ସଡକ ଦୁର୍ଘଟଣାରେ ଗୋଟିଏ ପରିବାରରୁ ୫ ମୃତ
ଚଣ୍ଡୀଗଡ: ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା କ୍ରୁଜର । ଦୁର୍ଘଟଣାରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି । ଆଜି ରେୱାଡି ଜିଲ୍ଲାର ଦିଲ୍ଲୀ-ଜୟପୁର!-->…
Read More...
Read More...