ୍ତାବକୁ…
Read More...

ପୁରୀ ଜିଲ୍ଲା ପରିକ୍ରମା କରୁଛି ଅହିଂସା ରଥ

ପୁରୀ : ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଅହିଂସା ରଥ ପୁରୀ ଜିଲ୍ଲାକୁ ଆଗମନ କରିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା…
Read More...