Yearly Archives

2022

ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା। ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା। ମୃତକ ହେଉଛନ୍ତି ମୋରମେଡ଼ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ। ସୂଚନାନୁଯାୟୀ, ତୈନାଡ ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମ ପଞ୍ଚାୟତର
Read More...

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ : ପୁଅ ହାତକୁ ଟେକିଦେଲେ ରିଲାଏନସ ଜିଓ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍‌ଫୋଟେକ୍‌ ଲିମିଟେଡର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ
Read More...

ଆବୁଧାବିରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ ଶେଷ କରି ଆଜି ୟୁଏଇରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ୟୁଏଇର ରାଷ୍ଟ୍ରପତି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ସବୁ ପ୍ରୋଟକଲକୁ ଭାଙ୍ଗି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ
Read More...

ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବୌଦ୍ଧ,୨୮/୬- ବୌଦ୍ଧ ଜିଲ୍ଲାରେ“ଶିଶୁଙ୍କ ପାଇଁ ଦିନଟିଏ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁସୁରକ୍ଷା କମିଟିର ବୈଠକ, କିଶୋର/କିଶୋରୀ ଦକ୍ଷତାବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ, ଶିଶୁଶ୍ରମିକ ନିଷେଧ ଟାସ୍କଫୋର୍ସ ଓ ଚାଇଲ୍ଡଲାଇନ ପରାମର୍ଶମଣ୍ଡଳୀ, ତ୍ରୟୋମାସିକ
Read More...

ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ
Read More...

ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୨୮ା୬ : ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷୀରେ ତିନି ଠାକୁରଙ୍କ ଗୁଣ୍ଡିଚା ମନ୍ଦିରରେ ରହଣି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ
Read More...

ଆସୁଛି ଅଟଳବିହାରୀ ବାଜପେୟୀଙ୍କ ବୟୋପିକ ‘ଅଟଲ’

ମୁମ୍ୱାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ତିଆରି ହେଉଛି ଏକ ହିନ୍ଦି ଚଳଚ୍ଚିତ୍ର । ୧୯୨୪ ମସିହା ଡିସେମ୍ୱର ୨୫ରେ ଗ୍ୱାଲିଅରରେ ଜନ୍ମ ହୋଇଥିବା ବାଜପେୟୀଙ୍କ ଉପରେ ତିଆରି ହୋଇଥିବା ସିନେମାର ନାଁ ‘ଅଟଲ’ ରହିଛି । ଏହି ସିନେମାକୁ ତିଆରି କରିବା ପାଇଁ
Read More...

ପ୍ରାଣୀ ଚିକିତ୍ସକ ଆସୁନଥିବାରୁ ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ପକାଇଲେ ଗୋପାଳକ

ବୌଦ୍ଧ/ଜହ୍ନ ।ପଙ୍କ,୨୮/୬: ରାଜ୍ୟ ସରକାର ପ୍ରାଣୀ ସଂପଦର ବିକାଶ ପାଇଁ ଗୋପାଳକ ମାନଙ୍କୁ ରିହାତିରେ ଦାନା, ଔଷଧ ଓ ଗୁହାଳ ଯୋଗାଇ ଦେଉଛନ୍ତି । ପ୍ର ।ଣୀ ମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାଣୀ ସହାୟକ କେନ୍ଦ୍ର ଖୋଲି ପ୍ରାଣୀନିରୀକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳର
Read More...

ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ଭାରତର ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କର ୯୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । କନ୍‌ଷ୍ଟ୍ରକସନ୍‌ ସେକ୍ଟରର ସବୁଠାରୁ ବଡ କମ୍ପାନୀ ମଧ୍ୟରୁ ସାପୋରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ଥିଲେ ପାଲୋନଜି । ତାଙ୍କୁ ଭାରତର ଲୁକାୟିତ କୋଟିପତି ବୋଲି
Read More...

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମୋର୍ଗାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଇଅନ ମୋର୍ଗାନ। ୩୫ ବର୍ଷୀୟ ମୋର୍ଗାନ ଇଂଲଣ୍ଡର ସବୁଠୁ ଅଧିକ ରନ କରିଥିବା ଖେଳାଳି ସହ ଦିନିକିଆ କ୍ରିକେଟରେ ଦଳର ସବୁଠୁ ସଫଳ ଅଧିନାୟକ। ମୋର୍ଗାନ ଇଂଲଣ୍ଡ ପାଇଁ ୨୨୫ ଦିନିକିଆରେ ୧୩
Read More...