Yearly Archives

2023

ଅଷ୍ଟ୍ରେଲିଆକୁ ଝଟକା : ତୃତୀୟ ଟେଷ୍ଟ ଖେଳିବେନି କମିନ୍ସ, ଜାଣନ୍ତୁ କାହାକୁ ମିଳିବ ଅଧିନାୟକତ୍ୱ ଦାୟିତ୍ୱ

ନୂଆଦିଲ୍ଲୀ : ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଖେଳିବେନି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ । ଦ୍ୱିତୀୟ ଟେଷ୍ଟ ପରେ ତୁରନ୍ତ ଅଷ୍ଟ୍ରେଲିଆ ଫେରି ଯାଇଥିବା କମିନ୍ସଙ୍କ ମା’ଙ୍କ ଦେହ ଖରାପ ଅଛି । ତେଣୁ ଏପରି ସ୍ଥିତିରେ ସେ ବୁଧବାର ଠାରୁ ଆରମ୍ଭ
Read More...

ପାଣି ପାଇଁ ହିନସ୍ତା ପଡାବାସୀ, ପାନୀୟ ଜଳ ବ୍ୟବସ୍ଥା ବାଟବଣା

ନୂଆପଡା : ସରକାର ଘରେ ଘରେ ପାନୀୟ ଜଳ ଯୋଗାଇ ଦେବାକୁ ଯୋଜନା ଉପରେ ଯୋଜନା କରୁଛନ୍ତି । ହେଲେ ସେହି ଯୋଜନା ପ୍ରଶାସନର ଅବହେଳା ଯୋଗୁ ବାଟବଣା ହେଉଥିବା ବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲୀ ମନୋବଳ ଯୋଗୁ ଜନସାଧାରଣ ପାଣି ପାଇଁ ହିନସ୍ତା ହେଉଛନ୍ତି । ପାଣି ଟିକିଏ ପାଇଁ ଏପଟେ ସେପଟେ
Read More...

ଖପ୍ରାଖୋଲରେ କୃଷି ସମ୍ପର୍କିତ କୃଷକ ତାଲିମ ଶିବିର, ମାଟି ପରୀକ୍ଷାକୁ ଗୁରୁତ୍ୱ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ତାଲିମ ଗୃହ ଠାରେ କୃଷି ବିଭାଗ ତରଫରୁ କୃଷକ ତାଲିମ ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ କୃଷି ଅଧିକାରୀ ସୁଜିତ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ ଶିବିରରେ ତାଲିମଦାତା
Read More...

ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର

ନବରଙ୍ଗପୁର : ଓଡ଼ିଶା ରେଡକ୍ରସଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଚାଲୁ ରହିଛି । ତିନି ଦିନ ଧରି ହେବାକୁ ଥିବା ଶିବିରରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ ମହାବିଦ୍ୟାଳୟର ଉନ୍ନତିରେ
Read More...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ହାଲମାହେରା: ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ
Read More...

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାର ସମ୍ବର୍ଦ୍ଧନା ସଭା

ପାରଳାଖେମୁଣ୍ଡି: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ପାରଳାଖେମୁଣ୍ଡି ସ୍ଥିତ ଆରଏମସି ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲାର
Read More...

ରାଇସ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ୫ବଖରା ଘର

ପୁରୀ : ପୁରୀ କାକଟପୁର ବ୍ଲକ ସୁହାଣ୍ଡପୁର ପଞ୍ଚାୟତ ରାଇସ ଗ୍ରାମରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୫ବଖରା ଘର । ନିଆଁକୁ ଆୟତ୍ତ କରିବାକୁ ଅସ୍ତରଙ୍ଗ ଅଗ୍ନିଶମ ବିଭାଗକୁ ୪ଘଣ୍ଟା ସମୟ ଲାଗିଥିବା ବେଳେ କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ଥିବା ଜଣାପଡିଛି । ଆଜି ଭୋର ସମୟରେ
Read More...

ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ସୁବାଷ ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳଠାରେ ନୂଆପଡା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ସଭାରେ ଜିଲ୍ଲା ପ୍ରେସ କ୍ଲବ ସଭାପତି ପରମେଶ୍ୱର ବାରିକ ଅଧ୍ୟକ୍ଷତା କରିଥିଲେ । ସଭାରେ ସମ୍ପାଦକ
Read More...

୩ରୁ ଫୁଲବାଣୀ ଜ଼ିଲ୍ଲା ଲେଖକ ସାମ୍ମୁଖ୍ୟ ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଦ୍ୱାରା ଆସନ୍ତା ମାର୍ଚ୍ଚ ୩ ତାରିଖରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଏଜେଓ ହାଇସ୍କୁଲ ପଡିଆ ( ବି. ଟିମ ପଡିଆ ) ଠାରେ ଦଶଦିନ ବ୍ୟାପୀ ପୁସ୍ତକ ମେଳା ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର
Read More...

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ
Read More...